ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ମେ’ ୧୩ରେ ଖୋଲିବ ଓଡ଼ିଶା ହାଇକୋର୍ଟ। ବାତ୍ୟା ‘ଫନ’ ପ୍ରଭାବରେ କଟକରେ ବର୍ତ୍ତମାନ ପର୍ଯ୍ୟନ୍ତ ପରିସ୍ଥିତି ସ୍ୱଭାବିକ ହୋଇନଥିବାରୁ କୋର୍ଟ ବନ୍ଦ ରହିଛିା ଆସନ୍ତା ୧୩ ତାରିଖରୁ କୋର୍ଟରେ ସ୍ୱଭାବିକ ଭାବେ କାର୍ଯ୍ୟ ହେବ।

୧୩ ତାରିଖ ସୁଦ୍ଧା କଟକରେ ପରିସ୍ଥିତି ସୁଧାରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛିା ସହରରେ ସ୍ଥିତିରେ ସୁଧାର ଆସିବା ପରେ ଓଡ଼ିଶା ହାଇକୋର୍ଟ ଖୋଲିବ।

ବାତ୍ୟା ଫନିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ ସହର। ଫନିର ତାଣ୍ଡବ ବିଭିନ୍ନ ଅଞ୍ଚଳରେ ଛାରଖାର ପରିସ୍ଥିତି ସୃଷ୍ଟି କରିଛିା

Comment