ନୟାଗଡ଼: ବରିଷ୍ଠ ସାମ୍ବାଦିକ ହରିହର ମହାପାତ୍ରଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ, ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ପତ୍ରିକା ‘ଗ୍ରହରାଜ’ର ସଂପାଦକ ହରିହର ମହାପାତ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ନୟାଗଡ଼...

ନୟାଗଡ଼: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କିରାଣୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଯୁବ କିରାଣୀ ଶୁଭକାନ୍ତ ନାୟକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଶୁଭକାନ୍ତଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର, ଶୁଭାକାଂକ୍ଷୀ ଓ ସାଙ୍ଗସାଥୀ ମହଲରେ ଦୁଃଖର ଛାୟା ଖେଳି...

ନୟାଗଡ଼: କରୋନା ସଂକ୍ରମଣକୁ ଅଣଦେଖା, ପଜିଟିଭ୍ ଚିହ୍ନଟ ପରେ ବି ଚାଲିଛି ମହିଳା କଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ସାଘାଂତିକ ସ୍ଥିତିରେ ରହିଛି। କିନ୍ତୁ ଲୋକମାନେ କଟକଣା ମାନୁନଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏକାଧିକ...

ନୟାଗଡ଼: ଅନ୍‌ଲକ୍-୪ ପରେ ଖୋଲିଲା ଦୋକାନ ବଜାର, ହେଲେ କମୁନି ପଜିଟିଭ୍ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ବୁଧବାର ନୟାଗଡ଼ରେ ଦୋକାନ ବଜାର ଖୋଲିଛି। ରାଜ୍ୟ ସରକାର ଅନ୍‌ଲକ୍-୪ ଗାଇଡଲାଇନ୍ ଘୋଷଣା କରିବା ପରେ ସକାଳରୁ ରାତି...

ନୟାଗଡ଼: ଭିକ୍ଷୁକଙ୍କ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଟାଉନ ଷ୍ଟେସନ ପରିସରରେ ଭିକ୍ଷୁକଙ୍କ ପରି ଦେଖା ଯାଉଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏକ ଟ୍ରାଇସାଇକେଲ ନିକଟରେ ଏହି ବ୍ୟକ୍ତିଙ୍କ ମୃତଦେହ ପଡ଼ି ରହିଥିଲା। ଖବର ପାଇ...

ନୟାଗଡ଼: ନଦୀରେ ଭାସିଯାଇ ନାବାଳିକାଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଶାଖା ବୃତ୍ତଙ୍ଗ ନଦୀ ଜଳରେ ଭାସିଯାଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଟାକରା ପଞ୍ଚାୟତ ବୁରୁସାହିର ପ୍ରମୋଦ ମାଝୀଙ୍କ ୧୩...

ନୟାଗଡ଼: କରୋନା ପରେ ଲୋକଙ୍କ ଚିନ୍ତା ବଢ଼ାଇଲା ବନ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଭୟ ଦୂର ହୋଇନଥିବାବେଳେ ବନ୍ୟା ପରିସ୍ଥିତି ଲୋକଙ୍କ ପାଇଁ ଚିନ୍ତା ବଢ଼ାଇଛି। କରୋନା ପାଇଁ ଲୋକମାନେ ସଙ୍ଗରୋଧ ନିୟମ ପାଳନ କରୁଥିବାବେଳେ ଘରେ ବନ୍ୟାଜଳ ପଶିବା...

ନୟାଗଡ଼: ବନ୍ୟାପାଣି ଘେରରେ ମଣିପୁର ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ର ମଣିପୁର ଗାଁ ଏବେ ବନ୍ୟାଜଳ ଘେରରେ ରହିଛି। ଫଳରେ ଗାଁଟି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଗାଁ ଲୋକେ କୌଣସି ଜରୁରୀ କାମରେ ବାହାରକୁ ବାହାରିବା ସମ୍ଭବ...

ମହାନଦୀର ବନ୍ୟା ଜଳରେ ଭାସିଯାଉଥିଲେ ଚାଷୀ ଓ ତାଙ୍କ ଦୁଇ ବଳଦ, ଉଦ୍ଧାର କଲା ଅଗ୍ନିଶମ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ମହାନଦୀର ବନ୍ୟା ଜଳରେ ଭାସିଯାଉଥିବାବେଳେ ଦୁଇ ବଳଦ ଓ ଜଣେ ଚାଷୀଙ୍କ ଜୀବନ ରକ୍ଷା କଲା ଅଗ୍ନିଶମ ଦଳ। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପଥରଚକଡ଼ା ନିକଟରେ...

ନୟାଗଡ଼ରେ କୋଭିଡ୍‌ ପରିଚାଳନା ସ୍ଥିତି ଅନୁଧ୍ୟାନ କଲେ ଆର୍‌ଡିସି

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର(ଆର୍‌ଡିସି) ଅନିଲ କୁମାର ସାମଲ ମଙ୍ଗଳବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ପରିଚାଳନା ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆର୍‌ଡିସି ପ୍ରଥମେ ନୟାଗଡ଼ ସର୍କିଟ ହାଉସଠାରେ ପହଞ୍ଚି ଜିଲ୍ଲାପାଳଙ୍କ...