ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯାଦୁକର ପିଏଲ୍ ସୁନ୍ଦରକାଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ବିଶିଷ୍ଟ ଯାଦୁଗର ପିଏଲ୍ ସୁନ୍ଦରକାଙ୍କର ପରଲୋକ। ମଙ୍ଗଳବାର ରାତିରେ କଟକସ୍ଥିତ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଯାଦୁକର...

ଶିକ୍ଷକଙ୍କ ବିୟୋଗରେ ନୟାଗଡ଼ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷାକର୍ମଚାରୀଙ୍କ ଦେହାନ୍ତରେ ନୟାଗଡ଼ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସ୍ଥାନୀୟ ବ୍ଲକର କାର୍ଯ୍ୟରତ ଶିକ୍ଷକ ଅକ୍ଷୟ ଦଳବେହରା, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଦେବୀ ଏବଂ...

ନୟାଗଡ଼ରେ ବିଭତ୍ସ ହତ୍ୟାକାଣ୍ଡ – ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ଦୁର୍ବୃତ୍ତ ଫେରାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ମଳିସାହିରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା...

ନୟାଗଡ଼ରେ ବଢୁଛି କରୋନା ସଂକ୍ରମଣ, ଜିଲ୍ଲାରେ ୧୫ ଜୀବନ ନେଲାଣି ମହାମାରୀ

ଓଡ଼ିଶା ଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୩୩୮୧ରେ ପହଞ୍ଚିଛି। ଏନେଇ ଲୋକଙ୍କ ମନରେ ଭୟ ମଧ୍ୟ ଜୋର...

ନୟାଗଡ଼: ବରିଷ୍ଠ ସାମ୍ବାଦିକ ହରିହର ମହାପାତ୍ରଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସମାଜସେବୀ, ବରିଷ୍ଠ ସାମ୍ବାଦିକ ତଥା ସାପ୍ତାହିକ ପତ୍ରିକା ‘ଗ୍ରହରାଜ’ର ସଂପାଦକ ହରିହର ମହାପାତ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ନୟାଗଡ଼...

ନୟାଗଡ଼: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କିରାଣୀଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଯୁବ କିରାଣୀ ଶୁଭକାନ୍ତ ନାୟକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଶୁଭକାନ୍ତଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର, ଶୁଭାକାଂକ୍ଷୀ ଓ ସାଙ୍ଗସାଥୀ ମହଲରେ ଦୁଃଖର ଛାୟା ଖେଳି...

ନୟାଗଡ଼: କରୋନା ସଂକ୍ରମଣକୁ ଅଣଦେଖା, ପଜିଟିଭ୍ ଚିହ୍ନଟ ପରେ ବି ଚାଲିଛି ମହିଳା କଲେଜ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ସାଘାଂତିକ ସ୍ଥିତିରେ ରହିଛି। କିନ୍ତୁ ଲୋକମାନେ କଟକଣା ମାନୁନଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଏକାଧିକ...

ନୟାଗଡ଼: ଅନ୍‌ଲକ୍-୪ ପରେ ଖୋଲିଲା ଦୋକାନ ବଜାର, ହେଲେ କମୁନି ପଜିଟିଭ୍ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ବୁଧବାର ନୟାଗଡ଼ରେ ଦୋକାନ ବଜାର ଖୋଲିଛି। ରାଜ୍ୟ ସରକାର ଅନ୍‌ଲକ୍-୪ ଗାଇଡଲାଇନ୍ ଘୋଷଣା କରିବା ପରେ ସକାଳରୁ ରାତି...

ନୟାଗଡ଼: ଭିକ୍ଷୁକଙ୍କ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଟାଉନ ଷ୍ଟେସନ ପରିସରରେ ଭିକ୍ଷୁକଙ୍କ ପରି ଦେଖା ଯାଉଥିବା ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏକ ଟ୍ରାଇସାଇକେଲ ନିକଟରେ ଏହି ବ୍ୟକ୍ତିଙ୍କ ମୃତଦେହ ପଡ଼ି ରହିଥିଲା। ଖବର ପାଇ...

ନୟାଗଡ଼: ନଦୀରେ ଭାସିଯାଇ ନାବାଳିକାଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଶାଖା ବୃତ୍ତଙ୍ଗ ନଦୀ ଜଳରେ ଭାସିଯାଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଟାକରା ପଞ୍ଚାୟତ ବୁରୁସାହିର ପ୍ରମୋଦ ମାଝୀଙ୍କ ୧୩...