ତିନି ଦିନ ବିତିଲା: ସସପେନ୍ସରେ ଡିଏଭି ଛାତ୍ରୀ ତାନିଆ ବାନାର୍ଜୀ ଆତ୍ମହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ବର ୟୁନିଟ-୮ ଡିଏଭି ମ୍ୟାନେଜମେଣ୍ଟ ଛାତ୍ରୀ ତାନିଆ ବାନାର୍ଜୀ କଲେଜ ଅଧ୍ୟକ୍ଷ-ହଷ୍ଟେଲ ଓ୍ବାର୍ଡେନଙ୍କ କଥାରେ ରହୁନି ତାଳମେଳ ଅଧ୍ୟକ୍ଷ କହିଲେ, "ଚୋରି ହୋଇଥିଲା, ସମାଧାନ ହୋଇଛି" ହଷ୍ଟେଲରେ ଏମିତି ଘଟଣା...

କଂସଙ୍କ ରଜାଭେସ୍: ୧୧ ଦିନ ପାଇଁ ୧୧ ରକମର ପୋଷାକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ବରଗଡ଼ ଧୁନଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି ମଥୁରା ନରେଶ କଂସ। ୧୧ ଦିନ ଧରି ବରଗଡ଼ରେ ଚାଲେ କଂସ ରାଜାଙ୍କ  ରାଜୁତି। ଏହି ୧୧ ଦିନରେ ୧୧ ରକମର ପୋଷାକ...

ଆତଙ୍କବାଦୀ ଲିଙ୍କ୍: ଅଖତାର ଖାନଙ୍କୁ ନୋଟିସ ଜାରି କଲା ଏନ୍ଆଇଏ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ବର୍ଷ ପରେ କଟକରେ ପୁଣି ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହ ଅବଦୁର ରେହମାନ୍‌ ପରେ ସନ୍ଦେହରେ ଅଖତାର ଖାନ୍‌ ମାରାଥନ୍ ଜେରା ପରେ ଆଜି ନୋଟିସ ଜାରି କରିଛି ଏନ୍‌ଆଇଏ ...

ଝାରସୁଗଡ଼ାରେ ଅଏଲ ଟର୍ମିନାଲ ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଭାରତ ବିକାଶରେ ସହାୟକ ହେବ ଝାରସୁଗୁଡ଼ା ଏଚ୍‌ପିସିଏଲ୍ ଏବଂ ବିପିସିଏଲ୍‌ ପକ୍ଷରୁ ପ୍ରତିଷ୍ଠା ହେବ ଆଉ ଏକ ଟର୍ମିନାଲ ଏୟାରପୋର୍ଟ ଲୋକାର୍ପଣ ଖବୁଶୀଘ୍ର କହିଲେ ଧର୍ମେନ୍ଦ୍ର "ପୂର୍ବ ଭାରତରେ ଓଡ଼ିଶା ଏବଂ ଝାରସୁଗୁଡ଼ା ଜିଲ୍ଲାରେ...

ପୁଣି ଫାଙ୍କିଲେ ସରକାର: କହିଲେ, ଚାଷ ପାଇଁ ଜୀବନ ହାରୁ ନାହାନ୍ତି ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଷୀ ଆତ୍ମହତ୍ୟାକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା। ଆଉ ଏତିକି ବେଳେ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ଉତ୍ତରକୁ ନେଇ ପୁଣି ବହିଛି ଝଡ଼। ଦୁଇ ବର୍ଷ ଭିତରେ କୌଣସି ଚାଷୀ...

ପୁରୁଷ ହକି ବିଶ୍ୱକପ୍‌-୨୦୧୮ ପାଇଁ କାଉଣ୍ଟ ଡାଉନ୍: ଉନ୍ମୋଚନ ହେଲା ଲୋଗା-ମାସ୍କଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮ ପୁରୁଷ ହକି ବିଶ୍ୱକପ୍‌ ପାଇଁ ବୁଧବାର ଉନ୍ମୋଚିତ ହୋଇଛି ଲୋଗୋ ଏବଂ ମାସ୍କଟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୯ ଜଣ ସଫଳ କ୍ରୀଡ଼ାବିତଙ୍କୁ ଦେଇଛନ୍ତି ପୁରସ୍କାର। ୨୦୧୮ ପୁରୁଷ ହକି...

କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ଏଥରର ଆକର୍ଷଣ ଭିନ୍ନକ୍ଷମ ଶିଳ୍ପୀ

ଓଡ଼ିଶାଲାଇଭ୍‌ ସ୍ୱତନ୍ତ୍ର ପ୍ରତିନିଧି ଡିସେମ୍ବର ୧ରୁ ୫ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ୮ଟି ଦେଶରୁ ଆସୁଛନ୍ତି ବହୁ ବାଲୁକା ଶିଳ୍ପୀ ମହିଳା ଓ ଭିନ୍ନକ୍ଷମ ଶିଳ୍ପୀ ହେବେ ଆକର୍ଷଣ ୫...

ବିବାଦରେ ପାଇକ ବିଦ୍ରୋହ: ଦାମଙ୍କ ମନ୍ତବ୍ୟକୁ ଖଣ୍ଡନ କଲେ ଗଜପତି ମହାରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟୀ ରାଜଗୁରୁ ନୁହନ୍ତି ସ୍ୱାଧୀନତା ସଂଗ୍ରାମୀ। ଏଭଳି ମନ୍ତବ୍ୟ ଦେଇ ବିବାଦରେ ରହିଥିଲେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ହେଲେ ଆଜି ଦିଲ୍ଲୀର ଏକ ଉତ୍ସବରେ ଯୋଗଦେଇ ଗଜପତି ମହାରାଜ ଦିବ୍ୟସିଂହ...

କୋଣାର୍କ ଉତ୍ସବ ପାଇଁ ପର୍ଯ୍ୟଟନ ବିଭାଗର ସାମ୍ବାଦିକ ସମ୍ମିଳନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=BZqyVHQ1OHU] କୋଣାର୍କ ଉତ୍ସବ ଏବଂ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ପାଇଁ ବୁଧବାର ପର୍ଯ୍ୟଟନ ବିଭାଗ ତରଫରୁ କରାଯାଇଛି ସାମ୍ବାଦିକ ସମ୍ମିଳନୀ। ବାଲୁକା କଳା ଉତ୍ସବରେ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀ...

ବିଧାନସଭାରେ ଚାଷୀ ଝଡ଼: କକ୍ଷତ୍ୟାଗ କଲେ ବିରୋଧୀ, ଗୃହ ମୁଲତବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧୋଇ ହୋଇଗଲା ଶୀତ ଅଧିବେଶନର ଦ୍ୱିତୀୟ ଦିନ। ଚାଷୀ ସମସ୍ୟା ଆଲୋଚନା ଦାବିରେ ଗୃହ ହେଲା ଅଚଳ। ବିରୋଧୀ କଂଗ୍ରେସ ଏବଂ ବିଜେପି ସଭ୍ୟ କକ୍ଷତ୍ୟାଗ କରିଥିବା ବେଳେ ବିଜେଡି ଧାନର...