ଜମିଲାଣି ଦଶହରା ମାହୋଲ – ଶ୍ରୀକାକୁଲମ୍, ବ୍ରହ୍ମପୁର ବ୍ୟାଣ୍ଡର ଡିମାଣ୍ଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : କଟକ ଦଶହରା ନିଆରା। ସେହିପରି ଭସାଣ ଉତ୍ସବ ବି ଏଠି ବେଶ୍ ସ୍ୱତନ୍ତ୍ର। ଧାଡିକୁ ଧାଡି ମେଢ ସାଙ୍ଗକୁ ଲାଇଟ୍, ବାଜାର ପଟୁଆର। ତେବେ ଭସାଣ ଉତ୍ସବର ଏହି...

ଭିନ୍ନ ପରମ୍ପରା, କୁମାରୀ ରୂପରେ ପୂଜା ପାଆନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ ବ୍ୟୁରୋ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହି। ଏଠାରେ ମା’ଙ୍କୁ ଭିନ୍ନ ପରମ୍ପରାରେ କୁମାରୀ ରୂପରେ ପୂଜା କରାଯାଏ। ଆସିଛି ପାର୍ବଣର ଋତୁ। ଦୁର୍ଗା ପୂଜା...

ନବରାତ୍ରିର ସପ୍ତମ ଦିନରେ ମା’ କାଳରାତ୍ରିଙ୍କୁ ଆରାଧନା କରୁଛନ୍ତି ଭକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମା’କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ୱୂରପ। ଏହି ଅବତାରରେ ମା’ ତ୍ରିନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ମା’ଙ୍କ ବେକରେ ଏକ...

ଦଶହରା ବୁଲିବାକୁ କଟକ ଯାଉଛନ୍ତି କି? ଜାଣନ୍ତୁ କେଉଁପଟେ ଗାଡ଼ି ଯିବ ଓ କେଉଁପଟେ ଯିବନି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଧରାପୃଷ୍ଠକୁ ଆସିଛନ୍ତି ଜମତ୍‌ଜନନୀ ମା’ ଦୁର୍ଗା। ମା’ଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଛି। ବିଶେଷକରି କଟକ ଦଶହରା ଦେଖିବାକୁ ବିଭିନ୍ନ ଆଡୁ ଲୋକ ଆସୁଥିବାରୁ ଟ୍ରାଫିକ କଟକଣା ଜାଣି କରିଛି କମିସନରେଟ୍‌...

କଟକ ଦଶହରା ବୁଲନ୍ତୁ, ଦୋଳି-ମୀନାବଜାରର ମଜା ନିଅନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାନ୍ଦିନୀଚୌକ, ଖାନନଗର, ରାଣୀହାଟରେ ମୀନାବଜାର। କଟକ: ସୁନା, ଚାନ୍ଦିର ଚମକ ସାଙ୍ଗକୁ ଆକର୍ଷଣୀୟ ତୋରଣ ଓ ଲାଇଟ୍‌ ଗେଟ୍‌ କଟକ ଦଶହରାରେ ଅଧିକ ଚମକ ଆଣିଥାଏ। ତୋରଣ, ରଙ୍ଗ ବେରଙ୍ଗର ଆଲୋକମାଳାରେ କଟକ...

ଫଟୋରେ ଫଟୋରେ ଭୁବନେଶ୍ୱର ବିଭିନ୍ନ ପୂଜା ମଣ୍ଡପର ଆକର୍ଷଣୀୟ ତୋରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରିଆଡ଼େ ଦୁର୍ଗାପୂଜାର ମାହୋଲ। ଆଜିଠୁ ପୂଜା ମଣ୍ଡପରେ ମା’ ଦଶଭୂଜାଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ଏବଂ ଲାଇଟ୍‌...

କଟକ ଦଶହରା – ସୁନା, ଚାନ୍ଦିର ଗହଳି ଭିତରେ ଚମକ ହରାଇନି ଜରି ମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ପୁରୁଷ ଧରି ଜରି ମେଢ଼ ତିଆରି କରି ଆସୁଛନ୍ତି ମୁସଲମାନ କାରିଗର। (କଟକରୁ ଜୟ ମହାନ୍ତି): ସମୟ ବଦଳିଛି। ତା’ ସହ ତାଳ ଦେଇ କଟକର ଦୁର୍ଗା ପୂଜା ପାଳନର ଷ୍ଟାଇଲ୍‌...

ମା’ ବାଟ ମଙ୍ଗଳାଙ୍କ ଷୋଡ଼ଶ ପୂଜା – ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ: ଯେଉଁ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସୁଛନ୍ତି ସେମାନେ ପ୍ରଥମେ ମା’ ବାଟମଙ୍ଗଳାଙ୍କୁ ଦର୍ଶନ କରିଥାନ୍ତି। ମା’ ବାଟମଙ୍ଗଳାଙ୍କୁ ଦର୍ଶନ କରି ଯାତ୍ରା ଆରମ୍ଭ କଲେ ରାସ୍ତାରେ କୌଣସି...

କଟକ ଦଶହରାରେ ସାହି ମୁରବିମାନଙ୍କର କ’ଣ ଥାଏ ଭୂମିକା?

ଓଡ଼ିଶାଲାଇଭ୍ ବ୍ୟୁରୋ ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା। (କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଶୁଭ୍ର ଆକାଶ ତଳେ ଆଉ ଏକ...

ଦଶହରା ପାଇଁ କଟକରେ ଟ୍ରାଫିକ୍ କଟକଣା – ଦିନ ୪ଟାରୁ ରାତି ୧୨ଟା ‘ୱାନ୍ ୱେ ଟ୍ରାଫିକ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଜାଣନ୍ତୁ ଦଶହରା ସମୟରେ କଟକରେ କେଉଁ ରାସ୍ତାରେ ଗାଡ଼ି ଯିବ ଏବଂ କେଉଁ ରାସ୍ତାରେ ଯିବ ନାହିଁ। କଟକ: ପୂଜା ସମୟରେ କଟକ ସହରରେ ଟ୍ରାଫିକ୍ ପରିଚାଳନା ପାଇଁ କମିସିନରେଟ୍ ପୋଲିସ ପକ୍ଷରୁ...