ବଜେଟକୁ ନେଇ କିଏ କ’ଣ କହିଲେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ ହେବା ପରେ ବିଭିନ୍ନ ମହଲରେ ପ୍ରକାଶ ପାଇଛି ପ୍ରତିକ୍ରିୟା। ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟକୁ ସ୍ୱାଗତ କରିଥିବା ବେଳେ ବିରୋଧୀ...

ବଜେଟରେ କ୍ରୀଡ଼ା ବିକାଶ ଉପରେ ଫୋକସ୍, ପୁରୁଷ ହକି ବିଶ୍ୱକପ୍ ପାଇଁ ୧୨୫ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ବଜେଟରେ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ୨୦୧୮ ନଭେମ୍ବରରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୦୧୮ ନଭେମ୍ବରରେ କଳିଙ୍ଗ...

ମାଟ୍ରିକ ପରେ +୨: ସରକାରଙ୍କୁ ଘାରିଛି ଖାତା ଦେଖା ଚିନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରଙ୍କୁ ଏବେ ଖାତାଦେଖା ଚିନ୍ତା ଘାରିଛି। ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କରିବା ପାଇଁ ଶିକ୍ଷକମାନେ ମନା କରିବା ପରେ ଏବେ +୨ ଅଧ୍ୟାପକମାନେ ସେହି ରାସ୍ତାରେ ପାଦ ଦେଇଛନ୍ତି।...

ଫେବ୍ରୁଆରି ୨୩ରୁ ମାର୍ଚ୍ଚ ୨୩: ଖୋଲିଲାନି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ରହସ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଟଣାଗଡ଼ରେ ନବବିବାହିତଙ୍କ ସୁନାର ସଂସାରକୁ ଉଜାଡ଼ି ଦେଲା ପାର୍ସଲ ବୋମା। ଏହି ଘଟଣାକୁ ମାସେ ପୂରିଥିଲେ ବି ପୋଲିସ ଏହାର ଖିଅ ପାଉନି। ମାସେ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦିଆଯାଇଛି।...

୧ ଲକ୍ଷ ୨୦ ହଜାର ୨୮ କୋଟିର ବଜେଟ୍: ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଲା କେତେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍। ଚଳିତ ବଜେଟ୍‌ର ପରିମାଣ ରହିଛି ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା। ୨୦୧୯ ସାଧାରଣ ନିର୍ବାଚନ...

୧୬ ହଜାର ୭୬୫ କୋଟିର ସ୍ୱତନ୍ତ୍ର କୃଷି ବଜେଟ୍: ଜଳସେଚନକୁ ଗୁରୁତ୍ୱ ଦେଲେ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ୮ଟି ମେଗା ଜଳସେଚନ ପ୍ରକଳ୍ପ ପାଇଁ ୨୬୨୯ କୋଟି ଟଙ୍କା ବ୍ୟୟବରାଦ ଉଦ୍ୟାନ କୃଷିର ବିକାଶ ପାଇଁ ୧୦୪ କୋଟି ମୃତ୍ତିକା...

ସୁବାସ ଦାସଙ୍କ କଣ୍ଠରେ ସଚ୍ଚି ରାଉତରାୟଙ୍କ ଛୋଟ ମୋର ଗାଁଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=wssdGTn_Kog] ‘ଛୋଟ ମୋର ଗାଁ’ଟି ଗୀତଟି ପ୍ରଖ୍ୟାତ କବି ସଚ୍ଚି ରାଉତରାୟଙ୍କର ଏକ ଅନବଦ୍ୟ ଏବଂ ଅଭୁଲା ସୃଷ୍ଟି । ଦେଶବିଦେଶରେ ଥିବା ଓଡ଼ିଆଙ୍କ ପ୍ରାଣରେ ଆଜିବି ଏହା ବେଶ୍ ଆବେଗ...

ବିଧାନସଭାରେ ଟାମାଟୋ ତାତି: ଗୃହରେ ହଙ୍ଗାମା କଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭାର ବିରୋଧୀଙ୍କ ହୋହଲ୍ଲା। ଶୂନ୍ୟକାଳରେ ଉଠିଛି ଟମାଟୋ ଅଭାବୀ ବିକ୍ରି ପ୍ରସଙ୍ଗ। ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖାଯାଇଛି। ଟମାଟୋର ଅଭାବି ବିକ୍ରିକୁ ନେଇ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ।...

ଶୁକ୍ରବାର ରାଜ୍ୟ ବଜେଟ୍: ଚାଷ-ଜଳସେଚନ-ଗ୍ରାମୀଣ ବିକାଶକୁ ମିଳିପାରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଶୁକ୍ରବାର ଅଉପସ୍ଥାପିତ କରିବେ ବଜେଟ୍। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ବଜେଟ୍‌ରେ ସବୁ ବର୍ଗର ଲୋକଙ୍କୁ ଅଗ୍ରାଧିକାର ଦେବେ ବୋଲି ଆଶା...

ଓଇଆରସିର ଘୋଷଣା: ବଢ଼ିବନି ବିଜୁଳି ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ରାଜ୍ୟରେ ବଢ଼ିବ ନାହିଁ ବିଜୁଳି ଦର। ଏ ସମ୍ପର୍କରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ...