ଏବେ ପନିପରିବା ପଚିବାକୁ ନାହିଁ ଡର, ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀଙ୍କୁ ମିଳୁଛି ‘ସବଜି କୁଲର’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର କ୍ଷୁଦ୍ର ଚାଷୀଙ୍କ ପାଇଁ ବରଦାନ ପାଲଟିଛି ‘ସବଜି କୁଲର’ ବା ‘ଜିରୋ କୁଲିଙ୍ଗ ଚାମ୍ବର’। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କୁଲର ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ...

ଟାଙ୍ଗରପାଲି: ମାଣ୍ଡିଆ ତିଆରି ଲଡୁ, ହାଲୁଆ, ଖିରି ଓ ସରବତରେ ମହକିଲା ‘ପୁଷ୍ଟିଶସ୍ୟ ଖାଦ୍ୟ ଉତ୍ସବ’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼: ମାଣ୍ଡିଆରୁ ତିଆରି ହେଉଛି ଭଳିକି ଭଳି ସୁଆଦିଆ ଖାଦ୍ୟ। ପୁଷ୍ଟିକର ମାଣ୍ଡିଆରୁ ରସଗୋଲା, ଗୋଲାପଜାମୁନ, ବରା, ପକଡ଼ି, ଲଡୁ, କେକ୍, ପିଠା, ହାଲୁଆ, ସରବତ ଆଦି ପ୍ରସ୍ତୁତ ହେଉଛି। ଟାଙ୍ଗରପାଲି...

ସୁନ୍ଦରଗଡ଼ : ଗୁରୁଣ୍ଡିଆର ଚାନ୍ଦିପୋଷରେ ଖୋଲିଲା ମା’ ଗୃହ, ୨୩ ଗାଁର ମା’ଙ୍କୁ ମିଳିବ ସ୍ୱାସ୍ଥ୍ୟସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ନୂତନ ମା’ ଗୃହ ଖୋଲିବା ଦ୍ୱାରା ସ୍ୱାସ୍ଥ୍ୟସେବା ପାଇବେ ୨୩ ଗାଁର ଗର୍ଭବତୀ ମହିଳା। ୨୩ଟି ଗାଁର ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି ଗୁରୁଣ୍ଡିଆ ବ୍ଲକର ଚାନ୍ଦିପୋଷଠାରେ ଖୋଲିଲା ମା’...

ସୁନ୍ଦରଗଡ଼ : ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ସଫଳ କରିବାକୁ ଡାକ୍ତର, ସିଡିପିଓ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମାତୃଜ୍ୟୋତି’ ଅଧୀନରେ ‘ଗର୍ଭାବସ୍ଥାରେ ଯତ୍ନ’ କାର୍ଯ୍ୟକ୍ରମକୁ ଜିଲ୍ଲାବ୍ୟାପୀ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀଙ୍କ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ଜିଲ୍ଲାର ଡାକ୍ତର, ସିଡିପିଓଙ୍କ ସମେତ...

ସୁନ୍ଦରଗଡ଼ରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ବଳିଷ୍ଠ ପଦକ୍ଷେପ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ଗର୍ଭାବସ୍ଥାରେ ମାଗଣାରେ ଚାରିଥର ଅଲଟ୍ରାସାଉଣ୍ଡ ପରୀକ୍ଷା ୨୫୦୦ରୁ ଅଧିକ ଅଙ୍ଗନବାଡ଼ିର ଆଧୁନିକୀକରଣ ଏବଂ ୭୦୦ରୁ ଅଧିକ ଆଦର୍ଶ ଅଙ୍ଗନବାଡ଼ି ନିର୍ମାଣ ଜିଲ୍ଲାର କିଶୋରୀ...

ସୁନ୍ଦରଗଡ଼ର ବିଷ୍ଣୁ ମୁଣ୍ଡାଙ୍କୁ ନୂଆ ପରିଚୟ ଦେଲା ‘ଟସର ଚାଷ’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼: ‘‘ଟସର ଚାଷ କରି ମୁଁ ଖୁସିରେ ମୋ’ ପରିବାର ଚଳାଉଛି। ଏହି ଚାଷରୁ ଯାହା ରୋଜଗାର ହେଉଛି ସେଥିରେ ପିଲାମାନଙ୍କ ପାଠପଢ଼ା ସହିତ ଘର ଖର୍ଚ୍ଚ ମଧ୍ୟ କରୁଛି’’, ନିଜର...

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼: ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା...

ଆସ କିଏ ଖାଇବ ହୋ ମାଣ୍ଡିଆରୁ ପ୍ରସ୍ତୁତ ସୁଆଦିଆ ଖାନା…

ଓଡ଼ିଶାଲାଇଭ୍ ବ୍ୟୁରୋ ମାଣ୍ଡିଆରୁ ପ୍ରସ୍ତୁତ ହୋଇପାରିବ ଭଳିକି ଭଳି ସୁଆଦିଆ ଆଧୁନିକ ଖାଦ୍ୟ। ସେଥିମଧ୍ୟରେ ରହିଛି ମାଣ୍ଡିଆ କେକ୍‌, ମାଣ୍ଡିଆ ଲଡୁ, ହାଲୱା, ଖିରି, ଉପମା, ଖେଚୁଡି ଏବଂ ପକଡ଼ି। ମାଣ୍ଡିଆରୁ ଏହି ସୁଆଦିଆ...

ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁର ସୁରକ୍ଷା ପାଇଁ ପ୍ରତିଷ୍ଠା ହେବ ଆଉ ୯ ‘ମା’ ଗୃହ’

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ...

ରାଉଲକେଲାରେ କୋଭିଡ୍ ଚିକିତ୍ସା ପାଇଁ ବଢ଼ିଲା ବେଡ୍ ସଂଖ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ମହାନଗର ଅଞ୍ଚଳର ୩୦ ବେଡ୍‌ରୁ ଅଧିକ ଥିବା ସମସ୍ତ ଘରୋଇ ଡାକ୍ତରଖାନାରେ ସରକାରୀ ଦେୟରେ ହେବ କୋଭିଡ୍ ଚିକିତ୍ସା। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗର...