ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ବିରୋଧ – ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ଜଗନ୍ନାଥ ସେନାର ବିରୋଧ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପୁରୀ ବନ୍ଦ କଟକଣାଯୁକ୍ତ ରଥଯାତ୍ରା କରିବାକୁ ଦାବି କରୋନା ସଂକ୍ରମଣ ପାଇଁ ସୁପ୍ରିମକୋର୍ଟ ମହାପ୍ରଭୁଙ୍କ...

ଅସ୍ତରଙ୍ଗରେ ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ଦାବି କଲା ଏବିଭିପି

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଅଖିଳ ଭାରତ ବିଦ୍ୟା ପରିଷଦ ପକ୍ଷରୁ ଚୀନ୍‌କୁ ବିରୋଧ କରାଯାଇଛି। ଅଖିଳ ଭାରତ ବିଦ୍ୟା ପରିଷଦ ସଦସ୍ୟମାନଙ୍କ ସହ ଅସ୍ତରଙ୍ଗ ବ୍ୟବସାୟୀ...

ରଥଯାତ୍ରା ସମ୍ପର୍କରେ ପୁନଃବିଚାର କରିବାକୁ ସୁପ୍ରିମକୋର୍ଟ ଯିବେ କି ରାଜ୍ୟ ସରକାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରଙ୍କ ଜରୁରୀ କ୍ୟାବିନେଟ୍‌ ବୈଠକ ଉପରେ ନଜର। ଏଥର ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ରାୟ ଦେବା ପରେ ସବୁଠି ଚର୍ଚ୍ଚା ବଢ଼ିଛି। କିଏ...

ରଥଯାତ୍ରା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କହିଲେ – ‘‘ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ରାୟ। “କରୋନା ମହାମାରୀ ବେଳେ ରଥଯାତ୍ରା ଆୟୋଜନ କରିବା ସମ୍ଭବପର ନୁହେଁ। ଜନସ୍ୱାର୍ଥ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଯାତ୍ରା...

ରଥଯାତ୍ରା ନହେଲେ, ଅଣସରରେ ରହିଯିବେ ମହାପ୍ରଭୁ – ହଳଧର ଦାସମହାପାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଥର ହେବନି ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା। ପ୍ରତିକ୍ରିୟା ରଖିଲେ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। "ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ସମ୍ମାନ ଦେଉଛୁ। ହେଲେ ଚଳିତ ବର୍ଷ ଯଦି ରଥଯାତ୍ରା ନହେବ ତେବେ...

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାମ, ସରକାରଙ୍କ ଘୋଷଣାକୁ ଅପେକ୍ଷା

ଓଡିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ସଙ୍କଟ ଭିତରେ ରଥଯାତ୍ରା ହେବ ନା ନାହିଁ ସେନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ। ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଉ ୬ ଦିନ ରହିଥିବା ବେଳେ ସରକାର କୌଣସି ଘୋଷଣା...

ଶ୍ରୀଗୁଣ୍ଡିଚା ଯାତ୍ରା ଆଉ ୭ ଦିନ – ସରକାର କେବେ ନେବେ ନିଷ୍ପତ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏପଟେ ରଥଖଳାରେ ରଥ ନିର୍ମାଣ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଅନ୍ୟପଟେ ବଡ଼ଦାଣ୍ଡରୁ ଉଠା ଦୋକାନୀଙ୍କୁ ହଟାଇବା ଲାଗି ପୁରୀ ପୌର ପ୍ରଶାସନ ନିର୍ଦ୍ଦେଶ ଦେଇ ସାରିଲାଣି। ରଥ ନିର୍ମାଣ ଏବଂ...

ଜୁନ୍‌ ୧୯ ସୁଦ୍ଧା ବଡ଼ଦାଣ୍ଡରୁ ହଟିବେ ଉଠା ଦୋକାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ୍‌ ୧୯ ତାରିଖ ସୁଦ୍ଧା ପୁରୀ ବଡ଼ଦାଣ୍ଡରୁ ଉଠା ଦୋକାନୀ ହଟିବେ। ଏନେଇ ପୁରୀ ପୌର ସଂସ୍ଥା ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି। ସିଂହଦ୍ୱାର ନିକଟରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଉଠା...

ବଢ଼ିଲା ରଥଯାତ୍ରା ସମ୍ଭାବନା – ରଥ ଅନୁକୂଳ ପାଇଁ ଅନୁମତି ପତ୍ର ଦେଲା ମନ୍ଦିର ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ବଢ଼ିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମ୍ଭାବନା। ରଥ ଅନୁକୂଳ ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଆଗକୁ ରଥ ଅନୁକୂଳ କରିବା ପାଇଁ ପ୍ରସ୍ତୁତ...

ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଦଶମୀ ତିଥିରେ ଆଜି ଲାଗି ହେବ ଦଶମୂଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଅସୁସ୍ଥ ଅବସ୍ଥାରେ ଅଣସର ଘରେ ରହିଛନ୍ତି। ମହାପ୍ରଭୁଙ୍କୁ ଜ୍ୱରରୁ ସୁସ୍ଥ କରିବା ପାଇଁ ଦଇତାପତି ସେବକମାନେ ଅନେକ...