କୋଲକାତା-ପୁରୀ ପୁରୁଣା ଜଗନ୍ନାଥ ସଡ଼କର ଗବେଷଣା ଶେଷ

ଓଡ଼ିଶାଲାଇଭ୍‍ ବ୍ୟୁରୋ ପୁରୁଣା ଜଗନ୍ନାଥ ସଡ଼କକୁ ପୁଣି ଜୀବନ୍ତ ହୋଇଉଠିଛି। ବାସ୍ତବ କ୍ଷେତ୍ରରେ ନୁହେଁ, ଇତିହାସ ଓ ଗବେଷଣାରେ। ଏକ ଗବେଷକ ଦଳ ଏହି କାମ ଶେଷ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ...

୫ଟି ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା: ମୁନିଗୁଡ଼ାରେ ରାସ୍ତା ଅବରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ଗଣ ଦୁଷ୍କର୍ମ ଏବଂ ମହାନଦୀ ବଞ୍ଚାଓକୁ ନେଇ ଆଜି ମାଓବାଦୀ ପାଳନ କରିଛନ୍ତି ବନ୍ଦ। ଓଡ଼ିଶାର ୫ଟି ଜିଲ୍ଲାରେ ମାଓବାଦୀ ଏହି ବନ୍ଦ ପାଳନ କରିଛନ୍ତି। ଫଳରେ ରାୟଗଡ଼ା, କୋରାପୁଟ,...

‘ପୁରୀରୁ ନବକଳେବର’: କ’ଣ କହିବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟର ସୋମନାଥ, ବାରାଣାସୀର କାଶୀ ବିଶ୍ବନାଥ ଧାମ ପରେ ବିଜେପି ନଜରରେ ପୁରୀ ଜଗନ୍ନାଥ ଧାମ୍। ଜଗନ୍ନାଥ ଧାମରୁ ନରେନ୍ଦ୍ର ମୋଦି କିମ୍ବା ଅମିତ ଶାହା ୨୦୧୯ ନିର୍ବାଚନ ଲଢ଼ନ୍ତୁ ବୋଲି...

ସ୍ପଷ୍ଟ କଲା ଆର୍‌ବିଆଇ: ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ବନ୍ଦ୍ବର ଅବସାନ ଘଟିଛି। ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି। ପ୍ରେସ୍ ରିଲିଜ ଜାରି କରାଯାଇ ଆର୍‌ବିଆଇ ପକ୍ଷରୁ କୁହାଯାଇଛି...

ଆନ୍ଦୋଳନ ସ୍ଥଗିତ ରଖିଲେ ଅଙ୍ଗନବାଡ଼ି କର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩୯ ଦିନ ପରେ ସ୍ଥଗିତ ରହିଛି ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କ ଆନ୍ଦୋଳନ। ମନ୍ତ୍ରୀଙ୍କ ଆଶ୍ବାସନା ପରେ ଆନ୍ଦୋଳନ ସ୍ଥଗିତ ରହିଥିବା ସଂଘ ସଭାନେତ୍ରୀ ଅଞ୍ଜଳି ପଟେଲ୍ ସୂଚନା ଦେଇଛନ୍ତି। ରାଜ୍ୟ ସରକାର...

ଆରମ୍ଭ ହେଲା ଜାତୀୟ ସାମରିକ ପରମ୍ପରା ମହୋତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ସଂଗୀତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଛି ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବ। ଏହା ୩ ଦିନ ଧରି ଚାଲିବ। ଏବର୍ଷ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତିକୁ...

ଲଗାଣ ବର୍ଷାରେ ବନ୍ୟା! ବଢ଼ୁଛି ବୁଢ଼ାବଳଙ୍ଗ-ବଂଶଧାରା ନଦୀର ଜଳସ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷାରେ ବେହାଲ୍ ହୋଇଛି ମୟୂରଭଞ୍ଜର ସ୍ଥିତି। ବୁଢ଼ାବଳଙ୍ଗ ନଦୀରେ ବଢ଼ୁଛି ଜଳ ସ୍ତର। ଫଳରେ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ନଈକୂଳିଆ ଗ୍ରାମବାସୀଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ...

ବିଜେପୁର ଉପ-ନିର୍ବାଚନ: ନିର୍ବାଚନ କମିଶନଙ୍କ ନିକଟକୁ ଗଲା ହାଇକୋର୍ଟ ରାୟର କପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ସପ୍ତାହରେ ବିଜେପୁର ଉପ-ନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ। ନିର୍ବାଚନ କମିଶନଙ୍କ ନିକଟକୁ ରାଜ୍ୟ ନିର୍ବାଚନ ଅଧିକାରୀ ହାଇକୋର୍ଟଙ୍କ ରାୟର ଏକ କପି ପଠାଇଛନ୍ତି। ବିଜେପୁର ନିର୍ବାଚନ ସଂକ୍ରାନ୍ତୀୟ ମାମଲା...

ବର୍ଷାରେ ବେହାଲ ୮ ଜିଲ୍ଲା: କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍ଆର୍‌ସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆହୁରି ୨୪ ଘଣ୍ଟା ବର୍ଷା ୨୫ଟି ଜିଲ୍ଲାରେ ସ୍ଥିତି ଅସମ୍ଭାଳ ଫିକା ପଡ଼ିଲା ଆଲୋକର ପର୍ବ ଦୀପାବଳି ପାରାଦୀପ ଓ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ବୁଧବାର ଅପରାହ୍ନରୁ...

ଗ୍ୟାସ୍‌ ବନାମ ପାଣି : ଜଳ ଯୋଗାଣ ପ୍ରକଳ୍ପକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ, ବିଜେଡି ଦେଲା ଜବାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଇପ୍ ପଲିଟିକ୍ସକୁ ନେଇ ଆଜି ରାଜ୍ୟ ରାଜନୀତି ଉଠିଛି ପଡ଼ିଛି। ରାଜ୍ୟ ସରକାରଙ୍କ  ପାଇପ୍‌ ଯୋଗେ ଜଳ ଯୋଗାଣ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗଟେ କରିଥିବା ବେଳେ ବିଜେଡି...