ନୟାଗଡ଼: କରୋନା ପରେ ଲୋକଙ୍କ ଚିନ୍ତା ବଢ଼ାଇଲା ବନ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଭୟ ଦୂର ହୋଇନଥିବାବେଳେ ବନ୍ୟା ପରିସ୍ଥିତି ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି। କରୋନା ପାଇଁ ଲୋକମାନେ ସଙ୍ଗରୋଧ ନିୟମ ପାଳନ କରୁଥିବାବେଳେ ଘରେ ବନ୍ୟାଜଳ ପଶିବା...

ନୟାଗଡ଼: ବନ୍ୟାପାଣି ଘେରରେ ମଣିପୁର ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ର ମଣିପୁର ଗାଁ ଏବେ ବନ୍ୟାଜଳ ଘେରରେ ରହିଛି। ଫଳରେ ଗାଁଟି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗାଁ ଲୋକେ କୌଣସି ଜରୁରୀ କାମରେ ବାହାରକୁ ବାହାରିବା ସମ୍ଭବ...

ମହାନଦୀର ବନ୍ୟା ଜଳରେ ଭାସିଯାଉଥିଲେ ଚାଷୀ ଓ ତାଙ୍କ ଦୁଇ ବଳଦ, ଉଦ୍ଧାର କଲା ଅଗ୍ନିଶମ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ମହାନଦୀର ବନ୍ୟା ଜଳରେ ଭାସିଯାଉଥିବାବେଳେ ଦୁଇ ବଳଦ ଓ ଜଣେ ଚାଷୀଙ୍କ ଜୀବନ ରକ୍ଷା କଲା ଅଗ୍ନିଶମ ଦଳ। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପଥରଚକଡ଼ା ନିକଟରେ...

ନୟାଗଡ଼ରେ କୋଭିଡ୍‌ ପରିଚାଳନା ସ୍ଥିତି ଅନୁଧ୍ୟାନ କଲେ ଆର୍‌ଡିସି

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର(ଆର୍‌ଡିସି) ଅନିଲ କୁମାର ସାମଲ ମଙ୍ଗଳବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ପରିଚାଳନା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆର୍‌ଡିସି ପ୍ରଥମେ ନୟାଗଡ଼ ସର୍କିଟ ହାଉସଠାରେ ପହଞ୍ଚି ଜିଲ୍ଲାପାଳଙ୍କ...

ନୟାଗଡ଼: କରୋନା ସଂକ୍ରମଣ ରୋକିବା ନେଇ ପ୍ରଶାସନର ପଦକ୍ଷେପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କୋଭିଡ୍ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଉଦ୍ୟମ କରାଯାଉଛି। ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟନିର୍ବାହୀ...

‘ତଥାସ୍ତୁ’ ପକ୍ଷରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ର କଳା ଓ ସାହିତ୍ୟ ଅନୁଷ୍ଠାନ ‘ତଥାସ୍ତୁ’ ପକ୍ଷରୁ ସାହିତ୍ୟସାରଥୀ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଛି। ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ...

ନୟାଗଡରେ ଫିକା ପଡ଼ିଲା ଗଣେଶ ପୂଜା – ନୂଆଁଖାଇ ଉପରେ କରୋନା କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ଗଣେଶ ପୂଜା ଆୟୋଜନ ହୋଇନାହିଁ। କୌଣସି ଶିକ୍ଷାନୁଷ୍ଠାନ, ଯୁବ ସଂଗଠନ, କ୍ଲବ ଏପରିକି ସର୍ବସାଧାରଣ ସ୍ଥାନରେ ମଧ୍ୟ ଗଣେଶ ପୂଜା ଆୟୋଜିତ ହୋଇନି। କରୋନା ସଂକ୍ରମଣକୁ...

ନୟାଗଡ଼: କରୋନାରେ ପ୍ରାଣ ହରାଇଲେ ଡାକ୍ତର, ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଡାକ୍ତର। ନୟାଗଡ଼ ଜିଲ୍ଲା ହସ୍ପିଟାଲରେ  କାର୍ଯ୍ୟରତ ଥିବା ସମୟରେ ଡାକ୍ତର ମୀନକେତନ ବଳିୟାରସିଂ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ଗୁରୁବାର...

+୨ ବାଣିଜ୍ୟ ରେଜଲ୍ଟ – ନୟାଗଡ଼ରେ ପାସହାର ସର୍ବାଧିକ, ଦେବଗଡ଼ରେ ସର୍ବନିମ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଚଳିତବର୍ଷର +୨ ବାଣିଜ୍ୟ ଫଳ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତବର୍ଷର ରେଜଲ୍ଟ ପ୍ରକାଶ କରିଛନ୍ତି। ଏବର୍ଷ ରେଜଲ୍ଟରେ ନୟାଗଡ଼ ଜିଲ୍ଲା ସବୁ ଜିଲ୍ଲାଠାରୁ...

ନୟାଗଡ଼: ପ୍ଲଟ୍ କାରବାରରୁ ଅପହରଣ, ୪ ଗିରଫ

ଓଡିଶାଲାଇଭ୍ ବ୍ୟୁରୋ ପ୍ଲଟ୍ ବ୍ୟବସାୟରୁ ଅପହରଣ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚରେ। ଗତ ଅଗଷ୍ଟ ୧୪ ତାରିଖରେ ଦଶପଲ୍ଲା ଜଗନ୍ନାଥପୁରପାଟଣା ଗାଁର ସୁଦର୍ଶନ ସାହୁଙ୍କୁ ୧୦ରୁ ଅଧିକ ଅଭିଯୁକ୍ତ...