ସୁନ୍ଦରଗଡ଼ରେ ମାଣ୍ଡିଆ କ୍ରୟ ଆରମ୍ଭ, ରାଇବଗାରେ ଖୋଲିଲା ଜିଲ୍ଲାର ପ୍ରଥମ ମଣ୍ଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ଖରିଫ୍ ବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀମାନଙ୍କଠାରୁ ମାଣ୍ଡିଆ କ୍ରୟ ଆରମ୍ଭ ହୋଇଛି। ଏଥିପାଇଁ କୁଆରମୁଣ୍ଡା ବ୍ଲକର ରାଇବଗାଠାରେ ମଙ୍ଗଳବାର ଦିନ ଜିଲ୍ଲାର ପ୍ରଥମ ମଣ୍ଡି ଖୋଲିଥିଲା। ଏହି ମଣ୍ଡି...

୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଅନ୍ତର୍ଜାତୀୟ ହକି ମହାସଂଘର କର୍ମକର୍ତ୍ତାଙ୍କ ଦ୍ୱାରା ଭିତ୍ତିଭୂମିର ସମୀକ୍ଷା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ନବୀକରଣ ସହ ଦର୍ଶକଙ୍କ ପାଇଁ ୨୦ ହଜାର...

ସୁନ୍ଦରଗଡ଼ରେ ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ପାଇଁ ‘ସର୍ଭେ ଆପ୍‌’ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ବା ଅଣୁ ପ୍ରକଳ୍ପ ଯୋଜନା ଆରମ୍ଭ କରିବାକୁ ଯାଉଛି। ତୃଣମୂଳ...

ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ପରିମଳ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ମହାନଗର ନିଗମ ସହିତ ୪ଟି ସ୍ଥାନରେ ଶୁଭାରମ୍ଭ ସଫେଇ କର୍ମଚାରୀ ଆମ ସମାଜର ଶ୍ରେଷ୍ଠ ସେବକ: ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା’ମାନେ ରାଜ୍ୟରେ ପରିମଳ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ...

କୋଇଡ଼ା ଓ କୁଆରମୁଣ୍ଡା ବ୍ଲକରେ ୱାଡି ପ୍ରକଳ୍ପ ଆରମ୍ଭ, ୧୩୬ ଏକର ଜମିରେ ଫଳ ଚାଷ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକରେ ୱାଡି ପ୍ରକଳ୍ପ ଅଧୀନରେ ବିଭିନ୍ନ ଫଳ ଚାଷ କରାଯାଉଛି। ଶୁକ୍ରବାର ଦିନ କୋଇଡ଼ା ଓ କୁଆରମୁଣ୍ଡା ବ୍ଲକରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।...

ସୁନ୍ଦରଗଡ଼ରେ ୭୦ଟି ସ୍କୁଲର ପିଲାଙ୍କୁ ଗୋଟିଏ ଶ୍ରେଣୀରେ ଯୋଡ଼ୁଛି ‘ଭର୍ଚୁଆଲ୍ କ୍ଲାସ୍‌’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର କୋଭିଡ୍ ପରିସ୍ଥିତିରେ ଶିକ୍ଷାକ୍ଷେତ୍ରରେ ଡିଜିଟାଲ୍ ମାଧ୍ୟମର ପ୍ରୟୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଆନନ୍ଦର କଥା, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ୨୦୧୯ ମସିହାରେ ଏହିଭଳି ଅଭିନବ ଶିକ୍ଷାଦାନ ଆରମ୍ଭ କରିଥିଲା। ‘ଭର୍ଚୁଆଲ୍...

ସୁନ୍ଦରଗଡ଼: ଦୁର୍ଗମ ଅଞ୍ଚଳରୁ ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚାଲିଲା ବାଇକ୍‌ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼: ଏଣିକି ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସୁବିଧା ହେବ। ଏଥିପାଇଁ ବାଇକ୍‌ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ...

ସୁନ୍ଦରଗଡ଼ ଜିଲ୍ଲା ଖୁଣ୍ଟଗାଁରେ ହେବ ‘ଟସର ସିଲ୍‌କ ପାର୍କ’, ‘ସୁନ୍ଦରଗଡ଼ ଟସର’ର ବ୍ରାଣ୍ଡିଂ ଉପରେ ଦିଆଯିବ ଗୁରୁତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ୫ ଏକର ଜମିରେ ‘ଟସର ସିଲ୍‌କ ପାର୍କ’ ୨୦୨୧ ସୁଦ୍ଧା ପୂର୍ଣ୍ଣାଙ୍ଗ ପାର୍କ ବାସ୍ତବ ରୂପ ନେବ ‘ସଏଲ୍ ଟୁ ସିଲକ’ ପରିକଳ୍ପନା ଜିଲ୍ଲାରେ ବଢ଼ିବ ନିଯୁକ୍ତି ସୁଯୋଗ ସୁନ୍ଦରଗଡ ଜିଲ୍ଲାରୁ...

ବିଶ୍ୱ ଶୌଚାଳୟ ଦିବସ ପାଳିଲା ରାଉରକେଲା ମହାନଗର ନିଗମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱ ଶୌଚାଳୟ ଦିବସରେ ଗୋଷ୍ଠୀ ଶୌଚାଳୟର ପରିଚାଳନା ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ରାଉରକେଲା ମହାନଗର ନିଗମର ଏମ୍.ଓ.ୟୁ ସ୍ୱାକ୍ଷର। ରାଉରକେଲା ମହାନଗର ନିଗମ ପକ୍ଷରୁ ଗୁରୁବାର ବିଶ୍ୱ ଶୌଚାଳୟ...

କେମିତି ପାକିସ୍ତାନ ଚାଲି ଯାଇଥିଲେ ବିର୍‌ଜୁ କୁଲୁ?

ଓଡ଼ିଶାଲାଇଭ୍ ବ୍ୟୁରୋ ପଚାଶ ବର୍ଷୀୟ ବିର୍‌ଜୁ କୁଲୁ। ଯେତେବେଳେ ସେ ପାକିସ୍ତାନ ଜେଲରୁ ନିଜ ଘରକୁ ଫେରିଲେ ତାଙ୍କ ଆନନ୍ଦର ସୀମା ନଥିଲା। ଶୁକ୍ରବାର ଦିନ କୁଲୁଙ୍କୁ ଆତ୍ମୀୟ ସ୍ୱଜନ ଯେଉଁଭଳି ଉଚ୍ଛ୍ଵସିତ ସମ୍ବର୍ଦ୍ଧନା...