ଓଡ଼ିଶାଲାଇଭ୍ ବ୍ୟୁରୋ
୨୨ ଡିସେମ୍ଵର ୨୦୨୦
-
ବ୍ରିଟେନ ଫେରନ୍ତାଙ୍କ ପାଇଁ ଗାଇଡଲାଇନ୍ ଆଣିଲେ କେନ୍ଦ୍ର ସରକାର, କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ
-
ରହସ୍ୟ ଖୋଲିଲେ ଅରୁଣ ବୋଥ୍ରା – ପରୀକୁ ହତ୍ୟା ପରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ
- ଆସନ୍ତା ବର୍ଷର ବଜେଟ ପ୍ରସ୍ତୁତ ପୂର୍ବରୁ ଜନସାଧାରଣଙ୍କ ଠାରୁ ପରାମର୍ଶ ଲୋଡ଼ିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର ଆଣ୍ଡ ଡି ଡିଭିଜନ-୧ର କିରାଣୀ ଅସିତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
- କଟକ ଜଗତପୁରରେ ନକଲି ସିମେଣ୍ଟ ତିଆରି କାରଖାନା ଠାବ, ନଷ୍ଟ ସିମେଣ୍ଟକୁ ନାମୀ ବ୍ରାଣ୍ଡର ସିମେଣ୍ଟ ବସ୍ତାରେ ଭରା ଯାଉଥିଲା
- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ହେବ ନୂଆ ନାମ
- ଆସନ୍ତା ଜାନୁଆରି ମାସରୁ ସମ୍ବଲପୁର ଦେବୀଝରଣରେ ପର୍ଯ୍ୟଟକଙ୍କୁ ପ୍ରଥମ ଥର ପାଇଁ ମିଳିବ ବୋଟିଂ ସୁବିଧା