ନାବାଳକ ସ୍କୁଟି ଚାଳକକୁ ୨୬ ହଜାର ଟଙ୍କା ଫାଇନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍‌। କଟକ ବାରଙ୍ଗ ଥାନା ଛକରେ ଧରା ପଡ଼ିବା ପରେ ଜରିମାନା କଲା ପରିବହନ ବିଭାଗ। ନାବାଳକ ହୋଇ ଗାଡ଼ି ଚଲାଉଥିବାରୁ ୨୫...

ନବରଙ୍ଗପୁର କନିଷ୍ଠ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର କନିଷ୍ଠ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ହସ୍ତତନ୍ତ, ବୟନ ଶିଳ୍ପ ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସହ ନବରଙ୍ଗପୁର ସାଂସଦ ରମେଶ ମାଝୀ ପ୍ରମୁଖ...

ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍‌ ନକଲେ ଦ୍ଵିତୀୟ ବର୍ଷ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୁକ୍ତ ଦୁଇ ପିଲାଙ୍କ ପାଇଁ କଡ଼ାକଡ଼ି ହେଲା ପରୀକ୍ଷା ନିୟମ। ଏଣିକି ପ୍ରଥମବର୍ଷ ପରୀକ୍ଷାରେ ପାସ୍‌ ନକଲେ ଯାଇପାରିବେନି ଦ୍ଵିତୀୟ ବର୍ଷ। ଦ୍ଵିତୀୟ ବର୍ଷକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ୩୩ ପ୍ରତିଶତ...

ବିଦ୍ୟୁତ ବିଲ୍ ବାକି ଅଛି କି? ଜାନୁଆରି ୧୬ରୁ କଟିବ ଆପଣଙ୍କ ଲାଇନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଦ୍ୟୁତ୍ ବିଲ୍ ବାକି ଥିଲେ ଜାନୁଆରି ୧୬ରୁ ସେସୁ ଆପଣଙ୍କ ଲାଇନ୍ କାଟିଦେବ। ଆପଣ ବିଦ୍ୟୁତ୍ ବ୍ୟବହାର କରି ମାସ ଶେଷରେ ବିଦ୍ୟୁତ୍ ବିଲ୍ ପୈଠ କରୁଛନ୍ତି ତ? ଯଦି ଆପଣ ଜାଣିଶୁଣି...

କେମିତି ପ୍ରସ୍ତୁତ କରିବେ ମକର ଚାଉଳ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ହିନ୍ଦୁ ଧର୍ମରେ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ ମକର ସଂକ୍ରାନ୍ତି। ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ମକର ଚାଉଳ। ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ସଠିକ ପ୍ରଣାଳୀ। ସାମଗ୍ରୀ: ନୂଆ ଅରୁଆ...

ସବୁ ଚେଷ୍ଟା ଫେଲ୍ – ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ, ୨୨ରେ ଫାଶୀ ପକ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ଭୟା ଦୋଷୀଙ୍କୁ ଫାଶୀ ପକ୍କା।  ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ୱାରା ଦାଖଲ ହୋଇଥିବା କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଫଳରେ ଫାଶୀରୁ ବଞ୍ଚିବା ପାଇଁ ଦୋଷୀ ସବୁ...

ଆଉ ୮ ଦିନ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ଭୟା ଗଣଦୁଷ୍କର୍ମ ଦୋଷୀଙ୍କୁ ଆଉ ୮ ଦିନ ପରେ ଦିଆଯିବ ଫାଶୀ। ସେଥିପାଇଁ ତିହାର ଜେଲରେ ବି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଅନ୍ୟପକ୍ଷରେ ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଫାଶୀରୁ...

ଜମ୍ମୁ କଶ୍ମୀରରେ ବରଫ ଝଡ଼, ୩ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀରର କୁପବାଡ଼ା ଜିଲ୍ଲାରେ ବରଫ ଝଡ଼ ହେବା କାରଣରୁ ୩ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଛି। ଏହାସହ ଏହି ଝଡ଼ରେ ଆଉ ଜଣେ ଯବାନ ନିଖୋଜ ଥିବା ମଧ୍ୟ ସୂଚନା...

ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ୩...

ଅନ୍ତର୍ଜାତୀୟ ଗୁଡ଼ିଉଡ଼ା ଉତ୍ସବ – ରଙ୍ଗ ବେରଙ୍ଗ ଗୁଡ଼ିରେ ରଙ୍ଗୀନ ଗୁଜୁରାଟ ଆକାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗୁଜୁରାଟରେ ଅନ୍ତର୍ଜାତୀୟ ଗୁଡ଼ି ଉତ୍ସବ ଧୁମଧାମରେ ଚାଲିଛି। ଜାନୁଆରି ୧୧ରୁ ସାବରବତୀ ନଦୀ କୂଳରେ ଏହି ଉତ୍ସବ ଆରମ୍ଭ ହୋଇଛି। ଏହି ମହୋତ୍ସବରେ ଭଳିକି ଭଳି ଓ...