ଓଇଆରସିର ଘୋଷଣା: ବଢ଼ିବନି ବିଜୁଳି ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ରାଜ୍ୟରେ ବଢ଼ିବ ନାହିଁ ବିଜୁଳି ଦର। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ...

ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୨.୬୮ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହୋଇଛି ସଂଗ୍ରହାଳୟ ସଂଗ୍ରହାଳୟରେ ରହିଛି ୧୦୦ ବର୍ଷର ପୁରୁଣା ସାମଗ୍ରୀ ଟେରାକୋଟା ଏବଂ ପାରମ୍ପରିକ ପଟ୍ଟଚିତ୍ର ବି ଏଠାରେ ସ୍ଥାନ ପାଇଛି ଓଡ଼ିଶାର ସମୃଦ୍ଧ...

ମାର୍ଚ୍ଚ୨୬ରେ ଖୋଲିବ ରତ୍ନଭଣ୍ଡାର, ସ୍ଥିତି ଅନୁଧ୍ୟାନ କରିବ ପ୍ରତ୍ନତତ୍ତ୍ୱ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମାର୍ଚ୍ଚ ୨୬ରେ ଖୋଲିବ ରତ୍ନଭଣ୍ଡାର ୨୬ ଓ ୨୭ ତାରିଖ ଦୁଇଦିନ ଧରି ସ୍ଥିତି ଅନୁଧ୍ୟାନ କରିବ ଏଏସ୍‌ଆଇ ଆବଶ୍ୟକ ପଡ଼ିଲେ ହେବ...

ଋଷି ମୃତ୍ୟୁ ମାମଲା: ମୋବାଇଲରୁ କୌଣସି ସୁରାଗ ମିଳିଲା ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ପୋଲିସ ରିପୋର୍ଟ ଦାଖଲ ଋଷିର ମୋବାଇଲ କୌଣସି ସୁରାଗ ମିଳିଲା ନାହିଁ ଋଷି ମୃତ୍ୟୁ ମଦ୍ୟପାନ ସହ ନିଶାଦ୍ରବ ସେବନ ଯୋଗୁଁ ହୋଇଥିବା ପୋଲିସ ରିପୋର୍ଟରେ...

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ବଲାଙ୍ଗିର ଗଲା କ୍ରାଇମବ୍ରାଞ୍ଚ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବା ପାଇଁ ବଲାଙ୍ଗିର ଯାଇଛି କ୍ରାଇମବ୍ରାଞ୍ଚ ଟିମ୍‌। ପୀଡ଼ିତାଙ୍କ ବୟାନ ପରେ ତତ୍ପରତା ଦେଖାଇଛି କ୍ରାଇମବ୍ରାଞ୍ଚ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଭିନ୍ନ...

ପାଣି ସମ୍ପର୍କିତ ଏକ ଚମତ୍କାର ପୁସ୍ତକ

ଭାସ୍କର ପରିଛା   ପାଣି ଏବେ କେବଳ ସରକାରୀ ସ୍ତରରେ ବା କୋର୍ଟ କଚେରୀରେ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିନାହିଁ, ସାଧାରଣ ଲୋକମାନେ ମଧ୍ୟ ଏହାର ଗୁରୁତ୍ୱକୁ ବୁଝିବା ଆରମ୍ଭ କଲେଣି। ଆଜି (ମାର୍ଚ୍ଚ ୨୨)ତାରିଖ...

ଖୋଲିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀଜିଉଙ୍କ ରତ୍ନଭଣ୍ଡାର ସବୁବେଳେ ରହସ୍ୟମୟ ହୋଇ ରହି ଆସିଛି। ଏହି ଭଣ୍ଡାରରେ କ'ଣ ଏବଂ କେତେ ପରିମାଣର ଅଳଙ୍କାର ରହିଛି ତାହା ସମସ୍ତଙ୍କ ପାଇଁ ଅଜଣା ହୋଇ ରହିଛି। ଏବେ ଏହି...

ରାଜ୍ୟପାଳ ଭାବେ ଶପଥ ନେଲେ ସତ୍ୟପାଲ ମଲ୍ଲିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ରାଜ୍ୟପାଳ ବୁଧବାର ଭାବେ ଶପଥ ଗ୍ରହଣ କରିଛନ୍ତି ସତ୍ୟପାଲ ମଲ୍ଲିକ। ରାଜଭବନରେ ହାଇକୋର୍ଟ ମୁଖ୍ୟ ବିଚାରପତି ବିନିଥ୍ ସରନ୍ ତାଙ୍କୁ ସତ୍ୟପାଠ କରାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବିଜେଡି-ଓଟିଭି ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତାନ୍ତ୍ରିକ ଦଳ ଏବଂ ଗଣମାଧ୍ୟମ କିପରି ମୁହାଁମୁହିଁ ହୁଅନ୍ତି ତାର ଏକ ସ୍ପଷ୍ଟ ଚିତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି। ଓଡ଼ିଶାର ଏକ ପ୍ରମୁଖ ରାଜନୈତିକ ଦଳ ବିଜେଡି ଏବଂ...

ମାର୍ଚ୍ଚ ୩୧ରୁ ଓଡ଼ିଶାପୋଷ୍ଟର କୁଇଜ୍ ମହାକୁମ୍ଭ ମେଟେଲ୍ ମିଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=aiR_0pmTdl4] ମାର୍ଚ୍ଚ ୩୧ରୁ ଓଡ଼ିଶାପୋଷ୍ଟ ମେଟେଲ୍‌ ମିଟର ତୃତୀୟ ସଂସ୍କରଣ ସିନିଅର ଏବଂ ଜୁନିଅର ବିଭାଗରେ ହେବ କୁଇଜ୍‌ ପ୍ରତିଯୋଗିତା ପ୍ରତିଯୋଗୀଙ୍କ ମଧ୍ୟରେ ଚାଲିବ ଘମାଘୋଟ ଲଢ଼େଇ ପ୍ରିଲିମ୍ସରେ ଭାଗ...