ଛୋଟ ବଜେଟ୍ର ବଲିଉଡ ପିଲ୍ମ ବଡ଼ ପରଦାରେ ବ୍ଲକ୍ ବଷ୍ଟର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଚଳିତବର୍ଷ ଏଯାଏଁ ବଲିଉଡରେ ରିଲିଜ୍ ହୋଇଛି କେତୋଟି ସରପ୍ରାଇଜ୍ ହିଟ୍ ସିନେମା। ଯାହା ଛୋଟ ବଜେଟ୍ରେ ନିର୍ମାଣ ହୋଇଥିଲେ ମଧ୍ୟ ପରଦାରେ ବଡ଼ ଧମାକା କରିଛି। ଆସନ୍ତୁ ଜାଣିବା ସେହି...
ପୁରୀର ସାହାଜାନପୁର ଗାଁ – ଏଠି ମଦ ପିଇଲେ ଦେବାକୁ ପଡ଼େ ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମଗିରି ବ୍ଲକର ସାହାଜାନପୁର ଗାଁ
ମଦ୍ୟପାନ ଉପରେ କଟକଣା
ମଦ ପିଇ ଉତ୍ପାତ କଲେ ଗଛରେ ବନ୍ଧା ହେବାକୁ ପଡ଼େ
ଅନ୍ୟ ଗ୍ରାମ ପାଇଁ ଉଦାହରଣ ପାଲଟିଛି ସାହାଜାନପୁର
ସମ୍ପୂର୍ଣ୍ଣ...
ଶ୍ରଦ୍ଧାଞ୍ଜଳି – ଚିତ୍ତ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଅକ୍ଷୟ ମହାନ୍ତିଙ୍କୁ ଓଡ଼ିଶାର କିଶୋର କୁମାର କୁହାଯିବ ଓ ପ୍ରଣବ ପଟ୍ଟନାୟକଙ୍କୁ ମୁକେଶ, ତାହାଲେ ଓଡ଼ିଆ ସଙ୍ଗୀତର ମହମ୍ମଦ ରଫି ହେଉଛନ୍ତି ଚିତ୍ତ ଜେନା। ତାଙ୍କର ପରଲୋକରେ ଓଡ଼ିଶା ଜଣେ...
ଜିଲ୍ଲାପରିଷଦ ସଭ୍ୟଙ୍କ ଅଭିଯୋଗ – ପ୍ରସ୍ତାବକୁ ମାନୁ ନାହାନ୍ତି ବିଭାଗୀୟ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଜିଲ୍ଲାପରିଷଦ ବୈଠକରେ ଗୃହୀତ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉନି। ଜିଲ୍ଲାପରିଷଦ ସଭାରେ ବରିଷ୍ଠ ଅଧିକାରୀମାନେ ଅନୁପସ୍ଥିତ ରହି ତଳିଆ କର୍ମଚାରୀମାନଙ୍କୁ ପଠାଇ କେବଳ ଔପଚାରିକ...
ବୁଧବାର ରଣବୀର-ଦୀପିକାଙ୍କ ବାହାଘର, ଅପେକ୍ଷାରେ ଇଟାଲୀର ରୟାଲବିଲା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଆଉ କିଛି ଘଣ୍ଟାର ପ୍ରତୀକ୍ଷା ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଦୀପିକା ଓ ରଣବୀର। ୧୪ ଓ ୧୫ ନଭେମ୍ବର ଦୁଇ ଦିନ ଧରି ଇଟାଲୀରେ ଉଭୟଙ୍କର ବାହାଘର...
ମେକ୍ ଇନ୍ ଓଡ଼ିଶା – ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିଳ୍ପପତିଙ୍କୁ ଧନ୍ୟବାଦ ଦେଲେ ନବୀନ
ନବୀନ କହିଲେ, "ସଫଳ ହୋଇଛି ମେକ୍ ଇନ୍ ଓଡ଼ିଶା - ୨୦୧୮"
ଓଡ଼ିଶାରେ ୫ ଲକ୍ଷ ୯୧ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ
୨୦୨୦ରେ...
ଚିରସବୁଜ ସଙ୍ଗୀତପାଇଁ ମନେ ରହିବେ ଚିତ୍ତ ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
'ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର' ଏଭଳି ଚିରସବୁଜ ସଙ୍ଗୀତରେ କଣ୍ଠଦାନ କରିଥିବା ବର୍ଷିୀୟାନ କଣ୍ଠଶିଳ୍ପୀକୁ ହରାଇ ଓଲିଉଡର ବଡ଼ ବଡ଼ ଅଭିନେତା, ସଙ୍ଗୀତକାର, ନିର୍ଦ୍ଦେଶକମାନେ ମର୍ମାହତ ହୋଇଛନ୍ତି। ଆସନ୍ତୁ...
୫ଟି ସଂସ୍ଥା ସହ ଏମ୍ଓୟୁ ସ୍ୱାକ୍ଷର କଲା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେକ୍ ଇନ୍ ଓଡ଼ିଶା କନକ୍ଲେଭ - ୨୦୧୮ ପରିପ୍ରେକ୍ଷୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି।
ମଙ୍ଗଳବାର ଦିନ 'ସ୍କିଲ୍ଡ ଇନ୍ ଓଡ଼ିଶା - ସ୍କିଲ୍ଡ...
ଜାଣନ୍ତୁ ୧୪ ତାରିଖରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮ରେ କ’ଣ ରହିଛି କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ସରକାର ନଭେମ୍ବର ୧୪ ତାରିଖ ସକାଳ ୧୦ଟାରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଜାଣନ୍ତୁ କ’ଣ ରହିଛି କାର୍ଯ୍ୟକ୍ରମ...
ମହିଳା ଔଦ୍ୟୋଗିକ ପ୍ଲେନାରୀ
...
କୋଣାର୍କ ମନ୍ଦିର ପ୍ରସଙ୍ଗକୁ ନେଇ ବସିଲା ଉଚ୍ଚସ୍ତରୀୟ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କ ମନ୍ଦିରରେ ସାଧା ପଥର ଲଗାଇବା ଘଟଣାକୁ ନେଇ ମଙ୍ଗଳବାର ସଚିବାଳୟରେ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ। ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା।
କୋଣାର୍କରେ କୌଣସି ପଥର ବଦଳା...





















