ତିନି ବର୍ଷରେ ଜଗା-କାଳିଆ: ଦିଲ୍ଲୀ ଏମ୍ସରେ ପାଳନ ହେଲା ଜନ୍ମଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ବର୍ଷରେ ପାଦ ଦେଇଛନ୍ତି କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଦିଲ୍ଲୀ ଏମ୍ସର କର୍ମଚାରୀଙ୍କ ସହ ମିଶି ଉଭୟ ଜନ୍ମଦିନ ପାଳିଛନ୍ତି। ନୂଆ ଜୀବନ ପାଇବା ପରେ ଉଭୟ ପ୍ରଥମ ଥର...
ରେଳବିଭାଗର ଦାୟିତ୍ଵହୀନତା: ବିନା ଇଞ୍ଜିନରେ ୧୩ କିମି ଗଡ଼ିଗଲା ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=0TrGLcPKgk8]
ଭାରତୀୟ ରେଳ ବିଭାଗର ଖାମ୍ଖିଆଲ ନୀତି ତଥା ଦାୟିତ୍ଵହୀନତା କାର୍ଯ୍ୟ କାହାକୁ ଅଛପା ନାହିଁ। କେତେବେଳେ ଟ୍ରେନ୍ ଦୁର୍ଘଟଣା ହେଲାଣି ତ ଆଉ କେତେବେଳେ ଟ୍ରେନ୍ରେ ଦିଆଯାଉଥିବା ଖାଦ୍ୟରେ ପୋକ...
ଆଜିର ବଡ଼ ଖବର(୯ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଆଇପିଏଲର ମ୍ୟାଚରେ ସୋମବାର ସନ୍ରାଇଜର୍ସ ହାଇଦ୍ରାବାଦ ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ୧୨୬ ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ଗୋଟିଏ ୱିକେଟ ହରାଇ ହାସଲ କରିଥିଲା। ହାଇଦ୍ରାବାଦ...
ଦଳିତଙ୍କ ପାଇଁ ରାହୁଲଙ୍କ ଦିନିକିଆ ଉପବାସ: ବିଜେପି କହିଲା ଏହା ଉପହାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଦଳିତଙ୍କ ବିରୋଧରେ ଅତ୍ୟାଚାର ପ୍ରସଙ୍ଗକୁ ନେଇ ସୋମବାରଦିନ କଂଗ୍ରେସ ଦେଶବ୍ୟାପି ଗୋଟିଏ ଦିନ ପାଇଁ ଉପବାସ ଓ ଧାରଣାରେ ବସିଛି।
୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ...
ଅଧ୍ୟାପକଙ୍କୁ ନାଲିଆଖି, ଖାତା ନଦେଖିଲେ ଏତଲା ଦେବେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଦୋଳନରତ ଅଧ୍ୟାପକଙ୍କ ପ୍ରତି କଠୋର ହୋଇଛନ୍ତି ସରକାର। +୨ ଖାତା ଦେଖାରେ ସହଯୋଗ ନକଲେ ସରକାର ଏତଲା ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ହେଲେ ସରକାରଙ୍କ ନାଲିଆଖିକୁ ଡରି ନାହାନ୍ତି ଅଧ୍ୟାପକ।
+୨...
ଭୁବନେଶ୍ୱରରେ ଖୋଲିଲା ଦୁଇଟି ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସା କେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଲୋକାର୍ପଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ
କଳ୍ପନା ଏବଂ ବ୍ରହ୍ମେଶ୍ୱରପାଟଣାରେ ଖୋଲିଲା ଏହି ଚିକିତ୍ସା କେନ୍ଦ୍ର
ଖୁବଶିଘ୍ର ଅନ୍ଲାଇନ୍ ପ୍ରେସକ୍ରିପ୍ସନ ବ୍ୟବସ୍ଥା
ରୋଗୀଙ୍କୁ ମାଗଣାରେ ମିଳିବ ଔଷଧ-ଚଷମା
ବିଶ୍ୱ ସ୍ୱାସ୍ଥ୍ୟ...
ତେଲ ଟାଙ୍କିରେ ବିଜେଡି ନିଆଁ: ବିଜେପି କହିଲା, “ଧର୍ମେନ୍ଦ୍ରଙ୍କୁ ବିରୋଧ ପାଇଁ ଏହା ଡ୍ରାମା”
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=McVcgTsVgwI]
ପୁଣି ପେଟ୍ରୋଲ ତାତି। ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ରାଜ୍ୟ ସାରା ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିଜେଡି ପ୍ରତିବାଦ କରିଛି। ବିଜେପି ଏହାକୁ ଡ୍ରାମା କହି ସମାଲୋଚନା କରିଛି।
ପେଟ୍ରୋଲ ମୂଲ୍ୟ...
ସଲମାନଙ୍କୁ ମିଳିଲା ବେଲ୍: ଜାଣନ୍ତୁ ଭୁବନେଶ୍ୱରରେ କ’ଣ କହୁଛନ୍ତି ଫ୍ୟାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=O76-3HKVjtY]
ବଲିଉଡ ସୁପର ଷ୍ଟାର ସଲମାନ୍ ଖାନ୍ଙ୍କୁ ମିଳିଛି ଜାମିନ୍। ଜାମିନ୍ ପାଇବା ପରେ ଯୋଧପୁର ସେଣ୍ଟ୍ରାଲ ଜେଲ୍ରୁ ମୁମ୍ବାଇ ଫେରି ଆସିଛନ୍ତି ଦବଙ୍ଗ ଷ୍ଟାର। ଏହାକୁ ନେଇ ସାରା ଦେଶରେ...
ଅନଲାଇନ ଖବର ପାଇଁ ନିୟମ ତିଆରି କରିବ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ବିଜ୍ଞପ୍ତି
ଗଠନ ହେଲା ୧୦ ଜଣିଆ କମିଟି
କମିଟିରେ ସୂଚନା, ଗୃହ ଓ ଇଲେକଟ୍ରୋନିକ୍ସ ମନ୍ତ୍ରାଳୟର ପ୍ରତିନିଧି ରହିବେ
ପ୍ରେସ କାଉନସିଲ, ନ୍ୟୁଜ୍ ବ୍ରଡକାଷ୍ଟର ଆସୋସିଏସନ, ଇଣ୍ଡିଆନ...
ତୈଳଦର ବୃଦ୍ଧି ପ୍ରତିବାଦ: ପେଟ୍ରୋଲ ପମ୍ପ ଆଗରେ ବିଜେଡିର ଶାନ୍ତିପୂର୍ଣ୍ଣ ବିକ୍ଷୋଭ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=McVcgTsVgwI]
ତୈଳଦର ବୃଦ୍ଧି ପ୍ରତିବାଦରେ ଶନିବାରଦିନ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ନିକଟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ...




















