କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ପାଇଲେ ‘ଜୟଦେବ’ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ରଙ୍ଗାରଙ୍ଗ ପରିବେଶରେ ଆୟୋଜିତ ହୋଇଛି ୨୮ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଭୁବନେଶ୍ବର ଉତ୍କଳ ମଣ୍ଡପରେ ଆୟୋଜିତ ଉତ୍ସବରେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ସମ୍ମାନଜନକ ‘ଜୟଦେବ’ ପୁରସ୍କାର ମିଳିଛି। ଓଡ଼ିଆ ଚଳଚ୍ଚିତ୍ର...

ନାୟିକାରୁ ଖଳନାୟିକା ସାଜିଲେ ପ୍ରକୃତି

ଓଡ଼ିଶାଲାଇଭ୍‍ ବ୍ୟୁରୋ ଟେଲିଭିଜନରେ ପ୍ରସାରିତ ମେଗା ସିରିଅଲ୍‌ରେ ସଫଳତା ପଛରେ ଖଳନାୟିକା ଅଥବା 'ଭ୍ୟାମ୍ପ' ଚରିତ୍ରର ଅବଦାନ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ନକରାତ୍ମକ ଚରିତ୍ରରେ ନିଜର ଅଭିନୟର ପରାକାଷ୍ଠା ପ୍ରମାଣିତ କରି ଅନେକ କଳାକାର ଲୋକପ୍ରିୟତା...

ଦର୍ଶକ-କଳାକାରଙ୍କ ମଧ୍ୟରେ ନିଆରା ସମ୍ପର୍କ ଯୋଡ଼ିଥାଏ ଧନୁଯାତ୍ରା

ଅଶୋକ ବହିଦାର ଅନେକ ନାଟକୀୟ ଘଟଣାବଳିକୁ ନେଇ ବରଗଡ଼ ଧନୁଯାତ୍ରା ୧୧ ଦିନ ଧରି ଅଭିନୀତ ହୁଏ। ଖୋଲା ଆକାଶ ତଳେ ଭିନ୍ନ ଭିନ୍ନ ମଞ୍ଚରେ ଧାରାବାହିକ ଭାବେ ଚାଲିଥାଏ ନାଟକ। ସିଧାସଳଖ ସମ୍ପର୍କ...

ଗୁଜୁରାଟରେ ମିଶନ୍-୧୫୦ ଫେଲ୍, ଏବେ ମିଶନ୍-୧୨୦ ଉପରେ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମିଶନ୍-୧୫୦ ଫେଲ୍ ମାରିବା ପରେ ଏବେ ଓଡ଼ିଶା ଉପରେ ସମସ୍ତଙ୍କ ନଜର। ଓଡ଼ିଶାରେ ଶାହା ମିଶନ୍-୧୨୦ର ଟାର୍ଗେଟ ଦେଇଛନ୍ତି। ମୋଦି-ଶାହାଙ୍କ ଗଡ଼ରେ ଯଦି...

ଲୋକ ଉତ୍ସବରେ ପରିଣତ ହୋଇଛି ବରଗଡ଼ ଧନୁଯାତ୍ରା

ଅଶୋକ ବହିଦାର ବରଗଡ଼ ସହର ଓ ଅମ୍ବାପାଲି ଗାଁରେ ସୀମିତ ହୋଇ ରହିନାହିଁ ଧନୁଯାତ୍ରା। ବରଗଡ଼ ଜିଲ୍ଲାରେ ଏହା ଲୋକ ଉତ୍ସବରେ ପରିଣତ ହୋଇଛି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନ୍ୟ ସ୍ଥାନର ଧନୁଯାତ୍ରା ପାଇଁ...

ନାଲକୋର ସ୍ୱଚ୍ଛତା ପକ୍ଷ ପାଳନ: ସ୍ୱଚ୍ଛତା ଲାଗି ଶପଥ ନେଲେ ଅତିଥି-ଅଂଶଗ୍ରହଣକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱଚ୍ଛତା ଉପରେ ସଚେତନତା ପକ୍ଷ ପାଳନ ସଫେଇ, ବୃକ୍ଷରୋପଣ, ସ୍ୱଚ୍ଛତା ଲାଗି ଶପଥ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପାଇକ ବିଦ୍ରୋହ ଉପରେ ୱାଲ ପେଣ୍ଟିଂ ନବରତ୍ନ ଆଲୁମିନିୟମ୍ କମ୍ପାନି ନାଲକୋ ପକ୍ଷରୁ...

ଧନୁଯାତ୍ରାରେ କିଣାବିକା: ଅପେକ୍ଷାରେ ରହିଥାନ୍ତି ବ୍ୟବସାୟୀ-ଗ୍ରାହକ

ଅଶୋକ ବହିଦାର ବରଗଡ଼ ଧନୁଯାତ୍ରାରେ କେବଳ କଳାକାରମାନେ ଉପକୃତ ହୁଅନ୍ତି ନାହିଁ, ବରଗଡ଼ ସହରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ। ରାସ୍ତା କଡ଼ର ଛୋଟ ଦୋକାନୀଙ୍କଠାରୁ ଆରମ୍ଭ କରି ବଡ଼ ବ୍ୟବସାୟୀମାନେ ଧନୁଯାତ୍ରାରେ ଭଲ...

ନାଲକୋ ପକ୍ଷରୁ ସ୍ୱଚ୍ଛତା ପକ୍ଷ ଆରମ୍ଭ, ମହିଳା ବୁଣାକାରଙ୍କୁ ଦିଆଗଲା ଚରଖା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଲ୍‌କୋ ପକ୍ଷରୁ ସ୍ୱଚ୍ଛତା ପକ୍ଷ ଆରମ୍ଭ ହୋଇଛି। ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁରର ନାରକୋଲି ଗୋରଡ଼ାଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି। ସଫେଇ ସହ ସଚେତନତା, ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛ ପ୍ରଶାସନ, ବର୍ଜ୍ୟବସ୍ତୁ ପରିଚାଳନା, କର୍ମଶାଳା...

ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ସିଏନଜି ଷ୍ଟେସନ, ଉଦଘାଟନ କଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=-mIrNWzoBWM] ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି ସିଏନ୍‌ଜି ଷ୍ଟେସନ୍। ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ନାଚୁରାଲ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରଶେଖରପୁର ଏବଂ ପଟିଆ ପେଟ୍ରୋଲ...

“ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକଲୋଚନକୁ ଆଣିବା ମିଡିଆ ଏକ୍ସିଲେନ୍ସ ଆୱାର୍ଡର ମୂଳ ଲକ୍ଷ୍ୟ”

ଓଡ଼ିଶାଲାଇଭ୍‍ ବ୍ୟୁରୋ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ, ଜନସାଧାରଣଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କଠିନ ପରିଶ୍ରମ କରିବାକୁ ହୋଇଥାଏ। କେବଳ ସେତିକି ନୁହେଁ, ଅନେକ କ୍ଷେତ୍ରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ...