କାଳ ଚକ
ବିଜୟମୋହନ ମିଶ୍ର
‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ...
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ୩ ପ୍ରତିଶତ ବଢ଼ାଇଲେ ମହଙ୍ଗା ଭତ୍ତା।
ନିର୍ବାଚନ ଠିକ୍ ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଭେଟି। ରାଜ୍ୟ ସରକାର...
ସରିଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖଣ୍ଡଗିରି ଯାତ୍ରା ମହାକୁମ୍ଭର ରବିବାର ଥିଲା ଶେଷ ଦିନ। ବିଭିନ୍ନ ପାର୍ଟି ଖଣ୍ଡଗିରିରେ ନାଟକ ପରିବେଷଣ କରିଛନ୍ତି। ଯାହାକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି।
ଖଚାଖଚ ଦର୍ଶକଙ୍କ ଭିଡ଼ ଭିତରେ କଳାକାରଙ୍କ ନିଖୁଣ...
ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଆଜି ଇଂରାଜୀ ପରୀକ୍ଷା ହେଉଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ ବଲାଙ୍ଗିରରେ ଇଂରାଜୀ ପ୍ରଶ୍ନପତ୍ର ସେଟ(A)ର...
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରିବେ। ଏହି ଗସ୍ତରେ ନବିନ ୨୩୭.୨୫ କୋଟି ଟଙ୍କାର ୩୯ଟି ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।
ନବୀନଙ୍କ ଗସ୍ତ ପାଇଁ ନୂଆପଡ଼ାରେ...
ଆଗାମୀ ୨୪ ଘଣ୍ଟା ବର୍ଷିବ, ୨୧ ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ସକାଳ ସାଢ଼େ ୧୨ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ...
ମୁମ୍ବାଇରେ ଓଡିଆମାନଙ୍କ ଦ୍ୱାରା ଆୟୋଜିତ ଦୁଇଦିନିଆ ବିଶାଳ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ ଉଦ୍ଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ମହାନଗରୀରେ ଝଟକଲା ଓଡ଼ିଶାର କଳା ଓ ସଂସ୍କୃତିର ଉତ୍କର୍ଷ
ସହିଦ ଯବାନଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି
ଓଡ଼ିଶା ଉପରେ ଚଳଚ୍ଚିତ୍ର ପ୍ରଦର୍ଶନୀ
ମୁମ୍ବାଇ ମହାନଗରୀରେ ଓଡ଼ିଶାର କଳା, ସଂସ୍କୃତି,...
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ – ଆଉ ୨ ଜଣ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ନୂଆପଡ଼ା ଜିଲ୍ଲାର ସର୍ବଜ୍ଞ ସୁପକାର ଏବଂ ଜ୍ଞାନଦତ୍ତ। ଏହି ଦୁଇ ଜଣ ଓଡ଼ିଆ ପ୍ରଶ୍ନପତ୍ର...
ଢେଙ୍କାନାଳରେ ଚାଷୀ ସମାବେଶ – ଏପ୍ରିଲ ୧ରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଢେଙ୍କାନାଳ ଚାଷୀ ସମାବେଶରେ ପିଏମ୍ କିଷାନ ଯୋଜନାକୁ ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ।
ଏପ୍ରିଲ ୧ରେ ଚାଷୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା। ଢେଙ୍କାନାଳ ଜିଲ୍ଲା ଚାଷୀ ମହାସମାବେଶରେ ଏନେଇ ଘୋଷଣା...
ମୟୂରଭଞ୍ଜରେ ଟ୍ରାକ୍ଟର ଓଲଟି ୨ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ତ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାରେ ଟ୍ରାକ୍ଟର ଓଲଟି ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ଶ୍ରମିକ ବୋଲି ଜଣାପଡ଼ିଛି।
ମୃତକଙ୍କ ପରିଚୟ ମିଳିଛି ସେମାନେ ହେଉଛନ୍ତି କୋଡ଼ପଡ଼ା ଗାଁର ନେଡୁ ମହାରଣା ଓ...





















