+୨ ବାଣିଜ୍ୟ ରେଜଲ୍ଟ – ନୟାଗଡ଼ରେ ପାସହାର ସର୍ବାଧିକ, ଦେବଗଡ଼ରେ ସର୍ବନିମ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଚଳିତବର୍ଷର +୨ ବାଣିଜ୍ୟ ଫଳ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତବର୍ଷର ରେଜଲ୍ଟ ପ୍ରକାଶ କରିଛନ୍ତି। ଏବର୍ଷ ରେଜଲ୍ଟରେ ନୟାଗଡ଼ ଜିଲ୍ଲା ସବୁ ଜିଲ୍ଲାଠାରୁ...

ନୟାଗଡ଼: ପ୍ଲଟ୍ କାରବାରରୁ ଅପହରଣ, ୪ ଗିରଫ

ଓଡିଶାଲାଇଭ୍ ବ୍ୟୁରୋ ପ୍ଲଟ୍ ବ୍ୟବସାୟରୁ ଅପହରଣ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଞ୍ଚରେ। ଗତ ଅଗଷ୍ଟ ୧୪ ତାରିଖରେ ଦଶପଲ୍ଲା ଜଗନ୍ନାଥପୁରପାଟଣା ଗାଁର ସୁଦର୍ଶନ ସାହୁଙ୍କୁ ୧୦ରୁ ଅଧିକ ଅଭିଯୁକ୍ତ...

ନୟାଗଡ଼ରେ ତ୍ରିରଙ୍ଗା ଉଡ଼ାଇଲେ ମନ୍ତ୍ରୀ ସୁଦାମ ମାରାଣ୍ଡି

ଓଡିଶାଲାଇଭ୍ ବ୍ୟୁରୋ ନିରାଡ଼ମ୍ବର ସ୍ୱାଧୀନତା ଦିବସ ସମାରୋହ ସାର୍ବଭୌମତ୍ୱ ରକ୍ଷା ଉପରେ ଗୁରୁତ୍ୱ ରାଷ୍ଟ୍ର ବିକାଶରେ ସାମିଲ ହେବାକୁ ଆହ୍ୱାନ ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ ପ୍ୟାରେଡ୍ ଗ୍ରାଉଣ୍ଡରେ କୋଭିଡ୍ କଟକଣା ସହ ୭୪ତମ...

ନୟାଗଡ଼ରେ ଚିନ୍ତା ବଢ଼ାଉଛି କରୋନା – ୧୨୦୩ ଆକ୍ରାନ୍ତ, ୧୦ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ନୟାଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତ ଓ ମୃତକ ସଂଖ୍ୟା। ସରକାରୀ ରିପୋର୍ଟ ଅନୁଯାୟୀ ଚଳିତ ମାସ ୧୧ ତାରିଖ ସୁଦ୍ଧା...

ନୟାଗଡ଼ରେ ୪ ଅଙ୍କ ଛୁଇଁଲା ପଜିଟିଭ ସଂଖ୍ୟା, ମୋଟ ୧୦୪୧ ଆକ୍ରାନ୍ତ ଚିହ୍ନଟ

ଓଡିଶାଲାଇଭ୍ ବ୍ୟୁରୋ ୬୨୦ ଆକ୍ରାନ୍ତ ସୁସ୍ଥ, ୮ ମୃତ ପ୍ରଥମେ କରୋନା ଟେଷ୍ଟ, ପରେ ସ୍ୱାସ୍ଥ୍ୟ ସେବା ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଗତକାଲି ଜିଲ୍ଲାରୁ ୧୦୬ ଜଣ...

ନୟାଗଡ଼ରେ କରୋନା ସଂକ୍ରମଣ ହାର ୮.୧୭ ପ୍ରତିଶତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୃତ୍ୟୁ ହାର ୦.୫୮ ପ୍ରତିଶତ ସୁସ୍ଥ ହୋଇଛନ୍ତି ୫୮.୯୬ ପ୍ରତିଶତ ନୟାଗଡ଼ ଜିଲ୍ଲାରେ କୋଭିଡ୍ ଭୂତାଣୁ ସଂକ୍ରମଣ ହାର ୮.୧୭ ପ୍ରତିଶତ ରହିଛି। ଅଗଷ୍ଟ ୭ ତାରିଖ ସୁଦ୍ଧା ସଂଗୃହିତ ୧୦...

ନୟାଗଡ଼: କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କଲେ ଆର୍‌ଡିସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ ଗୁରୁବାର କୋଭିଡ୍ ପରିଚାଳନା ବ୍ୟବସ୍ଥା ଅନୁଧ୍ୟନ କରିଛନ୍ତି। ଚାନ୍ଦପୁରଠାରେ ପିପିପି ମୋଡରେ ଚାଲିଥିବା କୋଭିଡ୍ ହସ୍ପିଟାଲର ଚିକିତ୍ସା...

ନୟାଗଡ଼: ଚାନ୍ଦପୁର ଥାନା ଏଏସ୍ଆଇଙ୍କର କରୋନାରେ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ଜୀବନ ଯାଇଛି। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନାର ଏଏସ୍ଆଇ ଆରକେ କବିଙ୍କର କରୋନାରେ ମୃତ୍ୟୁ ଘଟିଛି। କୋଭିଡ୍ ଡ୍ୟୁଟି ସମୟରେ ଏଏସ୍ଆଇ ଆର କେ କବି...

ନୟାଗଡ଼ରେ ପୁଣି ୬୦ ପଜିଟିଭ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା

ଓଡ଼ିଶାଲାଇଭ୍ ବ୍ୟୁରୋ  ନୟାଗଡ଼ରେ ପୁଣି ୬୦ ଜଣ ପଜିଟିଭ ଚିହ୍ନଟ ପରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୭୭୯ରେ ପହଞ୍ଚିଛି। ଅଗଷ୍ଟ ୫ ତାରିଖର ସମସ୍ତ ୬୦ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।...

ନୟାଗଡ: ଦଶାହ ଭୋଜି ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦଶାହ ଭୋଜି ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କନ୍ଧ ନୟାଗଡ ଗ୍ରାମରେ ଘଟିଛି ଏହି ଘଟଣା। କନ୍ଧ ନୟାଗଡ ଗ୍ରାମର...