ଅଷ୍ଟିଓ ଆର୍ଥ୍ରାଇଟିସ୍ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=n8IlFsmrkY4
ସାଧାରଣତଃ ଅଷ୍ଟିଓ ଆର୍ଥ୍ରାଇଟିସ୍ ବା ଆଣ୍ଠୁଜନିତ ଗଣ୍ଠିବାତ ହେଉଛି ବୟସ ଜନିତ ସମସ୍ୟା। ହେଲେ ବର୍ତ୍ତମାନ ସମୟରେ ଆମ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ମଧ୍ୟ ଏହି ସମସ୍ୟା ବଢ଼ିଚାଲିଛି। ପ୍ରାରମ୍ଭିକ...
ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ: ୫୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଅକ୍ଷୟ ଅବସରରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓୟୁଏଟି ଫାର୍ମଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ କୃଷକ ଦିବସ ୨୦୨୫। ଏହି ଅବସରରେ ଅଖୀ ମୁଠି ଅନୁକୂଳ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
କାହିଁକି ଦେବାଳିଆ ହୋଇଗଲେ ମଧୁସୂଦନ ଦାସ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=_Fqb9z82ZZI
ଉତ୍କଳର ବରପୁତ୍ର, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପଛର ପ୍ରମୁଖ ବିନ୍ଧାଣି ମଧୁସୂଦନ ଦାସଙ୍କ ଶେଷ ଜୀବନ ଚରମ ଆର୍ଥିକ ଦୁଃସ୍ଥିତି ଭିତରେ କଟିଥିଲା। ଉତ୍କଳ ସଭା ଓ ଉତ୍କଳ ସମ୍ମିଳନୀ...
ଡାଏବେଟିସ୍ ରୋଗୀଙ୍କ ପାଦରେ ଘା’ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Z65drV72x-8
ଅନିୟନ୍ତ୍ରିତ ଡାଏବେଟିସ୍ ଯୋଗୁଁ ପାଦରେ ଅଲସର ବା ଘା’ ହେବାର ସମ୍ଭାବନା ଅଧିକ ଥାଏ। ବେଳେ ବେଳେ ପାଦ କାଟିବାର ବି ଆବଶ୍ୟକ ପଡ଼ିପାରେ।
ତେବେ ଡାଏବେଟିସ ଯୋଗୁଁ ପାଦରେ କେଉଁ...
ଆଜି ପବିତ୍ର ଅକ୍ଷୟ ତୃତୀୟା: ଆସନ୍ତୁ ଜାଣିବା ଏହାର ମହତ୍ତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାର ମାହାତ୍ମ୍ୟ ଅନନ୍ୟ ଅଟେ। ଅକ୍ଷୟର ଅର୍ଥ ଯାହାର କ୍ଷୟ ନାହିଁ।...
ମଧୁବାବୁଙ୍କ ଜାତୀୟତାର ସଙ୍ଗୀତ ‘ଉଠରେ ଉଠରେ ଉତ୍କଳ ସନ୍ତାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=LIbXka1tKUA&t=75s
ସମସ୍ତ ଓଡ଼ିଆ ଭାଷାଭାଷୀ ଏକାଠି ହୋଇ ଉତ୍କଳ ପ୍ରଦେଶ ଗଠନ ଲାଗି ଲଢ଼େଇ କରିବାକୁ ଉତ୍କଳଗୌରବ ମଧୁସୂଦନ ଦାସ ଶେଷ ଜୀବନ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଏହି ଭାବନାକୁ ନେଇ ଲିଖିତ...
ବାଲେଶ୍ଵରର ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ନେଲେ ଗୋବର୍ଦ୍ଧନ ବିଶ୍ୱାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଗୋବର୍ଦ୍ଧନ ବିଶ୍ଵାଳ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଐଶ୍ଵର୍ଯ୍ୟା...
ଖେଳ ଖେଳରେ ପାଠ ପଢ଼ିବେ ଛୋଟ ପିଲା: ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ ‘ଯାଦୁପେଡ଼ି’
ଓଡ଼ିଶାଲାଇଭ୍ ବ୍ୟୁରୋ
ସରଳ ଏବଂ ଆମୋଦଦାୟକ ହେବ ଶୈଶବ ଶିକ୍ଷା। ଖେଳ ଓ ମନୋରଞ୍ଜନ ମାଧ୍ୟମରେ ପାଠ ପଢ଼ିବେ ଛୋଟ ପିଲା। ଶୈଶବ ଶିକ୍ଷାକୁ ଗୁରୁତ୍ଵ ଦେଇ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ଶିଶୁ...
ଓଡ଼ିଶାରେ ମେ’ ୩ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରୁ ସାମନ୍ୟ ଆଶ୍ଵସ୍ତି। ଆସନ୍ତା ମେ’ ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବାର...
ବାଲେଶ୍ଵର: ‘ମୁଠାଏ ସ୍ଵପ୍ନ’ ଓ ‘ସାଗରିକା’ର ବିଷୁବ ସଂଖ୍ୟା ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଔପନ୍ୟାସିକ ସୃଷ୍ଟିଧର ପରିଡ଼ାଙ୍କ ଗଳ୍ପ ସଙ୍କଳନ ‘ମୁଠାଏ ସ୍ଵପ୍ନ’ ଓ ସାହିତ୍ୟର ଭିନ୍ନ ସ୍ଵର ‘ସାଗରିକା’ର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି।
ବାଲେଶ୍ୱର ଷ୍ଟେସନ କ୍ଲବଠାରେ ଆୟୋଜିତ...





















