ବିକାଶ କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ ପାଇଁ ସ୍କଚ୍ ଆୱାର୍ଡ଼ ସେମିଫାଇନାଲରେ ସୁନ୍ଦରଗଡ଼, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର୍ଯ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି। ଜାତୀୟ ସ୍ତରରେ ପରିଚିତ...
୨୦୨୨ ସୁଦ୍ଧା ସରିବ ରାଉରକେଲାର ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାର ବିପିୟୁଟି କ୍ୟାମ୍ପସରେ ନିର୍ମାଣ ହେବାକୁ ଯାଉଛି ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ। ୨୦୨୨ ମଧ୍ୟଭାଗ ଆଡ଼କୁ ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହେବ। ତେବେ ଏହି ଷ୍ଟାଡିୟମର...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ – ପ୍ରଥମ ଦିନରେ ୬୨୩ ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀ ନେଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟ ସାମିଲ...
ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ପାଇଁ ସୁନ୍ଦରଗଡ଼ ପ୍ରସ୍ତୁତ, ଜିଲ୍ଲାର ୮ଟି କେନ୍ଦ୍ରରେ ଦିଆଯିବ ଟିକା
ଓଡ଼ିଶାଲାଇଭ ବ୍ୟୁରୋ
ସାରାଦେଶରେ ଜାନୁଆରି ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେଉଛି। ଏହି ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହୋଇଛି। ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ପରିଚିତ ସ୍ୱାସ୍ଥ୍ୟ...
ସୁନ୍ଦରଗଡ଼ ଜିଲ୍ଲାରେ ଶେଷ ପର୍ଯ୍ୟାୟ ଏଲ୍ଏଲ୍ଆଇଏନ୍ ମଶାରୀ ବଣ୍ଟନ ଆରମ୍ଭ, ବଣ୍ଟାଯିବ ୩ ଲକ୍ଷରୁ ଅଧିକ ମଶାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ (ଏଲ୍ଏଲ୍ଆଇଏନ୍) ବଣ୍ଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି ପ୍ରଶାସନ। ସୋମବାର ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମର ତୃତୀୟ...
ସୁନ୍ଦରଗଡ଼ରେ ଲୋକକଳାର ପ୍ରସାର ପାଇଁ ଆରମ୍ଭ ହେଲା ‘ସହଭାଗିତା’ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ପାଠାଗାରକୁ ଉଦଘାଟିତ କଲେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ
ସୁନ୍ଦରଗଡ଼ଠାରେ ନବନିର୍ମିତ ସଂସ୍କୃତି ଭବନରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଜିଲ୍ଲା ପାଠାଗାର ଉଦଘାଟିତ...
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ – ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୪ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବୁଧବାର ଅଘଟଣ ଘଟିଛି। ପ୍ଲାଣ୍ଟର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇ ୪ ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏନେଇ ଇସ୍ପାତ ଜେନେରାଲ...
ସୁନ୍ଦରଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ଏଲଏଲଆଇଏନ୍ ବଣ୍ଟନ ଆରମ୍ଭ, ବଣ୍ଟା ହେବ ୪ ଲକ୍ଷରୁ ଅଧିକ ମଶାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ କରିବା ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍ଏଲ୍ଆଇଏନ ବଣ୍ଟନ କରାଯାଉଛି। ପ୍ରଥମ ପର୍ଯ୍ୟାୟ ବଣ୍ଟନ କାର୍ଯ୍ୟକ୍ରମ ଶେଷ ହେବା ପରେ ସୋମବାରଠୁ ଦ୍ୱିତୀୟ...
ପୁଣି ନିଖୋଜ ହୋଇଗଲେ ସୁନ୍ଦରଗଡ଼ର ବିର୍ଜୁ କୁଲୁ, ୨୫ ବର୍ଷ ପରେ ଫେରିଥିଲେ ଘରକୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ନିଖୋଜ ହୋଇଯାଇଛନ୍ତି ସୁନ୍ଦରଗଡ଼ର ବିର୍ଜୁ କୁଲୁ। ମାନସିକ ଅନଗ୍ରସର ହୋଇ ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲ୍ରେ ରହିବା ପରେ ଗତ ନଭେମ୍ଵର ୧୩ ତାରିଖରେ ବିର୍ଜୁ ଜନ୍ମମାଟିକୁ ଫେରିଥିଲେ।...
ସୁନ୍ଦରଗଡ଼ ଜିଲ୍ଲାରେ ଏଲଏଲଆଇଏନ୍ ବଣ୍ଟନ ଆରମ୍ଭ – ୩ଟି ପର୍ଯ୍ୟାୟରେ ବଣ୍ଟା ହେବ ମଶାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲାର ମ୍ୟାଲେରିଆ ପ୍ରବଣ ଓ ଦୁର୍ଗମ ଅଞ୍ଚଳ ଉପରେ ବିଶେଷ ନଜର
୧୩ ଲକ୍ଷ ୬୪ ହଜାର ୭୨୭ ମଶାରୀ ବଣ୍ଟନ ଲକ୍ଷ୍ୟ
ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ଲାଗି ମଶାରୀ...





















