ଗଞ୍ଜାମରେ ୧୩୭ ଛୁଇଁଲା କରୋନା ପଜିଟିଭ୍ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ଜଣକ ପରେ ଜଣେ ସୁରତ ଫେରନ୍ତା କରୋନା ପଜିଟିଭ୍ ହେଉଥିବା ଦେଖିବାକୁ ମିଳୁଛି। ସୋମବାର ଜିଲ୍ଲାରେ ଆଉ ୧୨ ଜଣ ପଜିଟିଭ୍ ଚିହ୍ନଟ ହେବା ସହ ପଜିଟିଭ୍...

ବୌଦ୍ଧ ଓ ଅନୁଗୁଳ ଛୁଇଁଲା କରୋନା, ପୁରୀରେ ପୁଣି ୨ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଆଜି ଓଡ଼ିଶାର ଆଉ ଦୁଇଟି ନୂଆ ଜିଲ୍ଲାକୁ ଛୁଇଁଛି। ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବୌଦ୍ଧରୁ ୩ ଏବଂ ଅନୁଗୁଳରରୁ ୨ କରୋନା ଆକ୍ରାନ୍ତ...

ଜିଲ୍ଲାପାଳ କ୍ଷମତା ଦେଖାଇଲେ ସରପଞ୍ଚ – ଗଞ୍ଜାମ ଜିଲ୍ଲାର ଦୁଇ ପଞ୍ଚାୟତ ୭ଦିନ ସଟଡାଉନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲାପାଳ କ୍ଷମତା ଦେଖାଇଲେ ଗଞ୍ଜାମ ଜିଲ୍ଲାର ଦୁଇ ସରପଞ୍ଚ। ରବିବାର ପୋଲସରା ଅଞ୍ଚଳର ମନ୍ଦାର ପଞ୍ଚାୟତ ଓ ମଧୁପଲ୍ଲୀ ପଞ୍ଚାୟତକୁ ୭ଦିନ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଦୁଇ ସରପଞ୍ଚ। ଗଞ୍ଜାମ ଜିଲ୍ଲାରେ...

ଗଞ୍ଜାମରେ କରୋନା – ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗୋଟିଏ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କିଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ‘ଶୂନ’ରୁ ବୃଦ୍ଧି ପାଇ ‘ଶହେ’ରେ ପହଞ୍ଚିଛି ଜାଣନ୍ତୁ,ଏହି ସ୍ୱତନ୍ତ୍ର ରିପୋର୍ଟରେ..... ଗଞ୍ଜାମ ଜିଲ୍ଲା ପାଇଁ ଏବେ ମୁଣ୍ଡବିନ୍ଧାର କାରଣ...

କରୋନାରେ ତୃତୀୟ ମୃତ୍ୟୁ, ଗଞ୍ଜାମ ଜିଲ୍ଲାର ଜଣେ ଆକ୍ରାନ୍ତ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ରବିବାର ଗଞ୍ଜାମ ଜିଲ୍ଲାର ଜଣେ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଗଞ୍ଜାମରେ ୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମର ସ୍ଥିତି ବେହାଲ। ପ୍ରତି ଦୁଇ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଥିଲା। ହେଲେ ଆଜି ବର୍ତ୍ତମାନସୁଦ୍ଧା ୧୮ ଚିହ୍ନଟ ହୋଇଥିବାରୁ...

ଗଞ୍ଜାମରେ ପୁଣି ଜଣେ ପଜିଟିଭ୍,ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଜଣେ ୨୬ ବର୍ଷୀୟ ସୁରତ ଫେରନ୍ତା ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୨୮୮କୁ...

ଗଞ୍ଜାମରେ ପୁଣି ୧୨ଜଣ ସୁରତ ଫେରନ୍ତା କରୋନା ପଜିଟିଭ୍, ୮୩ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩...

ଗଞ୍ଜାମ ପାଲଟିଲା ଓଡ଼ିଶାର ‘ସୁପର ହଟ୍‌ସ୍ପଟ୍’ – ସରକାରଙ୍କ ଚିନ୍ତା ବଢ଼ିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଗୋଟିଏ ଦିନରେ କେବଳ ଗଞ୍ଜାମରୁ ୪୩ ଆକ୍ରାନ୍ତ ଚିହ୍ନଟ। ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏବେ ‘ସୁପର ହଟ୍‌ସ୍ପଟ୍‌’ ପାଲଟି ଯାଇଛି। ଏହି ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସରକାରଙ୍କ...

ଚିନ୍ତା ବଢ଼ାଇଲେ ସୁରତ ଫେରନ୍ତା, ଗଞ୍ଜାମରେ ୪୭ ଛୁଁଇଲା ପଜିଟିଭ୍ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲା ପାଇଁ ଏବେ ମୁଣ୍ଡ ବିଧାର କାରଣ ପାଲଟିଛନ୍ତି ସୁରତ ଫେରନ୍ତା। ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ କରୋନା ଶୂନ୍ୟ ଥିବା ଗଞ୍ଜାମ ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା...