କରୋନାରେ ତୃତୀୟ ମୃତ୍ୟୁ, ଗଞ୍ଜାମ ଜିଲ୍ଲାର ଜଣେ ଆକ୍ରାନ୍ତ ମୃତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ରବିବାର ଗଞ୍ଜାମ ଜିଲ୍ଲାର ଜଣେ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ଗଞ୍ଜାମରେ ୮୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମର ସ୍ଥିତି ବେହାଲ। ପ୍ରତି ଦୁଇ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ ଥିଲା। ହେଲେ ଆଜି ବର୍ତ୍ତମାନସୁଦ୍ଧା ୧୮ ଚିହ୍ନଟ ହୋଇଥିବାରୁ...

ଗଞ୍ଜାମରେ ପୁଣି ଜଣେ ପଜିଟିଭ୍,ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪କୁ ବୃଦ୍ଧି

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମରେ ଚିହ୍ନଟ ହେଲେ ପୁଣି ଜଣେ କରୋନା ପଜିଟିଭ୍। ଜଣେ ୨୬ ବର୍ଷୀୟ ସୁରତ ଫେରନ୍ତା ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୨୮୮କୁ...

ଗଞ୍ଜାମରେ ପୁଣି ୧୨ଜଣ ସୁରତ ଫେରନ୍ତା କରୋନା ପଜିଟିଭ୍, ୮୩ ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଶନିବାର ୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩...

ଗଞ୍ଜାମ ପାଲଟିଲା ଓଡ଼ିଶାର ‘ସୁପର ହଟ୍‌ସ୍ପଟ୍’ – ସରକାରଙ୍କ ଚିନ୍ତା ବଢ଼ିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଗୋଟିଏ ଦିନରେ କେବଳ ଗଞ୍ଜାମରୁ ୪୩ ଆକ୍ରାନ୍ତ ଚିହ୍ନଟ। ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏବେ ‘ସୁପର ହଟ୍‌ସ୍ପଟ୍‌’ ପାଲଟି ଯାଇଛି। ଏହି ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସରକାରଙ୍କ...

ଚିନ୍ତା ବଢ଼ାଇଲେ ସୁରତ ଫେରନ୍ତା, ଗଞ୍ଜାମରେ ୪୭ ଛୁଁଇଲା ପଜିଟିଭ୍ ସଂଖ୍ୟା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲା ପାଇଁ ଏବେ ମୁଣ୍ଡ ବିଧାର କାରଣ ପାଲଟିଛନ୍ତି ସୁରତ ଫେରନ୍ତା। ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ କରୋନା ଶୂନ୍ୟ ଥିବା ଗଞ୍ଜାମ ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା...

ରାଜ୍ୟରେ ଏକାଥରକେ ୨୬ ପଜିଟିଭ୍ – ଗଞ୍ଜାମରୁ ୧୯, କେନ୍ଦ୍ରାପଡ଼ାରୁ ୫, ଭଦ୍ରକରୁ ୨

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ଏକାଥରକେ ଚିହ୍ନଟ ହେଲେ ୨୬ ଜଣ କରୋନା ପଜିଟିଭ୍। ଯାହାଫଳରେ ବର୍ତ୍ତମାନ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

କରୋନା ରାଉଣ୍ଡଅପ୍ – କାହିଁକି ଗଞ୍ଜାମ ଛୁଇଁଲା କରୋନା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ଦୁଇ ମାସ ହେଲା ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ଗଞ୍ଜାମ ଜିଲ୍ଲାରେ ଏବେ ଭୟ ବଢ଼ିଲା। ୬ ଦିନରେ ୨୧ ଆକ୍ରାନ୍ତ। କରୋନା ଭାଇରସ୍‌ ଜାଲରେ ଛନ୍ଦି...

ରେଡ୍ ଜୋନରେ ଗଞ୍ଜାମ – ଜଗତସିଂହପୁର ଓ ମୟୂରଭଞ୍ଜ ଅରେଞ୍ଜ ଜୋନ୍ ଘୋଷିତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କଲେ ରାଜ୍ୟ ସରକାର। ଜିଲ୍ଲାରେ ପଜିଟିଭ୍ କେସ୍ ଦ୍ରୁତଗତିରେ ବୃଦ୍ଧି ପାଉଥିବା କାରଣରୁ ଏହାକୁ ରେଡ୍ ଜୋନରେ ସାମିଲ କରାଯାଇଛି। ଏଥିସହ...

ଗଞ୍ଜାମରେ ପୁଣି ଜଣେ କରୋନା ପଜିଟିଭ୍, ସୁରତରୁ ଫେରିଥିଲେ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମରେ ପୁଣି ଜଣେ ସୁରତ ଫେରନ୍ତା ଯୁବକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଅନ୍ୟପଟେ ଏହି ଆକ୍ରାନ୍ତ...