ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା – ୨ ଓଡ଼ିଆ ଶ୍ରମିକ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ୨ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବସ୍‌ଷ୍ଟାଣ୍ଡ୍ ନିକଟ ଏକ ଚା’ ଦୋକାନରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏକ କାର୍...

କେମୋଥେରାପି କମାଉଛି ସୋନାଲିଙ୍କ ଦୃଷ୍ଟିଶକ୍ତି

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏବେ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ଦୃଷ୍ଟିଶକ୍ତିରେ ଅସୁବିଧା ଦେଖା ଦେଇଛି। ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ଲଣ୍ଡନରେ କ୍ୟାନ୍ସରର ଚିକିତ୍ସା କରାଉଛନ୍ତି। ସେ ହାଇଗ୍ରେଡ୍‌ କ୍ୟାନ୍ସରରେ ପୀଡ଼ିତ। କିନ୍ତୁ...

ବଜାରରୁ ଆଣିଥିଲେ ୧୪୬ ଟଙ୍କାର ଜିନିଷ! ପ୍ୟାକେଟ ଖୋଲିବାରୁ ମିଳିଲା ୧୩ ଲକ୍ଷ ଟଙ୍କାର ହୀରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏମିତି ଏକ ଘଟଣା, ଯାହା ଶୁଣିଲେ ହୁଏତ ସହଜେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ। ମାତ୍ର ୧୪୬ ଟଙ୍କାର ଜିନିଷ କିଣି, କେହି ଯେ ୧୩ ଲକ୍ଷ ଟଙ୍କାର ଲାଭ ପାଇବ,...

୧୫ଶହ କୋଟିର କ୍ଷତି, ଚିନ୍ତାରେ ପେଟିଏମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ଆର୍ଥିକ ବର୍ଷରେ ପେଟିଏମକୁ ୮୭୯.୬ କୋଟି ଟଙ୍କାର ଘାଟା ହୋଇଥିଲା। ତେବେ ତାର ଏହି ଘାଟାର କିଛି ମୁଖ୍ୟ କାରଣ ରହିଛି। କମ୍ପାନିରେ କର୍ମଚାରୀ ବଢିବା, ଇନଫରମେସନ ଟେକ୍ନୋଲୋଜି ଓ ଆଡ୍...

ପ୍ରହଲ୍ଲାଦ ମହାରଣା – ଅସହାୟ ରୋଗୀଙ୍କ ପାଇଁ ଦେବଦୂତ

କଟକରୁ ଅଭିଜିତ ଦାସ କଟକ ବଡ଼ ମେଡିକାଲକୁ କୌଣସି ଅସହାୟ ରୋଗୀଙ୍କୁ ଦେଖିଲେ ପ୍ରହଲ୍ଲାଦଙ୍କ ହୃଦୟ ତରଳି ଯାଏ। ‘ମାନବ ସେବା ହିଁ ମାଧବ ସେବା’ - ଏହି ଉକ୍ତିକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ...

ବିଶ୍ୱାସ ନହେଲେ ବି ସତ – ଇଞ୍ଜିନିୟରିଂ କୋଚିଂ ଦେଉଛି ସପ୍ତମ ଶ୍ରେଣୀ ଛାତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସତରେ ଶୀର୍ଷକଟିକୁ ଆପଣ ପଢ଼ୁଥିଲେ ମଧ୍ୟ ଏହାକୁ ବିଶ୍ୱାସ କରିପାରୁନଥିବେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏତେ କମ୍ ବୟସରେ ହସନ ୩୦ ଜଣ ଇଞ୍ଜିନୟରିଂ ଛାତ୍ରଛାତ୍ରୀଙ୍କୁ ମାଗଣା ପଢ଼ାଉଛନ୍ତି। ବି-ଟେକ୍ ଓ...

ବିବାହର ଦୁଇ ଦିନ ପରେ ଗର୍ଭବତୀ – ସ୍ତ୍ରୀଙ୍କୁ ପ୍ରେମ କଲେ, ନବଜାତକକୁ ମାରିଦେଲେ ସ୍ୱାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିହାର କାନପୁରର ଗୋବିନ୍ଦ ନଗରରେ ଘଟିଛି ଅଭାବନୀୟ ଘଟଣା। ବିବାହ ପୂର୍ବରୁ ସ୍ତ୍ରୀଙ୍କର ଅନ୍ୟଜଣଙ୍କ ସହ ସମ୍ପର୍କ ଥିଲା। ବିବାହର ଦୁଇଦିନ ପରେ ଜଣାପଡ଼ିଲା ସ୍ତ୍ରୀ ଗର୍ଭବତୀ ଅଛନ୍ତି। କିନ୍ତୁ ଗର୍ଭପାତ କରିବେ...

ରିଲିଜ୍‌ ଅପେକ୍ଷାରେ ଏସବୁ ଓଡ଼ିଆ ସିନେମା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦଶହରା ସରିଲା ଏବେ ପରଦାକୁ ଆସିବାକୁ ସଜବାଜ ହେଉଛି ବେଶ୍‌ କେତୋଟି ଓଡ଼ିଆ ଚଳଚ୍ଚିତ୍ର। ଆସନ୍ତୁ ସେସବୁ ସିନେମା ଉପରେ ନଜର ପକାଇବା… ଦଶହରା ପରେ କେତେକ ଓଡ଼ିଆ ଚଳଚ୍ଚିତ୍ର ପାଇପ୍‌...

ଧଳା ଚାଦରରେ ଘୋଡ଼େଇ ହୋଇଛି କାଶ୍ମୀର – ପ୍ରବଳ ତୁଷାରପାତ, ପର୍ଯ୍ୟଟକ ହୀନସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ପ୍ରବଳ ତୁଷାରପାତରେ ଘୋଡ଼େଇ ହୋଇରହିଛି ପୂରା କାଶ୍ମୀର। ରାସ୍ତା ଉପରେ ମଧ୍ୟ ବରଫ ଜମାହେଇ ରହିଥିବାରୁ ଗାଡ଼ି ମଟର ଚଳାଚଳ ହୋଇପାରୁନାହିଁ। ଫଳରେ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି। ସକାଳୁ ତୁଷାରପାତ...

ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକ – ୬ଟି ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୫ ପ୍ରକଳ୍ପର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟରେ ଶନିବାର ଦିନ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୬ଟି...