ରାଉରକେଲାରେ ହେବ ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ : ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ହେବ ଦେଶର ବଡ଼ ହକି ଷ୍ଟାଡିୟମ
୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟମ
ଏକାସଙ୍ଗରେ ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିପାରିବେ
୨୦୨୩ରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି...
ଅଟୋ ଡ୍ରାଇଭରଙ୍କୁ ୪ କୋଟି ଟଙ୍କାର ଜିଏସ୍ଟି ନୋଟିସ୍ – ଜିଏସ୍ଟି କମିସନରଙ୍କୁ ଜବାବ ମାଗିଲେ ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାର ଜଣେ ଅଟୋ ଡ୍ରାଇଭର ରାଜେନ୍ଦ୍ର ପଲେଇଙ୍କ ନାମରେ ୪ କୋଟି ଟଙ୍କାର ଜିଏସ୍ଟି ଦାଖଲ ନୋଟିସ୍ ଆସିଥିଲା। ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଏହି...
ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ୨୮ରୁ ଔଷଧବୁଡ଼ା ମଶାରୀ ବଣ୍ଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ ଔଷଧବୁଡ଼ା ମଶାରୀ ବଣ୍ଟନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୮ ତାରିଖରୁ ଆରମ୍ଭ...
ସୁନ୍ଦରଗଡ଼ରେ ମାଣ୍ଡିଆ କ୍ରୟ ଆରମ୍ଭ, ରାଇବଗାରେ ଖୋଲିଲା ଜିଲ୍ଲାର ପ୍ରଥମ ମଣ୍ଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ଖରିଫ୍ ବର୍ଷ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଷୀମାନଙ୍କଠାରୁ ମାଣ୍ଡିଆ କ୍ରୟ ଆରମ୍ଭ ହୋଇଛି। ଏଥିପାଇଁ କୁଆରମୁଣ୍ଡା ବ୍ଲକର ରାଇବଗାଠାରେ ମଙ୍ଗଳବାର ଦିନ ଜିଲ୍ଲାର ପ୍ରଥମ ମଣ୍ଡି ଖୋଲିଥିଲା। ଏହି ମଣ୍ଡି...
୨୦୨୩ ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା, ଭିତ୍ତିଭୂମି ବିକାଶକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଅନ୍ତର୍ଜାତୀୟ ହକି ମହାସଂଘର କର୍ମକର୍ତ୍ତାଙ୍କ ଦ୍ୱାରା ଭିତ୍ତିଭୂମିର ସମୀକ୍ଷା
ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ନବୀକରଣ ସହ ଦର୍ଶକଙ୍କ ପାଇଁ ୨୦ ହଜାର...
ସୁନ୍ଦରଗଡ଼ରେ ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ପାଇଁ ‘ସର୍ଭେ ଆପ୍’ ଶୁଭାରମ୍ଭ କଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପ୍ରଶାସନ ମାଇକ୍ରୋ ପ୍ରୋଜେକ୍ଟ ପ୍ଲାନ ବା ଅଣୁ ପ୍ରକଳ୍ପ ଯୋଜନା ଆରମ୍ଭ କରିବାକୁ ଯାଉଛି। ତୃଣମୂଳ...
ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ପରିମଳ ସେବା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲା ମହାନଗର ନିଗମ ସହିତ ୪ଟି ସ୍ଥାନରେ ଶୁଭାରମ୍ଭ
ସଫେଇ କର୍ମଚାରୀ ଆମ ସମାଜର ଶ୍ରେଷ୍ଠ ସେବକ: ମୁଖ୍ୟମନ୍ତ୍ରୀ
ମିଶନ ଶକ୍ତିର ମା’ମାନେ ରାଜ୍ୟରେ ପରିମଳ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ...
କୋଇଡ଼ା ଓ କୁଆରମୁଣ୍ଡା ବ୍ଲକରେ ୱାଡି ପ୍ରକଳ୍ପ ଆରମ୍ଭ, ୧୩୬ ଏକର ଜମିରେ ଫଳ ଚାଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକରେ ୱାଡି ପ୍ରକଳ୍ପ ଅଧୀନରେ ବିଭିନ୍ନ ଫଳ ଚାଷ କରାଯାଉଛି। ଶୁକ୍ରବାର ଦିନ କୋଇଡ଼ା ଓ କୁଆରମୁଣ୍ଡା ବ୍ଲକରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।...
ସୁନ୍ଦରଗଡ଼ରେ ୭୦ଟି ସ୍କୁଲର ପିଲାଙ୍କୁ ଗୋଟିଏ ଶ୍ରେଣୀରେ ଯୋଡ଼ୁଛି ‘ଭର୍ଚୁଆଲ୍ କ୍ଲାସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର କୋଭିଡ୍ ପରିସ୍ଥିତିରେ ଶିକ୍ଷାକ୍ଷେତ୍ରରେ ଡିଜିଟାଲ୍ ମାଧ୍ୟମର ପ୍ରୟୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଆନନ୍ଦର କଥା, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ୨୦୧୯ ମସିହାରେ ଏହିଭଳି ଅଭିନବ ଶିକ୍ଷାଦାନ ଆରମ୍ଭ କରିଥିଲା।
‘ଭର୍ଚୁଆଲ୍...
ସୁନ୍ଦରଗଡ଼: ଦୁର୍ଗମ ଅଞ୍ଚଳରୁ ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚାଲିଲା ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: ଏଣିକି ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସୁବିଧା ହେବ। ଏଥିପାଇଁ ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ...





















