ଦୁଆର ଦେଖାଇବା ପରେ କଡ଼ ଲେଉଟାଇଲେ ନାରାୟଣ: କହିଲେ,”ମୁଁ ବିଜେପିରେ ଅଛି”

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ ଲେଉଟାଇଲେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ମଙ୍ଗଳବାର ସକାଳେ ସଭାପତି ଦାୟିତ୍ବରୁ ମୁକ୍ତ ହେବା ପାଇଁ ରାଜ୍ୟ ସଭାପତିଙ୍କୁ କହିଥିଲେ। ଏନେଇ ମଧ୍ୟାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ବରଗଡ଼ ବିଜେପି ଜିଲ୍ଲା ସଭାପତିଙ୍କୁ ଦୁଆର ଦେଖାଇଲା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ମାମଲାରେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କୁ ରାସ୍ତା ଦେଖାଇଛି ଦଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଦଳ କାହାର ବ୍ୟକ୍ତିଗତ ମାଲିକାନାର ବିଷୟ ନୁହେଁ।" ଏହି ମନ୍ତବ୍ୟ...

ଧର୍ମେନ୍ଦ୍ରଙ୍କ ଉପରେ ଦାମ ରାଗି ପାଚି ଲାଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୋଷାମଦ କରି ଧର୍ମେନ୍ଦ୍ର ମନ୍ତ୍ରୀ ପଦ ପାଇଛନ୍ତି।" "ଧର୍ମେନ୍ଦ୍ର ଓଡ଼ିଶା ସରକାରଙ୍କ ସଫଳତା ଉପରେ ପ୍ରଶ୍ନ ପଚାରିବା ଆଗରୁ ନିଜେ ପଢ଼ିବା ଦରକାର।" "ଧର୍ମ ଓ...

ବିଜେଡି ‘ପଦଯାତ୍ରା’କୁ କାଉଣ୍ଟର କରିବାକୁ ବିଜେପିର ‘ହକ୍‌ ପାଇଁ ଲଢ଼େଇ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପୂର୍ବରୁ ମଙ୍ଗଳବାର ବିଜେପିର ଦିନିକିଆ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକାରିଣୀରେ ବିଜେପୁର ବିଜୟ, ମିଶନ୍-୧୨୦ ଏବଂ ବିଜେଡି ପଦଯାତ୍ରାକୁ କାଉଣ୍ଟର କରିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି।...

ବକୁଳ ସ୍ୱେଚ୍ଛାସେବୀ ପାଳନ କଲେ ଦାନ ଉତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଦାନ ଉତ୍ସବ’ ପାଳନ କରିଛନ୍ତି। ଯୁବପିଢିଙ୍କ ମଧ୍ୟରେ ସମାଜ ସେବାର ମନ୍ତ୍ର ବୁଣିବା ଲକ୍ଷ୍ୟରେ ଆୟୋଜିତ ଏହି ଦିବସ ବକୁଳ ପକ୍ଷରୁ...

ଜାମିନ୍‌ ପାଇଁ ହାଇକୋର୍ଟ ଗଲେ ପ୍ରଭାତ ବିଶ୍ୱାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ତଳ କୋର୍ଟରେ ଦୁଇ ଦୁଇ ଥର ଜାମିନ୍ ଖାରଜ ହେବା ପରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ମଙ୍ଗଳବାର ହାଇକୋର୍ଟ ଯାଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ପ୍ରଭାତଙ୍କ ଓକିଲ ହାଇକୋର୍ଟରେ...

ନବୀନଙ୍କ ‘ଅପପ୍ରଚାର’ ମନ୍ତବ୍ୟର ଜବାବ ଦେଲେ ଧର୍ମେନ୍ଦ୍ର: କହିଲେ, ବିଜେଡି ‘ଅହଙ୍କାରୀ’ ହୋଇଯାଇଛି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ 'ମିଥ୍ୟା ଅପପ୍ରଚାର' ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଧାସଳଖ ନବୀନ ଏବଂ ତାଙ୍କ ଦଳ ବିଜେଡିକୁ ଆକ୍ଷେପ କରିଛନ୍ତି। କହିଛନ୍ତି,...

ବିଜେପିର ଦିନିକିଆ କାର୍ଯ୍ୟକାରିଣୀ: ଚାଲିଛି ବିଜେପୁର ଉପ-ନିର୍ବାଚନ ପାଇଁ ମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିର ମିଶନ୍‍ ବିଜେପୁର। ବରଗଡ଼ ଜିଲ୍ଲା ବରପାଲିରେ ବିଜେପି ୩୦ ହଜାର କର୍ମୀଙ୍କୁ ଠୁଳକରି ରଣହୁଙ୍କାର ଦେବା ପରେ ମଙ୍ଗଳବାର ରୋଡମ୍ୟାପ୍‍ ପ୍ରସ୍ତୁତି କରୁଛି। ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟଠାରେ ଦିନିକିଆ ରାଜ୍ୟ...

୧୨ରେ ବିଜେପିରେ ମିଶିବ ଲୁଲୁ ସେନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ କଂଗ୍ରେସ ଦଳର ଦୁର୍ଗତି ଥମିବା ନାଁ ନେଉ ନାହିଁ। ଗୋଟିଏ ପଟେ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗଟି ଝୁଲିରହିଥିବା ବେଳେ ଏବେ ଦଳ ପାଇଁ ଆଉ ଏକ ଝଟକା ଲାଗିବା...

‘ପଦ୍ମ’ ପୁରସ୍କାର-୨୦୧୭: ପ୍ରଶାନ୍ତ ନନ୍ଦଙ୍କ ନାଁ ସୁପାରିଶ କଲେ ଜୁଏଲ ଓରାମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ରାଜନୀତିରେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା ବିଜେଡି-ବିଜେପି। ଉଭୟ ଉଭୟଙ୍କୁ କାଉଣ୍ଟର କରିବାକୁ କେବେ ପଛଘୁଞ୍ଚା ଦେଇ ନାହାନ୍ତି। ଏସବୁ ସତ୍ତ୍ୱେ 'ପଦ୍ମ ଆଓ୍ବାର୍ଡ-୨୦୧୭' ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ...