ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୨୨ ସକାଳର ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ସଂକ୍ଷେପରେ

  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ କଲେଜ ଅଭିଯାନ’ର ଆରମ୍ଭ
  • ନବବିବାହିତ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଭେଟିଲେ ବଲିଉଡ ଷ୍ଟାର ଗୋବିନ୍ଦା
  • ଏବର୍ଷ କୋଭିଡ କଟକଣାରେ ୭ ଦିନ ଧରି ଚାଲିବ ବ୍ରହ୍ମପୁରର ଠାକୁରାଣୀଙ୍କ ଯାତ୍ରା
  • ଆହାର ଯୋଜନାରେ ମିଲ ସହ ଆଚାର ଦେବା ପ୍ରସ୍ତାବ ଥିବାରୁ ଓଡ଼ିଶା ମିଶନ ଶକ୍ତିର ଏକ ଦଳ ମହୀଶୂର ଗସ୍ତରେ ଯାଇଛନ୍ତି
  • ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନଖେଳାଳିଙ୍କ ପାଇଁ ଆରମ୍ଭ ହେଲା ୱେବସାଇଟ, ଏଣିକି ସବୁ ଅନଲାଇନରେ ଉପଲବ୍ଧ ହେବ
  • ବ୍ରହ୍ମପୁରରେ ଅପମିଶ୍ରିତ ମଦ ବିକ୍ରିକରୁଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଦ୍ୱାରା ଜଣେ ହୋମିଓପ୍ୟାଥିକ ଡାକ୍ତର ଗିରଫ
  • ନେତାଜୀ ସୁଭାଷ ବୋଷ, ଗାନ୍ଧିଜୀ ଓ ରୋଟାରୀର ପ୍ରତିଷ୍ଠାତା ପଲ ହରିସଙ୍କ ଏକ ସ୍ୱତନ୍ତ୍ର ପୋଷ୍ଟାଲ କଭରପୁରୀ ପୋଷ୍ଟ ଅଫିସରେ ଲୋକାର୍ପିତ
  • ରାଜଧାନୀ ଭୁବନେଶ୍ଵରରୁ ଠାବ ହୋଇଥିବା ୧୫ ଜଣ କରୋନା ଆକ୍ରାନ୍ତ ସ୍ଥାନୀୟ ସଂସ୍ପର୍ଶରେ ଆସିଥିବା କହିଲା ବିଏମସି
  • ରାଉରକେଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକାର୍ପଣ କରିଥିବା ସୁପର ସ୍ପେଶାଲିଟି ହସ୍ପିଟାଲ ଓଡ଼ିଶା,ଝାଡ଼ଖଣ୍ଡ ଓ ଛତିଶଗଡ଼ ଲୋକଙ୍କ ସେବାରେ ଆସିବ
  • ଓଡ଼ିଶାର ଭବିଷ୍ୟତ ନିର୍ମାଣରେ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Comment