ତିତ୍ଲିରେ ୨୭୬୫ କୋଟି ଟଙ୍କାର କ୍ଷତି, କେନ୍ଦ୍ରକୁ ରିପୋର୍ଟ ଦେବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାହା ଆଶା କରାଯାଉ ନଥିଲା ତାଠୁ ଅଧିକ କ୍ଷତି କରି ଚାଲିଗଲା ତିତ୍ଲି।
ତିତ୍ଲି ପ୍ରଭାବରେ ଓଡ଼ିଶାରେ ହୋଇଛି ବ୍ୟାପକ କ୍ଷତି। ୨୭୬୫ କୋଟି ଟଙ୍କାର କ୍ଷତି ହୋଇଥିବା କହିଛନ୍ତି...
ମୁହଁରେ କଣା ଦାଗକୁ କରନ୍ତୁ ବାଏ ବାଏ!
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ୱଚାକୁ ଚିକ୍କଣ, ଦାଗ ମୁକ୍ତ କରିବାକୁ ସମସ୍ତେ ଚାହାନ୍ତି। ଏଥିପାଇଁ ବିଭିନ୍ନ କେମିକାଲ, ଲେଜର ଟ୍ରିଟ୍ମେଣ୍ଟ ଆପଣେଇଥାନ୍ତି। କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ। ତେବେ ଘରୋଇ ଉପାୟରେ ତ୍ୱଚାରେ ହୋଇଥିବା...
ଟ୍ରକ ପଛରେ ପିଟି ହେଲା ବାଇକ-୨ ବାଇକ ଆରୋହୀ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ରକ ପଛରେ ପଶିଗଲା ବାଇକ, ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ।
ନବରଙ୍ଗପୁର: ବୁଧବାର ରାତି ଉମରକୋଟ-ରାଇଘରପୁର ରାସ୍ତାରେ ଘଟିଛି ସଡ଼କ ଦୁର୍ଘଟଣା। ଏକ ମାଲବାହୀ ଟ୍ରକକୁ ପଛରୁ ଆସି ଧକ୍କା ଦେଇଥିଲା ବାଇକ।...
ପୂଜା ମଣ୍ଡପରେ ଧୁମଧାମରେ ଚାଲିଛି ମହାନବମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ର, ତନ୍ତ୍ର ଓ ଢୋଲ ବାଦ୍ୟରେ ଚାଲିଛି ମା'ଙ୍କ ମହାନବମୀ ପୂଜା
ରାଜ୍ୟରେ ବିଭିନ୍ନ ସ୍ଥାନରେ ମା'ଦୁର୍ଗାଙ୍କର ହେଉଛି ମହାନବମୀ ପୂଜା। ସୁନା, ଚାନ୍ଦି ଆଭୂଷଣରେ ଝଟକୁଛନ୍ତି ମା'। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର,...
ଅନୁଭବଙ୍କ ସହ ଥରେ ମାତ୍ର ସ୍କ୍ରିନ୍ ସେୟାର କରିଥିବା ନାୟିକା
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଆସନ୍ତୁ ଜାଣିବା ଅନୁଭବଙ୍କ ନାୟିକା ସାଜିଥିବା କେଉଁମାନଙ୍କୁ ଦ୍ୱିତୀୟ ଥର ଯୋଡ଼ି ବନାଇବାର ସୁଯୋଗ ମିଳିନାହିଁ…
ଓଲିଉଡରେ ସୁପରଷ୍ଟାର ଅନୁଭବଙ୍କ ବିପକ୍ଷରେ ଅଧିକାଂଶ ଆଗଧାଡ଼ିର ନାୟିକା ସୁଯୋଗ ମିଳିଛି। ତେବେ ଏମାନଙ୍କ...
ଜାଣନ୍ତୁ ‘ମି ଠୁ’ ମାଡ଼ରେ କିଏ ହେଲେ ଘାଇଲା?
ଓଡ଼ିଶାଲାଇଭ୍ ବ୍ୟୁରୋ
'ମି ଠୁ' ଆନ୍ଦୋଳନକୁ ନେଇ ଏବେ ସବୁଠି ଚର୍ଚ୍ଚା। 'ମି ଠୁ' ଆନ୍ଦୋଳନ ମାଧ୍ୟମରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଖୋଲୁଛି ଗୁମର ପେଡ଼ି। ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇଯାଉଛନ୍ତି ନାମଦୀ...
ରକ୍ତରଞ୍ଜିତ ହେଲା ପଟ୍ଟାମୁଣ୍ଡାଇର ମା’ ବୁଢ଼ୀ ଜାଗୁଳାଇଙ୍କ ପୀଠ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ମହାଷ୍ଟମୀ ତିଥିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ମା' ବୁଢ଼ୀ ଜାଗୁଳାଇଙ୍କ ପୀଠରେ ବଳିପଡ଼ିଲେ ୬୧ଟି ବୋଦା। ରକ୍ତରଞ୍ଜିତ ହୋଇଗଲା ମା'ଙ୍କ ପୀଠ। ପୋଲିସର ହସ୍ତକ୍ଷେପ ଯୋଗୁଁ ୨୦୧୭ରେ ଏହି ପୀଠରେ ବଳି...
କୋଣାର୍କରେ ଚାଞ୍ଚଲ୍ୟ – ବନ୍ଦ ଘରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ପୋଲିସର ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ ଦିନ ହେଲା ଚାଲିଥିଲା ଏହି ପାଶବିକ ଅତ୍ୟାଚାର
କୋଣାର୍କ ଥାନାରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି ଘଟଣା
ଅଭିଯୁକ୍ତଙ୍କ ପତ୍ତା ପାଇନି ପୋଲିସ
ଘର ମାଲିକକୁ ଗିରଫ...
ଟିଟୋ ପେଟ୍ରୋଲ ପମ୍ପରେ ସିବିଆଇ ରେଡ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋର ବେଆଇନ ପେଟ୍ରୋଲ ପମ୍ପ ଉପରେ ତଦନ୍ତ ଆରମ୍ଭ କଲା ସିବିଆଇ। ପୂର୍ବରୁ ଏସ୍ଟିଏଫ୍ ଟିଟୋର ଅପରାଧିକ ସାମ୍ରାଜ୍ୟ ଉପରେ ଚଢ଼ାଉ କରି ଗ୍ୟାଙ୍ଗଷ୍ଟର ଟିଟୋକୁ ଏବଂ ତାର...
ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ଓଡ଼ିଶା ଏକ୍ସଲେନ୍ସ ଆୱାର୍ଡ – ୨୦୧୮
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ୨୦ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ 'ଓଡ଼ିଶା ଏକ୍ସଲେନ୍ସ ଆୱାର୍ଡ-୨୦୧୮' ସମ୍ମାନ ପ୍ରଦାନ କରାଯାଇଛି। ଗତ ୧୫ ତାରିଖରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପଠାରେ ଓଡ଼ିଆ...





















