ବିଜେପୁରରେ ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେଡି: ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାସକ ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି। ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତିନିଧିମାନେ ସ୍ୱଂୟ...

ଟିଭି ଚ୍ୟାନେଲରେ ପେଡ୍ ନ୍ୟୁଜ୍ ଅଭିଯୋଗକୁ ନେଇ ରାଜନୀତିକ ଝଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଟିଭି ନିରପେକ୍ଷତା ଉପରେ ବିଜେଡି ଉଠାଇଲା ପ୍ରଶ୍ନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ବିଜେପୁର ଉପ-ନିର୍ବାଚନରେ ନିରପେକ୍ଷତା ରହୁନି: ବିଜେଡି ଓଟିଭି ରଖିଲା ସ୍ପଷ୍ଟୀକରଣ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନେଇ...

ପାଣ୍ଡିଆନ୍ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଅଫିସର ସଂଘ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିବା ଆଇଏଏସ୍ ଅଫିସର ସଂଘ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ...

ଭୁବନେଶ୍ୱର ପାୱାର ହାଉସ୍ ଛକରେ ଦବିଗଲା ରାସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫଶିଗଲା କଲେଜ ବସ୍‌ କୌଣସି ଅଘଟଣ ଘଟିନି ପ୍ରାୟ ୨ ଘଣ୍ଟା ଧରି ଟ୍ରାଫିକ ଜାମ୍ ସ୍ୱେରେଜ ଲାଇନ୍ ଫାଟିଯିବା ଯୋଗୁଁ ଧସିଲା ରାସ୍ତା ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପାୱାର ହାଉସ୍...

ଶେଷ ହେଲା ଧଉଳି-କଳିଙ୍ଗ ମହୋତ୍ସବ: କଥକ-କୁଚିପୁଡି ନୃତ୍ୟରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହୋଇଛି ୧୪ତମ ଧଉଳି-କଳିଙ୍ଗ ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉଦ୍‍ଯାପନୀ ଉତ୍ସବରେ କଥକ, କୁଚିପୁଡି,...

ଓଟିଭି ବିରୋଧରେ ବିଜେଡିର ଅଭିଯୋଗ: ବିଜେପିକୁ ସୁହାଇଲା ଭଳି ଖବର ପ୍ରସାରଣ କରୁଛି ଓଟିଭି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ପ୍ରାର୍ଥୀଙ୍କୁ ସୁହାଇଲା ଭଳି ଖବର ପ୍ରସାରଣ କରୁଛି ଓଟିଭି। ମୈଦାନ୍‌ରେ ବହୁତ୍‌ ପ୍ରାର୍ଥୀ ଅଛନ୍ତି, କେବଳ ବିଜେପି ପ୍ରାର୍ଥୀଙ୍କ ପାଇଁ ଖବର ପ୍ରସାରଣ କରୁଛି ଓଟିଭି ବୋଲି ଅଭିଯୋଗ ଆଣିଛି...

ପଦ୍ମ ଧରିଲେ ଅଭିନେତ୍ରୀ ମହାଶ୍ୱେତା ରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ଼ ଅଭିନେତ୍ରୀ ମହାଶ୍ୱେତା ରାୟ ରାଜନୀତିରେ ପାଦ ଦେଇଛନ୍ତି। ଅନେକ ଫିଲ୍ମରେ ଲୋକପ୍ରିୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିବା ପରେ ରାଜନୀତିରେ ବି ଭୋଟରଙ୍କୁ ଆକର୍ଷିତ କରିବାକୁ ଯାଉଛନ୍ତି ମହାଶ୍ୱେତା। ବିଜେପୁର...

ନୀରବତା ଭାଙ୍ଗିଲେ ଓଲିଉଡ୍ ନାୟିକା- ରୀୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ ନାୟିକା ରୀୟା ଦେ ବହୁଦିନ ପରେ ପୁଣି ପରଦା ଉପରେ ନଜର ଆସିବାକୁ ଯାଉଛନ୍ତି। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ଯୋଉଠି ଥିଲେ ବି ତୁ ମୋର' ସିନେମାର ସୁଟିଂ ଆରମ୍ଭ...

ଫେବ୍ରୁଆରି ୧୪ ଯାଏଁ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଆଭ୍ୟନ୍ତରୀଣ ଏବଂ ପଶ୍ଚିମାଞ୍ଚଳରେ ରବିବାର ରାତିରୁ ହୋଇପାରେ ବର୍ଷା। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁରୁଚାପ ଓ ଟ୍ରାପ୍‌ଲାଇନ୍ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖ...

ବିଜେପୁର ଉପ-ନିର୍ବାଚନ: ପ୍ରଚାରକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି। ବିଜେପୁରବାସୀ ବିଜେପିକୁ ଭୋଟ ଦେବେ ବୋଲି ଧର୍ମେନ୍ଦ୍ର...