ଆଜିଠୁ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରିବେ ଶିକ୍ଷା ସହାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିକ୍ଷା ସହା଼ୟକ
୪ଟି ଦାବି ମାନିଲେ ରାଜ୍ୟ ସରକାର
ବଦଳିଲା ଶିକ୍ଷା ସହାୟକଙ୍କ ନାଁ
ସପ୍ତମ ବେତନ କମିସନଙ୍କ ସୁପାରିଶ ଅନୁଯାୟୀ ରାଜ୍ୟ...
ବାଲେଶ୍ୱର ଜିଲ୍ଲାରେ ପ୍ରତିଷ୍ଠା ହେବ ‘ସେଣ୍ଟର୍ ଅଫ୍ ଏକ୍ସଲେନ୍ସ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବୈଷୟିକ ବିପ୍ଳବ ଆଣିବା ପାଇଁ ସାଂସଦ ରବିନ୍ଦ୍ର କୁମାର ଜେନା ଇସ୍ରାଏଲର ରାଷ୍ଟ୍ରଦୂତ ଡାନିଏଲ କାରମନଙ୍କ ସହିତ ନୂଆଦିଲ୍ଲୀରେ ଆଲୋଚନା କରିଛନ୍ତି। ଉଭୟ ଦେଶ ପକ୍ଷରୁ ଚାଷ...
ପ୍ରସାଦଙ୍କୁ ନେଇ କଂଗ୍ରେସରେ ବଢ଼ିଲା କଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସଭାପତିଙ୍କୁ ନେଇ ପୁଣି ଅଡ଼ୁଆ ବଢ଼ିଛି। କଂଗ୍ରେସ ନେତା ଶରତ ରାଉତ ରବିବାର ଯେଉଁ ପ୍ରଶ୍ନ କରିଥିଲେ ସୋମବାର ତାରା ପ୍ରସାଦ ବାହିନୀପତି ସମାନ ପ୍ରଶ୍ନ ପଚାରି କନ୍ଦଳକୁ ତୀବ୍ର...
ରାଜଧାନୀରେ ଗର୍ଜିଲେ ଶିକ୍ଷା ସହାୟକ, ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଏକାଠି ହୋଇଛନ୍ତି ୫୮ ହଜାର ସ୍କୁଲର ଶିକ୍ଷା ସହାୟକ। ସମୂହ ଛୁଟିରେ ଆସି ରାଜଧାନୀରେ ହକ୍ ପାଇଁ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନହେଲେ ସ୍କୁଲର ବାର୍ଷିକ...
କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍ ଦାଗ ନାହିଁ: କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତାରୁ ଆସିଲା ଫୋରେନସିକ୍ ଲ୍ୟାବ ରିପୋର୍ଟ
ରିପୋର୍ଟ ଆଧାରରେ ବିବୃତି ଦେଲା କ୍ରାଇମବ୍ରାଞ୍ଚ
ପୀଡ଼ିତାଙ୍କ ପୋଷାକରେ କୌଣସି ସିମେନ୍ ଦାଗ ନାହିଁ: କ୍ରାଇମବ୍ରାଞ୍ଚ ଏସ୍ପି
କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍ ଦାଗ...
ବିଜେପୁର ଭୋଟରଙ୍କୁ ଧନ୍ୟବାଦ ଦେଲେ ନବୀନ: କହିଲେ, “ବିକାଶର ରାସ୍ତା ବାଛିଛନ୍ତି ବିଜେପୁରବାସୀ”
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ପ୍ରାର୍ଥୀଙ୍କୁ ବିଜେପୁର ଭୋଟର ବିପୁଳ ଭୋଟରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଦେଇଛନ୍ତି ଧନ୍ୟବାଦ।
ବିଜେପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ସପକ୍ଷରେ ବିଜେପୁରବାସୀ...
ଗଠନ ହେଲା ମହାନଦୀ ଟ୍ରିବ୍ୟୁନାଲ୍, ପ୍ରକାଶ ପାଇଲା ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଛି ମହାନଦୀ ଟ୍ରିବ୍ୟୁନାଲ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ସୁପ୍ରିମକୋର୍ଟ ବିଚାରପତି ଏ ଏନ୍ ଖନୱିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ ହୋଇଛି।
ମହାନଦୀ ଟ୍ରିବ୍ୟୁନାଲ...
ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍ ୱେକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା-ଝାରସୁଗୁଡ଼ା-ସମ୍ବଲପୁରବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା-ସମ୍ବଲପୁର ଏକ୍ସପ୍ରେସ୍ ୱେକୁ ଲୋକାର୍ପଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଯାଇଛନ୍ତି। ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ...
ନୀଳ ଆକାଶକୁ ଭେଦିଛନ୍ତି ସେଲବି ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଳ୍ପନା ଚାୱାଲାଙ୍କ ଭଳି ନୀଳ ଆକାଶର ନୀଳିମାକୁ ଭେଦିବାର ଆସ୍ପର୍ଦ୍ଧା ରହିଛି ତାଙ୍କ ଆତ୍ମବିଶ୍ୱାସରେ । ବୟସ ମାତ୍ର ୨୬ । ହେଲେ ବି କଥା ତାଙ୍କର ଆକାଶଚୁମ୍ଭୀ । ନିଜର...
ନିୟନ୍ ସେଡର ରାଣୀ ମନିଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ମନିଷା ମଲ୍ଲିକ। ଡିସ୍କ ଜକି ଦୁନିଆରେ ଏକ ଜଣାଶୁଣା ନାଁ।୨୭ବର୍ଷୀୟା ମନିଷା ହେଉଛନ୍ତି ଓଡ଼ିଶାର ଦ ୱାନ ଆଣ୍ଡ୍ ଓନ୍ଲି ଲେଡି ଡିସ୍କ ଜକି।
ଯାହାଙ୍କ ଡିଜେ ଧୂନରେ ମତୁଆଲା ହୁଅନ୍ତି ଯୁବପିଢ଼ି । ପାଦରେ ପାଦ ମିଶାଇ ନାଚନ୍ତି ବିଳମ୍ବିତ ରାତି ଯାଏଁ । ସେ ରଙ୍ଗବତୀ ହେଉ କି ସାଥୀ ଆଜି ମିଳିଗଲା…ଅଥବା...




















