ଆଇ-ନାତୁଣୀଙ୍କ ଉପରେ ଚଢିଗଲା ଟ୍ରେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇ ବୁଢୀ ଓ ନାତୁଣୀ ଉପରେ ଟ୍ରେନ ଚଢିଯିବା ଭଳି  ଦୁଃଖଦାୟକ ଘଟଣା ଘଟିଛି। ରବିବାର ଦିନ ଭୁବନେଶ୍ୱର  ଉପକଣ୍ଠରେ ଏହି ଦୁର୍ଘଟଣା ଘଟିଥିଲା। ଜିଆରପିର ସୂଚନା ଅନୁସାରେ ରେଳ ଲାଇନ...

ସମଗ୍ର ରାଜ୍ୟରେ ବିଜୟା ଦଶମୀ ପାଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଗ୍ର ରାଜ୍ୟରେ ବିଜୟା ଦଶମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। କେତେକ ଜିଲ୍ଲାରେ ବର୍ଷା ସତ୍ତ୍ୱେ ଦଶହରା ପର୍ବ ଉପଲକ୍ଷେ ପୂଜାମଣ୍ଡପ ନିକଟରେ ଅସମ୍ଭବ ଭିଡ଼ ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କ ଆଶୀର୍ବାଦ...

ପୂଜାମଣ୍ଡପରେ ନେତା-ସେଲିବ୍ରିଟିଙ୍କ ଭିଡ଼: ମା’ଙ୍କୁ ଦର୍ଶନ କଲେ, ସେଲ୍‌ଫି ନେଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂଜାମଣ୍ଡପରେ ରାଜନେତା ଓ ସେଲିବ୍ରିଟିଙ୍କ ଭିଡ଼। ମଣ୍ଡପରୁ ମଣ୍ଡପ ବୁଲି ମା'ଙ୍କୁ ଦର୍ଶନ କରିଛନ୍ତି ନେତା ଏବଂ କଳାକାର। ନେତା-ସେଲିବ୍ରିଟିଙ୍କୁ ପାଖରେ ପାଇ ଲୋକେ ସେମାନଙ୍କ ସହ ସେଲ୍‌ଫି ନେବାକୁ ଭୁଲି...

ଶକ୍ତିପୀଠରେ ଦଶହରା: ଘଣ୍ଟ ଘଣ୍ଟାରେ ଦୁଲୁକିଲା ମନ୍ଦିର ପରିବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂଜାମଣ୍ଡପରେ ମହାମୟାୟୀଙ୍କ ମହାନବମୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ବିଭିନ୍ନ ଶକ୍ତି ପୀଠରେ ପାରମ୍ପରିକ ରୀତିନୀତିରେ ମା'ଙ୍କ ଦଶମୀ ପୂଜା ଅନୁଷ୍ଠିତ ହୋଇଛି। କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡି,...

କଟକ:୧୮୩୨ରେ ଆରମ୍ଭ ହୋଇଥିଲା ପ୍ରଥମ ସାର୍ବଜନୀନ ଦୁର୍ଗା ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ବିତୀୟ ସହର ଯେଉଁଠି ଏତେ ଆଡମ୍ବର ସହକାରେ ଦୂର୍ଗା ପୂଜା ପାଳିତ ହୋଇଥାଏ। ଇତିହାସ କହୁଛି, ୧୮୩୨...

ମହଙ୍ଗା ପଡ଼ିଲା ଓଡ଼ିଆ ଭାଷାର କଦର୍ଥ: ‘ପୂଜା’ ଜାଗାରେ ‘ପୂଜୋ’ ଲେଖି କ୍ଷମା ମାଗିଲା ‘ପିଟର ଇଂଲଣ୍ଡ’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆଙ୍କ ଭାବନାକୁ ପାଦରେ ଦଳି ଦେଉଛନ୍ତି ବଡ଼ ବଡ଼ କମ୍ପାନି। ଓଡ଼ିଶା ବଜାରକୁ ନବୁଝି ବିଜ୍ଞାପନ ମାଧ୍ୟମରେ ‘ପୂଜା’କୁ ‘ପୂଜୋ’ ବା ‘ରଜ’କୁ ‘ରାଜୋ’ ଲେଖି ୪ କୋଟି ଓଡ଼ିଆଙ୍କ ମାନସିକତାକୁ...

ଅଡ଼ୁଆରେ ଅଶୋକ: ବିଜେପୁର ଯୁଦ୍ଧ ପୂର୍ବରୁ ବରଗଡ଼ ବିଜେପିରେ ବିଦ୍ରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ ନିର୍ବାଚନ ଯୁଦ୍ଧ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପିରେ ବିଦ୍ରୋହର ବିଗୁଲ୍‌ ବାଜିଛି। ଏହି ବିଗୁଲ୍ ଫୁଙ୍କିଛନ୍ତି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେଲେ ଆମେ...

କଟକରୁ କାଠମାଣ୍ଡୁକୁ ସାଇକେଲ ଯାତ୍ରା: ଶାନ୍ତିର ବାର୍ତ୍ତା ବାଣ୍ଟିବେ ୮ ଜଣିଆ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ କଟକରୁ କାଠମାଣ୍ଡୁକୁ ସାଇକେଲ୍ ଯାତ୍ରା କରିଛନ୍ତି ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣିଆ ଟିମ୍। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ...

ସୋନପୁରରେ ଟ୍ରିପଲ ମର୍ଡର: ବାପା-ଝିଅ-ନାତୁଣୀଙ୍କୁ ନିର୍ମମ ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ପାରିବାରିକ କଳହ ନେଲା ଭୟାନକ ରୂପ। ପଡ଼ୋଶୀ ନେଲା ଗୋଟିଏ ପରିବାରର ୩ ଜୀବନ। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବେହେରାମାଳ ଗାଁରେ। ଗୁରୁବାର...

ପାଇଖାନା ଟାଙ୍କିରୁ ବ୍ରିଟିଶ ଅମଳର ଗୁଳି ଜବତ: ଗୁଳିକୁ ନେଇ ବଢ଼ୁଛି ସସ୍‌ପେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ଜଣେ ବାବୁଙ୍କ ଓ୍ବାଶିଂ ମେସିନ୍‌ରୁ ଟଙ୍କା, ସୁନା, ହୀରା ଜବତ ହେବା ଚର୍ଚ୍ଚା ନଥମୁଣୁ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ପାଇଖାନା ଟାଙ୍କିରୁ ବିପୁଳ ପରିମାଣର ଗୁଳିଗୋଳା ଜବତ କରାଯାଇଛି। ପୋଲିସ...