ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ବାତିଲ, ସିରିଜ ହାତେଇଲା ନ୍ୟୁଜିଲାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ନ୍ୟୁଜିଲାଣ୍ଡ ଏହି ସିରିଜକୁ ୧-୦ରେ ଅଗ୍ରଣୀ ରହି ଜିତି ନେଇଛି। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ...

ନିର୍ମାଣ ହେବ ସ୍ଵଭାବ କବି ଗଙ୍ଗାଧର ମେହେର ଭବନ, ଜମି ଓ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ସାହିତ୍ୟର ଯଶସ୍ଵୀ ସାଧକ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ଵରଠାରେ ସ୍ଵଭାବ କବି ଗଙ୍ଗାଧର ମେହେର ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି...

ସରିଲା ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା: ଡିସେମ୍ବର ୯ରୁ ଆରମ୍ଭ ହେବ ମୂଲ୍ୟାୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ନଭେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଶେଷ ହୋଇଛି। ଆସନ୍ତା ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ। ଏ ନେଇ ବୁଧବାର ଦିନ ମାଧ୍ୟମିକ...

ଡିସେମ୍ବର ୩୧ ଯାଏଁ ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ମାସେ ବଢ଼ିଲା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧି। ଏ ସମ୍ବନ୍ଧରେ ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି। ଶେଷ ନମ୍ବର ୧, ୨, ୩,୪...

କୁଲତା ସମାଜର ଧର୍ମଶାଳା ପାଇଁ ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ। ସୋମବାର ଦିନ ଓଡ଼ିଶା କୁଲତା ସାମାଜର ଏକ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା...

ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ମିଳିଲା ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ। ରେଜିଷ୍ଟରଡ ଭେହିକିଲ ସ୍କ୍ରାପିଂ ଫ୍ୟାସିଲିଟି ପଲିକିକୁ ରାଜ୍ୟ ସରକାର ଅନୁଦୋନ କରିଛନ୍ତି। ଯାନବାହନ ଜନିତ ବାୟୁ ପ୍ରଦୂଷଣ ରୋକିବାରେ ଏହି...

ଓକିଲ ଆନ୍ଦୋଳନ ସମୟରେ ଉତ୍ତେଜନା, ଓକିଲ ଓ ପୋଲିସ ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଛି ସମ୍ବଲପୁର ଓକିଲ ସଙ୍ଘ। ବୁଧବାର ଓକିଲ ଆନ୍ଦୋଳନ ଚାଲିଥିବାବେଳେ ପୋଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି।...

ଆଜିଠୁ ଆରମ୍ଭ ହେବ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ

ଓଡ଼ିଶାଲାଇଭ୍ ବ୍ୟୁରୋ   ଆଜିଠୁ ଆରମ୍ଭ ହେଉଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ। ଏହି ଶିଳ୍ପ ମହାକୁମ୍ଭର ତୃତୀୟ ସଂସ୍କରଣକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ...

ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା, ସବୁଠୁ ଥଣ୍ଡା ସହର ପାଲଟିଛି ସେମିଳିଗୁଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା। କୋରାପୁଟରେ ଅନୁଭୂତ ହେଉଛି ସାଂଘାତିକ ଶୀତ। ସେମିଳିଗୁଡ଼ାରେ ରେକର୍ଡ ହୋଇଛି ସର୍ବନିମ୍ନ ତାପମାତ୍ରା। ୬ଡିଗ୍ରୀ ତଳେ ପାରଦ ରହିବା ସହିତ ରାଜ୍ୟର ସବୁଠୁ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡିରେ ହାଜର ହେଲେ ଖଗେଶ୍ଵରଙ୍କ ବିଜନେସ୍ ପାର୍ଟନର ଅବିନାଶ ପ୍ରିୟଦର୍ଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ବୁଧବାର ଦିନ ହାଜର ହୋଇଛନ୍ତି ଖଗେଶ୍ଵର ପାତ୍ରଙ୍କ ବିଜନେସ୍ ପାର୍ଟନର ଅବିନାଶ ପ୍ରିୟଦର୍ଶୀ। ମଙ୍ଗଳବାର ଦିନ ଏହି ମାମଲାରେ ଇଡି କାର୍ଯ୍ୟାଳୟରେ...