ରାମ ମନ୍ଦିର ପାଇଁ ସରକାର ଆଣନ୍ତୁ ଆଇନ: ମୋହନ ଭାଗବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ଆସିଲା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ତେଜିଲା। ଏନେଇ ଆଜି ବଡ଼ ବୟାନ ଦେଇଛନ୍ତି ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ। ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆଇନ...

‘ମି ଠୁ’ ଜାଲରେ ବଲିଉଡର ଦବଙ୍ଗ ଖାନ୍ ସଲମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଲମାନ ଖାନ୍‌ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ନାଁରେ ଅଭିଯୋଗ ଆଣିଲେ ପୂଜା ମିଶ୍ରା। 'ମି ଠୁ' ଆନ୍ଦୋଳନ ଏବେ ସାରା ଦେଶରେ ଜୋର୍ ଧରିଛି। ଏହି ଆନ୍ଦୋଳନର ଶିକାର ହେଉଛନ୍ତି ଜଣେ ଜଣେ...

ପ୍ରଶାସନ ଶୁଣିଲାନି – ଝିଅର ଶବ କାନ୍ଧରେ ବୋହିଲା ବାପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଆତଙ୍କପୁର ଗାଁରେ ହୃଦୟବିଦାରକ ଘଟଣା। ଝିଅର ଶବ କାନ୍ଧରେ ବୋହି ୮ କିଲୋମିଟର ଚାଲିଲେ ବାପା। କଳାହାଣ୍ଡି ଜିଲ୍ଲାର ଦାନ ମାଝି ନିଜ ସ୍ତ୍ରୀର ଶବକୁ...

ମୋଦିଙ୍କୁ ନବୀନ ଲେଖିଲେ ଚିଠି – ‘ତିତ୍‌ଲି ପାଇଁ ଆଗ ଦିଅ ହଜାରେ କୋଟି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ମୋଟ ୨୭୭୦.୨୮ କୋଟି ଟଙ୍କାର କ୍ଷତି ଏନ୍‌ଡିଆର୍‌ଏଫ୍ ଫଣ୍ଡରୁ ୨୦୧୪.୦୯ କୋଟି ଟଙ୍କା ଦାବି ମଧ୍ୟବର୍ତ୍ତିକାଳୀନ ସହାୟତା ପାଇଁ ୧୦୦୦ କୋଟି ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ମୁଖ୍ୟମନ୍ତ୍ରୀ...

କୋଣାର୍କ ଗଣଦୁଷ୍କର୍ମ : ମେଡିକାଲ ରିପୋର୍ଟକୁ ଅପେକ୍ଷା, ପୀଡ଼ିତାଙ୍କୁ ଭେଟିଲେ ବିଜେପି-କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଗଣଦୁଷ୍କର୍ମ ମାମଲାକୁ ୪୮ ଘଣ୍ଟା ପୂରିଲାଣି। ହେଲେ ଘଟଣା ଉପରୁ ପରଦା ହଟାଇ ପାରିଲାନି ପୋଲିସ। ପ୍ରକୃତରେ ଗଣଦୁଷ୍କର୍ମ ହୋଇଛି ନା ଏଠି ଦେହ ବେପାର ଚାଲିଥିଲା ତାକୁ...

ଗଜପତିରେ ତିତ୍‌ଲି ପ୍ରଭାବିତଙ୍କୁ ଭେଟିଲେ ଧର୍ମେନ୍ଦ୍ର – କହିଲେ, “ଦାୟିତ୍ୱ ଭୁଲିଗଲେ ସରକାର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜପତି ଜିଲ୍ଲାର କଇଁପୁର ଗାଁ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ତୀର ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିତ୍‌ଲି ଓଡ଼ିଶା ଛାଡ଼ିବାର ୮ ଦିନ ହେଲାଣି। କିନ୍ତୁ ଏହାକୁ ନେଇ ରାଜନୀତି...

ଏମ୍ସରୁ ବାହାରିଲା ଜଗା, ବୁଲିଲା ଇଣ୍ଡିଆ ଗେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇଣ୍ଡିଆ ଗେଟ୍‌ରେ ବୁଲିଲା, ଦୋଳି ଖେଳି ମଜା ନେଲା ଜଗା। କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧରୁଛି। କାଳିଆ ଅପେକ୍ଷା ଜଗାର ସ୍ୱାସ୍ଥ୍ୟରେ ଅଧିକ ଉନ୍ନତି ପରିଲକ୍ଷିତ ହେଉଛି।...

ଆରପାରିରେ ଏନ୍ ଡି ତିୱାରୀ – ଜନ୍ମଦିନରେ ଶେଷ ନିଶ୍ୱାସ ଛାଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଡି ତିୱାରୀଙ୍କର ଆଜି ଦେହାନ୍ତ ଘଟିଛି। ଦିଲ୍ଲୀର ସାକେତସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ସେ ନିଶ୍ୱାସ ଛାଡ଼ିଛନ୍ତି। ସବୁଠୁ ବଡ଼ କଥା ହେଉଛି...

ମଧ୍ୟପ୍ରଦେଶରେ ରାଜଧାନୀ ଏକ୍ସପ୍ରେସକୁ ପିଟିଲା ଟ୍ରକ, ୨ ବଗି ଲାଇନଚ୍ୟୁତ

ଓଡ଼ିଶାଲାଇଭ୍ ବ୍ୟୁରୋ ଲେବୁଲ୍ କ୍ରସିଂ ଭାଙ୍ଗି ଟ୍ରେନକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରର ପ୍ରାଣଗଲା। ମଧ୍ୟପ୍ରଦେଶର ଥାନ୍ଦଲା ଷ୍ଟେସନରୁ ଅଳ୍ପ ଦୂରରେ ଥିବା ଲେବୁଲ୍ କ୍ରସିଂରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା...

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ନର୍ସିଂହୋମରେ ଭଙ୍ଗାରୁଜା

ଓଡ଼ିଶାଲାଇଭ୍ ବ୍ୟୁରୋ ବଜ୍ରକବାଟି ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତୋଜନା। ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। କଟକ ବଜ୍ରକବାଟି ରୋଡ୍‌ସ୍ଥିତ ଘରୋଇ ନର୍ସିଂହୋମରେ ଦେଖାଦେଇଛି ଏହି ଉତ୍ତେଜନା। ଡାକ୍ତରଙ୍କ ଚିକିତ୍ସା...