ଈଟିଭି ଏବଂ ଓଟିଭିରେ ବିକାଶମୂଳକ ସାମ୍ବାଦିକତା – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୩୨)

ଡକ୍ଟର ଫକୀର ମୋହନ ନାହାକ ‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...

ବାଲେଶ୍ୱର ଦଶହରାର ମୁଖ୍ୟ ଆକର୍ଷଣ ବାଡ଼ି ଖେଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ଏଠାରେ ଦଶହରାରେ ନିଆରା ପରମ୍ପରା ଦେଖିବାକୁ ମିଳେ। ସବୁଠାରୁ ବଡ଼ କଥା ହେଲା ଦଶହରା ଅବସରରେ ମୁଖ୍ୟ ଆକର୍ଷଣ ପାଲଟିଥାଏ ବାଡ଼ି...

କଟକ ଦୁର୍ଗା ପୂଜାରେ ଜରି ମେଢ଼ର ଆଦର

ଓଡ଼ିଶାଲାଇଭ୍ ବ୍ୟୁରୋ ସମୟ ବଦଳିବା ସହ କଟକର ଦୁର୍ଗା ପୂଜା ପାଳନର ଢଙ୍ଗ ବି ବଦଳୁଛି। ଏବେ ଅଧିକାଂଶ ପୂଜା ମଣ୍ଡପରେ ଚାନ୍ଦି ମେଢ଼ ଶୋଭା ପାଉଥିବାବେଳେ ଆଉ କିଛି ପୂଜା ମଣ୍ଡପରେ ମା’ଙ୍କୁ...

‘ରୋଜିସ୍ କିଚେନ’ରୁ ସଫଳ ମହିଳା ଉଦ୍ୟୋଗୀ ସରୋଜା ଚୌଧୁରୀ

ସଂଗୀତା ମାନସିଂହ [youtube https://www.youtube.com/watch?v=P-0dzxp_1IY] ରୋଷେଇ ଆସୁନଥିଲା ବୋଲି ଦିନେ ଯିଏ ଶାଶୂଙ୍କଠାରୁ ପଦିଏ ମିଠା ଗାଳି ଶୁଣିଥିଲେ, ଏବେ ତାଙ୍କ ହାତ ରନ୍ଧା ଖାଦ୍ୟ ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା। ଭୁବନେଶ୍ୱରରେ...

ଇତିହାସରେ ଜୟପୁର ଦଶହରା – ରୁପା ବିମାନରେ ବସି ୯ ଦିନ ସହର ପରିକ୍ରମା କରୁଥିଲେ ମା’ କନକଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଜା ବିକ୍ରମଦେବ ନିଜ ରାଜଧାନୀ ଜୟପୁରକୁ ଆଣିବା ପରେ ସେଠାରେ ପ୍ରତିଷ୍ଠା ହୋଇଥିଲେ ଦେବୀ କନକଦୁର୍ଗା। ସେବେଠାରୁ ଦେବୀଙ୍କ ଆରାଧନା ସହ ଜୟପୁରରେ ପାଳିତ ହୋଇ ଆସୁଛି ଶାରଦୀୟ ଦଶହରା। କୋରାପୁଟ...

କେନ୍ଦ୍ରାପଡ଼ାର ନିଆରା ପରମ୍ପରା: ଦୁର୍ଗାପୂଜା ବେଳେ ହୁଏ କୁମାରୀଙ୍କ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହିରେ ଦୁର୍ଗାପୂଜା ଅବସରରେ ମା’ଙ୍କୁ ଭିନ୍ନ ପରମ୍ପରାରେ ପୂଜା କରାଯାଏ। ଆସିଛି ପାର୍ବଣର ଋତୁ। ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ।...

ଦୁର୍ଗାପୂଜା ସମୟରେ ପାଳନ କରାଯାଏ ୫ଟି ମୁଖ୍ୟ ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗ ତଥା କେତେକ ପ୍ରମୁଖ ସ୍ଥାନରେ ପାଳନ କରାଯାଇଥାଏ ୫ଟି ମୁଖ୍ୟ ପରମ୍ପରା। ସେହି ପରମ୍ପରା ବିଷୟରେ ଆସନ୍ତୁ ଜାଣିବା। ଦୁର୍ଗାପୂଜା ସମୟରେ ପାଳନ କରାଯାଉଥିବା ୫ଟି ମୁଖ୍ୟ ପରମ୍ପରା...

ଉତ୍କଳ ସନ୍ତାନ: ଉତ୍କଳ ଗୌରବ ମଧୁସୂଦନ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭିରୁ! ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ? (୧) ତୋ ପୂର୍ବ ପୁରୁଷେ ବୀର ପଣିଆରେ ଲଭିଥିଲେ କେତେ ଖ୍ୟାତି ହାକିମ ନିକଟେ ଦୁଃଖ କହିବାକୁ କିମ୍ପା...

ଚୌଧୁରୀ ବଜାର ଦୁର୍ଗାପୂଜାରେ ନିଆରା ପରମ୍ପରା: ମା’ଙ୍କ ପାଖରେ ଭୋଗ ହୁଏ ପରିବା ଚୋପା-ଜହ୍ନିପୋଡ଼ା’

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଦୁର୍ଗାପୂଜାର ସବୁଠୁ ବଡ଼ ଆକର୍ଷଣ ହେଉଛି ଚାନ୍ଦିମେଢ଼। ଆଉ ଏଠାରେ ଚାନ୍ଦିମେଢ଼ର ପରମ୍ପରା ଆରମ୍ଭ କରିଥିବା ପୂଜା କମିଟି ହେଉଛି ଚୌଧୁରୀ ବଜାର ଦୁର୍ଗା ପଞ୍ଚାୟତ କମିଟି। କେବଳ ଚାନ୍ଦି...

‘ଫୋର୍ବସ ଇଣ୍ଡିଆ’ ମାଗାଜିନ କଭରରେ ୟୁନିକର୍ନ କ୍ଳବରେ ସାମିଲ ହୋଇଥିବା ଭାରତର ପ୍ରଥମ ଉଦ୍ୟୋଗୀ ଦମ୍ପତି ଆଶିଷ-ରୁଚି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Z5u89fn4eJQ] ପ୍ରତିଷ୍ଠିତ ବିଜିନେସ୍ ପତ୍ରିକା ‘ଫୋର୍ବସ ଇଣ୍ଡିଆ’ର କଭର ପେଜରେ ସ୍ଥାନ ପାଇଛନ୍ତି ୟୁନିକର୍ନ କ୍ଲବରେ ଏଣ୍ଟ୍ରି କରିଥିବା ପ୍ରଥମ ଭାରତୀୟ ଉଦ୍ୟୋଗୀ ଦମ୍ପତି ଆଶିଷ ମହାପାତ୍ର ଏବଂ ରୁଚି କାଲ୍‌ରା।...