ଓଡ଼ିଶାରେ ଆଉ ୫ ଦିନ ଯାଏଁ କାଳବୈଶାଖୀ ବର୍ଷା, ଶୁକ୍ରବାର ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ  

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ କିଛି ଦିନ ଧରି କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିଛି। ଏହା ଫଳରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କମିଛି। ପ୍ରବଳ ଗରମରୁ ଲୋକମାନେ ରକ୍ଷା ପାଇଛନ୍ତି। ତେବେ ରାଜ୍ୟରେ...

କାଳବୈଶାଖୀ: ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଜାରି ରହିବ। ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର...

ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ କାଳବୈଶାଖୀ ପ୍ରଭାବରେ ଖରାର ପ୍ରକୋପ କମିଛି। ରାଜ୍ୟର ଅନେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ସୋମବାର କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ୯ଟି ଜିଲ୍ଲାରେ ଝଡ଼ବର୍ଷା ସହ କୂଆପଥର ପଡ଼ିବାର...

ତାତିରେ ଲାଗିଲା ବ୍ରେକ୍, ୪୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଶୁକ୍ରବାର ଦିନ କମିଛି। ରାଜ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ଓ ଥଣ୍ଡା ପବନ ପାଇଁ ତାପମାତ୍ରା ହ୍ରାସ ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନର...

ତାତିରୁ ତ୍ରାହି ନାହିଁ: ଅସହ୍ୟ ଗରମରେ ଛଟପଟ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ତାତିରୁ ତ୍ରାହି ମିଳୁନି। ସକାଳ ୮ଟା ପରେ ଘରୁ ବାହାରିବା ଲୋକଙ୍କ ପାଇଁ ମୁସକିଲ ହୋଇଯାଉଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଗୁରୁବାର...

ଜଳୁଛି ସାରା ଓଡ଼ିଶା, ଭୁବନେଶ୍ଵରରେ ନିଆଁ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତପ୍ତ ଖରାରେ ଜଳୁଛି ସାରା ଓଡ଼ିଶା। ମଙ୍ଗଳବାର ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ପ୍ରବଳ ଖରା ଏବଂ ଗରମ ଯୋଗୁଁ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ।...

ଆଉ ୪ ଦିନ ଅସହ୍ୟ ଗରମରେ ଛଟପଟ ହେବେ ଓଡ଼ିଶାବାସୀ, ବାରିପଦାରେ ୪୪ ଡିଗ୍ରୀ ଟପିଲା ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା କମିବାର ନାଁ ନେଉନି। ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି...

ଜଳୁଛି ଓଡ଼ିଶା: ତାତିରୁ ମିଳୁନି ତ୍ରାହି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢ଼ିବା ଯୋଗୁଁ ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଅସହ୍ୟ ତାତିରୁ ଯେମିତି ତ୍ରାହି ମିଳୁନି। ଶନିବାର ଦିନ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର ଏବଂ ଝାରସୁଗୁଡ଼ା।...

ଖରାରେ ସିଝୁଛି ଓଡ଼ିଶା, ବିଶ୍ଵର ୧୦ ଉତ୍ତପ୍ତ ସହର ମଧ୍ୟରେ ବାରିପଦା ଓ ଝାରସୁଗୁଡ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି। ରାଜ୍ୟରେ ବିଭିନ୍ନ ସହରରେ ତାପମାତ୍ରା ବୃଦ୍ଧି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ଶୁକ୍ରବାର ବିଶ୍ଵର ୧୦ଟି ଉତ୍ତପ୍ତ ସହର ମଧ୍ୟରେ...

ଓଃ କି ଖରା! ଅସହ୍ୟ ଗରମରେ ଆଉଟୁପାଉଟୁ ରାଜ୍ୟବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଜାରି ରହିଥିବା ଅସହ୍ୟ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆହୁରି ଦୁଇ ଦିନ ରାଜ୍ୟରେ ସ୍ଵାଭାବିକ ତାପମାତ୍ରାଠାରୁ ଅଧିକ ୩ରୁ ୫ ଡିଗ୍ରୀ ଯାଏଁ ରହିବା ନେଇ ଆକଳନ କରିଛି...