ସୁନ୍ଦରଗଡ଼: ଖଣି ପ୍ରଭାବିତ ରାଜଗାଙ୍ଗପୁର ବ୍ଲକରେ ୱାଡି ଅଧୀନରେ ଫଳ ଚାଷ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଗାଙ୍ଗପୁର ବ୍ଲକର କୁକୁଡ଼ା ପଞ୍ଚାୟତରେ ବୁଧବାର ଦିନ ୱାଡି ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍‌ ରାଜିନ୍‌ ଏକ୍କା ଏହାର ଉଦଘାଟନ କରିଛନ୍ତି। ୧୪ ଜଣ ସ୍ଥାନୀୟ ଚାଷୀଙ୍କୁ...

ସୁନ୍ଦରଗଡ଼: ‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାରେ ଗର୍ଭବତୀ ମା’ଙ୍କ ପାଇଁ ଆରମ୍ଭ ହେଲା ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଅଧୀନରେ ଗର୍ଭବତୀ ମା’ମାନଙ୍କ ପାଇଁ ‘ଗର୍ଭାବସ୍ଥାରେ ଯତ୍ନ’ ବା ଏଏନସି ସେବା ଆଜିଠାରୁ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବ୍ଲକର ଗର୍ଭବତୀ ମା’ମାନେ ଜିଲ୍ଲା ମୁଖ୍ୟ...

ରାଉରକେଲା ମହାନଗର ନିଗମ ପକ୍ଷରୁ ‘ଶନିବାର ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଵଚ୍ଛ ବଜାର ଲାଗି ପ୍ରତି ଶନିବାର ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଲକ୍ଷ୍ୟ ସଚେତନତା ସାଙ୍ଗକୁ ସ୍ୱଚ୍ଛତା ପାଇଁ ଶ୍ରମ ଦାନ କଲେ ନିଗମ କର୍ମଚାରୀ ରାଉରକେଲା ମହାନଗର ନିଗମ ପକ୍ଷରୁ...

ସୁନ୍ଦରଗଡ଼: ହୋଟେଲ ମ୍ୟାନେଜମେଣ୍ଟରେ ଶିକ୍ଷା ଓ ତାଲିମ ପାଇଁ ନାମ ଲେଖାଇଲେ ଯୁବକ ଯୁବତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସୁନ୍ଦରଗଡ଼: କୋଭିଡ୍ ମହାମାରୀ ପାଇଁ ପ୍ରବାସରୁ ଫେରି ଆସିଥିବା ବ୍ୟକ୍ତି ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର...

ସୁନ୍ଦରଗଡ଼ରେ ଚାଷୀଙ୍କଠାରୁ ମାଣ୍ଡିଆ କିଣିବା ପାଇଁ ଡିସେମ୍ବର ୧୨ରୁ ଖୋଲିବ ମଣ୍ଡି – ୭,୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ...

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କଠାରୁ ଟିଡିସିସି ମାଧ୍ୟମରେ ୭ ହଜାର ୫୦୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରିଛି। ୮ଟି ବ୍ଲକରେ ୧୯୦ଟି ମଣ୍ଡି ଦିବସ...

ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଅଣକୁଶଳୀ ଶ୍ରମିକଙ୍କୁ ଏବେ ଦୈନିକ ମିଳିବ ଅଧିକ ୯୬.୪୦ ଟଙ୍କା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ବା ନରେଗା ଯୋଜନାରେ ଜିଲ୍ଲାର ଅଣକୁଶଳୀ ଶ୍ରମିକଙ୍କୁ ଏଣିକି ଦୈନିକ ୩୦୩ ଟଙ୍କା ୪୦ ପଇସା ହାରରେ ମଜୁରି ମିଳିବ। ଆଗରୁ ଦୈନିକ...

ଲାହୋର ଜେଲ୍‌ରେ ୨୦ ବର୍ଷର ସଜା କାଟି ଗାଁକୁ ଫେରିବେ ବିର୍‌ଜୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁଲବଶତଃ ସୀମା ଡେଇଁ ପାକିସ୍ତାନ ଚାଲିଯିବାରୁ ଗୁପ୍ତଚର ଭାବି ପାକ୍ ସେନା ସୁନ୍ଦରଗଡ଼ର ବିର୍‌ଜୁଙ୍କୁ ୨୦ ବର୍ଷ ବନ୍ଦୀ କରି ରଖିଥିଲା। ଛୋଟବେଳୁ ମାନସିକ ସ୍ତରରେ ଅନଗ୍ରସର ଥିଲେ ବିର୍‌ଜୁ। ୨୪କି ୨୫...

ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଅନ୍‌ଲାଇନ୍‌ ବକ୍ତୃତା ପ୍ରତିଯୋଗିତା, ନନ୍ଦିନୀ କାପରଦାର ବିଜେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ପୋଲିସ ପକ୍ଷରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ସୁନ୍ଦରଗଡ଼ ପବ୍ଲିକ ହାଇସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ନନ୍ଦିନୀ କାପରଦାର ପ୍ରଥମ ପୁରସ୍କାର ଲାଭ କରିଛନ୍ତି। ଏହାସହ ୩ ଜଣଙ୍କୁ ରନର୍ସଅପ୍ ଓ...

ଭିନ୍ନକ୍ଷମମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ଓ କୃତ୍ରିମ ଅଙ୍ଗରୋପଣ ସେବା ଯୋଗାଇ ଦେବା ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ହିତାଧିକାରୀ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ (ଏଆରସି) ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ ପାଇଁ  ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କେନ୍ଦ୍ରରୁ ଜିଲ୍ଲାରେ ଥିବା...

‘ଗର୍ଭାବସ୍ଥାରେ ଯତ୍ନ’ ସେବା କାର୍ଯ୍ୟକାରୀ କରିବା ପାଇଁ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସହ ଜିଲ୍ଲା ପ୍ରଶାସନର ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼: ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ଯ୍ୟକ୍ରମକୁ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ବୁଧବାର ଦିନ ଅନୁବନ୍ଧିତ ଘରୋଇ ହସ୍ପିଟାଲ ଏବଂ ଅଲଟ୍ରାସାଉଣ୍ଡ କ୍ଲିନିକର ଡାକ୍ତରମାନଙ୍କ ସହ ଜିଲ୍ଲାପାଳ...