ବିଜେପିର ଗତି କୁଆଡେ?

ଓଡ଼ିଶାଲାଇଭ୍‍ ବ୍ୟୁରୋ ୨୦୧୭ ଜାନୁଆରୀ ମାସରେ ଯେତେବେଳେ ପଞ୍ଚାୟତ ନିର୍ବାଚନ ଫଳ ପ୍ରକାଶ ପାଇଲା ଓଡ଼ିଶାର ବିଜେପି ନେତାମାନେ କହିବା ଆରମ୍ଭ କଲେ ଯେ ଓଡ଼ିଶାରେ ବିଜେଡିର ସମୟ ଶେଷ ହୋଇ ଆସିଲାଣି। ଏହି...

ଦିଲ୍ଲୀ ଏମ୍ସରୁ ଜଗାକାଳିଆଙ୍କୁ ଓଡ଼ିଶା ଆଣିବାକୁ ଚାହୁଁନାହାନ୍ତି ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଗାକାଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ଚାହୁଁନାହାନ୍ତି ପରିବାର ଲୋକ। ଅଧିକ ୨ମାସ ଏମ୍ସରେ ରଖିବାକୁ ଚାହୁଁଥିବା କହିଲେ ବାପା। ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାଁନ୍ତି ଜଗାକାଳିଆଙ୍କ ବାପାମାଆ। କାଳିଆ ସମ୍ପୂର୍ଣ୍ଣ...

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି: ପୂର୍ବତନ ପ୍ରେମିକାକୁ ଛୁରି ଭୂଷିଲା ପ୍ରେମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ କାଣ୍ଡ। ଧୋକା ବରଦାସ୍ତ କରିନପାରି ପ୍ରେମିକାକୁ ଛୁରି ଭୂଷି ହତ୍ୟା ଉଦ୍ୟମ କରିଛି ପୂର୍ବତନ ପ୍ରେମିକ। ତ୍ରିକୋଣୀୟ ପ୍ରେମର କରୁଣ ପରିସ୍ଥିତି। ପ୍ରେମିକାକୁ ଅନ୍ୟଜଣେ ପୁରୁଷଙ୍କ ସହ...

ଇସ୍ତଫା ଗ୍ରହଣ କଲେନି ରାହୁଲ :୨୦୧୯ ପର୍ଯ୍ୟନ୍ତ ପିସିସି ସଭାପତି ରହିବେ ପ୍ରସାଦ ହରିଚନ୍ଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ ସଭାପତି ଦାୟିତ୍ଵରେ ରହିବେ ପ୍ରସାଦ ହରିଚନ୍ଦନ। ନିର୍ବାଚନ ଆଉ ଅଳ୍ପ ଦିନ ବାକିଥିବାରୁ ପିସିସିରେ କୌଣସି ପରିବର୍ତ୍ତନ ହେବ ନାହିଁ। ପିସିସି ସଭାପତି ପରିବର୍ତ୍ତନକୁ ନେଇ ଗତ...

ମହିଳାଙ୍କ ବିକାଶ ପାଇଁ କାମ କରିବି: ଓଏଏସ୍ ଟପର୍ ଚିନ୍ମୟୀ ଚେତନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରକାଶ ପାଇଛି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ -୨୦୧୬। ଏହି ପରୀକ୍ଷାରେ ୧୪୫ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଚିନ୍ନୟୀ ଚେତନା ଦାଶ ଟପ୍ପର ହୋଇଛନ୍ତି। ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା-୨୦୧୬ର ଚୂଡ଼ାନ୍ତ...

ମାର୍ଚ୍ଚ ୧୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୭ ତାରିଖ ପୂର୍ବାହ୍ନ ୧୦ଟା୪୫ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ୧୧ଟା୫୫ରେ କଟକରେ ନେତାଜି ମ୍ୟୁଜିୟମ ପରିଦର୍ଶନ କରିବେ। ଅପରାହ୍ଣ ୧ଟାରେ...

ଜିଲ୍ଲା ଲୋକକଳା ମହୋତ୍ସବ ଉଦଯାପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ବାଲେଶ୍ୱର ସହରସ୍ଥିତ ଗାନ୍ଧି ସ୍ମୃତି ଭବନଠାରେ ଆୟୋଜିତ ଦୁଇଦିନିଆ ଜିଲ୍ଲା ଲୋକକଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ଅପରାହ୍ଣରେ ଆୟୋଜିତ ଏହି ସଭାରେ ଜିଲ୍ଲା ପରିଷଦର ସଭାପତି ନିବେଦିତା ମହାନ୍ତି ମୁଖ୍ୟ...

ପୁସ୍ତକ ‘ସମ୍ବାଦ ପ୍ରସଙ୍ଗ-୨’: ଗଣମାଧ୍ୟମର ଆମୂଳାନ୍ତ ବିଭବ

 ସୌମ୍ୟ ରଞ୍ଜନ ବିହାରା ଦିନକୁ ଦିନ ଗଣମାଧ୍ୟମର ପରିସର ବ୍ୟାପକ ହେବାରେ ଲାଗିଛି। ଏହାର ପ୍ରଭାବ ମଧ୍ୟ ଜନଜୀବନ ଉପରେ ଦେଖିବାକୁ ମିଳୁଛି। ଏସବୁ ଦୃଷ୍ଟିରୁ ଗଣମାଧ୍ୟମର ବିଶ୍ଳେଷଣ ଜରୁରି ହୋଇପଡ଼ିଛି। ଏହାକୁ ଆଖି...

ଜନଜାତିଙ୍କ ବିକାଶ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୯ଟି ଜିଲ୍ଲାର ୧୧୭ ବ୍ଲକକୁ ନେଇ ପରିଷଦ ଗଠିତ ପରିଷଦରେ ୧୪ ଲକ୍ଷ ଜନଜାତି ପରିବାର ସାମିଲ ପରିଷଦ ଅଧ୍ୟକ୍ଷଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ସମ୍ମାନ ମିଳିବ ଜନଜାତି ସମ୍ପ୍ରଦାୟର ବିକାଶ...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସକାଳ ୬ଟା୩୦ରୁ ସାଢ଼େ ୧୦ଟା ଯାଏଁ ଚାଲିବ ସ୍କୁଲ ମାର୍ଚ୍ଚ ୩୧ ସୁଦ୍ଧା ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ମେ ୪ରୁ ଗ୍ରୀଷ୍ମ ଅବକାଶ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର...