ରାଉରକେଲାରେ କୋଭିଡ୍ ଟିକା ପାଇଁ ଯୁବପିଢ଼ିଙ୍କ ଉତ୍ସାହ – ପ୍ରଥମ ଦିନରେ ୩,୮୦୦ ଜଣ ନେଲେ ସୁରକ୍ଷା କବଚ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୮ରୁ ୪୪ ବର୍ଗ ପାଇଁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା
୪୫ ପ୍ଲସଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର, କେବଳ ଦ୍ୱିତୀୟ ଡୋଜ୍ ଟିକା
ଟିକା ପାଇଁ...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ବଢ଼ିବ ଆଉ ୯୦ ଆଇସିୟୁ ଓ ୧୨୦ ଅକ୍ସିଜେନ୍ ବେଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀ।
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଜନସାଧାରଣଙ୍କୁ ପ୍ରଶାସନର ଡାକରା ‘ବ୍ରେକ୍ ଦ ଚେନ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ ନିୟମ ମାନି ଘରେ ରହିଲେ ହିଁ ଆମେ କରୋନା ଚେନକୁ ଭାଙ୍ଗି ପାରିବା: ଜିଲ୍ଲାପାଳ
ରାଉରକେଲା ମହାନଗରରେ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ଟେଷ୍ଟିଂ କରାଯାଉଛି: କମିସନର
ସୁନ୍ଦରଗଡ଼...
କରୋନା ଚେନ୍ ଭାଙ୍ଗିବା ପାଇଁ ରାଉରକେଲା ସହରର ୩ଟି ସ୍ଥାନ ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଆଜି ୩ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସାରେ ଯୋଗଦେଲେ ୪୦ ଇଣ୍ଟର୍ଣ୍ଣ ଡାକ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା କୋଭିଡ୍ ଚିକିତ୍ସାରେ ସହଯୋଗ କରିବା ପାଇଁ ୪୦ ଜଣ ଇଣ୍ଟର୍ଣ୍ଣ ଡାକ୍ତର ଯୋଗ ଦେଇଛନ୍ତି। ସେମାନଙ୍କୁ ସୁନ୍ଦରଗଡ଼ ଏବଂ ରାଉରକେଲାର ବିଭିନ୍ନ କୋଭିଡ୍ ହସ୍ପିଟାଲ ଓ କୋଭିଡ୍...
କୋଭିଡ୍ ନିୟମ ଉଲ୍ଲଂଘନ କଲେ ଗଣିବାକୁ ହେବ ଜରିମାନା, ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ଅଛନ୍ତି ଏନଫୋର୍ସମେଣ୍ଟ ସ୍କ୍ୱାଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୧୨ରୁ ମେ’ ୭ ତାରିଖ ଭିତରେ ୪୭ ଲକ୍ଷ ୪୪ ହଜାର ୬୯୦ ଟଙ୍କାର ଜରିମାନା ଆଦାୟ
କୋଭିଡ୍ ନିୟମ ନମାନିଲେ ଗଣିବାକୁ ହେବ ଜରିମାନା। ଏ ବାବଦରେ କଡ଼ାକଡ଼ି...
ଲକଡାଉନ୍ ନିୟମ ମାନନ୍ତୁ, ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣର ଚେନ୍ କାଟନ୍ତୁ : ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ମେ' ୫ ତାରିଖରୁ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର। ଏହି ନିୟମକୁ ଠିକ୍ ଭାବେ...
ବଢୁଛି ସଂକ୍ରମଣ – ରେଡ୍ ଜୋନ୍ରେ ଓଡ଼ିଶାର ୧୯ ଜିଲ୍ଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଦ୍ୱିତୀୟ ଲହର ସଂକ୍ରମଣରେ ଓଡ଼ିଶାର ୧୯ଜିଲ୍ଲା ଏବେ ରେଡ୍ ଜୋନ୍ ଭିତରେ ରହିଛି। ସେହିପରି ଅନ୍ୟାନ୍ୟ ୭ଜିଲ୍ଲା ୟେଲୋ ଜୋନ୍ରେ ରହିଥିବାବେଳେ, ଆଉ ୪ଟି ଗ୍ରୀନ ଜୋନ୍ରେ ରହିଛି। କିଛିଦିନ...
ରାଉରକେଲାରେ ପେଡ୍ କ୍ୱାରେଣ୍ଟାଇନ୍ ସେବା, ୪ଟି ହୋଟେଲକୁ ମହାନଗର ନିଗମ ଦେଲା ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମ (ଆରଏମସି) ପକ୍ଷରୁ ବିଭିନ୍ନ ହୋଟେଲରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ବିଶେଷକରି ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ...
ସୁନ୍ଦରଗଡ଼ ଏନଟିପିସି ହସ୍ପିଟାଲରେ କୋଭିଡ୍ ପରିଚାଳନା ସମୀକ୍ଷା କଲେ ଜିଲ୍ଲାପାଳ, ବଢ଼ିବ ୧୦ଟି ଭେଣ୍ଟିଲେଟର ବେଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ ଟେଷ୍ଟିଂ, ଟ୍ରିଟମେଣ୍ଟ୍ ଓ ଟିକାକରଣକୁ ଗୁରୁତ୍ୱ
ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ
ସୁନ୍ଦରଗଡ଼ରେ ଖୋଲିବ ୨୦୦ ଶଯ୍ୟା ବିଶିଷ୍ଟ ଟିଏମସି
କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ସୁନ୍ଦରଗଡ଼ସ୍ଥିତ ଏନଟିପିସି...





















