କିଟ୍‌ରେ ମର୍ସିଡିସ୍‌ ବେଞ୍ଜର ଅଟୋମୋଟିଭ୍‍ ମେକାଟ୍ରୋନିକ୍ସ ଲର୍ଣ୍ଣିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ କିଟ୍‌ ବିଶ୍ଵବିଦ୍ୟାଳୟ‌ରେ ମଙ୍ଗଳବାର ମର୍ସିଡିସ୍‌ ବେଞ୍ଜର ଅଟୋମୋଟିଭ୍‍ ମେକାଟ୍ରୋନିକ୍ସ ଲର୍ଣ୍ଣିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଉଦ୍‌ଘାଟିତ ହୋଇଛି। ମର୍ସିଡିସ୍‌ ବେଞ୍ଜ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଟିନ୍‍ ସ୍ୱେ ଏହି ସେଣ୍ଟରକୁ...

ଏଟିଏମ୍‌ ନେଣଦେଣ ଉପରେ କଟକଣା: ୬ ଘଣ୍ଟା ମଧ୍ୟରେ ଦୁଇ ଥର ଉଠାଇ ପାରିବେ ନାହିଁ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତି ଏଟିଏମ୍‌ ନେଣଦେଣ ମଧ୍ୟରେ ୬ ରୁ ୧୨ ଘଣ୍ଟାର ଅନ୍ତର ରଖିବା ପାଇଁ ଦିଲ୍ଲୀ ଷ୍ଟେଟ୍‌ ଲେବଲ୍‌ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ ଏଟିଏମରୁ...

ଆଜିଠୁ ଆରମ୍ଭ ହେଲା Realme 5 ସ୍ମାର୍ଟଫୋନର ବିକ୍ରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ଆଜିଠୁ ଆରମ୍ଭ ହେଲା 'ରିୟଲମି ୫' ସ୍ମାର୍ଟଫୋନର ବିକ୍ରି। ଆଜି ଦିନ ୧୨ଟାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଗ୍ରାହକ ଏହି ସ୍ମାର୍ଟଫୋନକୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଏବଂ 'ରିୟଲମି...

ହୋଲ୍‌ସେଲ୍ ବଜାରରେ ପିଆଜ ସଙ୍କଟ, କଟକ ଛତ୍ର ବଜାରରେ କିଲୋ ୩୫

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ପିଆଜ ଦର ଏବେ ହୁ ହୁ ହୋଇ ବଢିଚାଲିଛି। ଦୁଇ ସପ୍ତାହ ଭିତରେ ମୂଲ୍ୟ ପ୍ରାୟ ୧୫ଟଙ୍କା ବଢିଗଲାଣି। ଆଗକୁ ସାସେ ପର୍ଯ୍ୟନ୍ତ ଦର କମିବାର ସମ୍ଭାବନା କମ୍। ପ୍ରବଳ...

ପ୍ରଥମଥର ୪୦ ହଜାର ଟପିଲା ସୁନାଦର

ଓଡ଼ିଶାଲାଇଭ ବ୍ୟୁରୋ ଗ୍ରାହକଙ୍କ ପାଇଁ ପୁଣି ଚିନ୍ତା ବଢ଼ାଇଛି ସୁନାଦର। ଏଥର ପ୍ରଥମଥର ପାଇଁ ପ୍ରତି ୧୦ ଗ୍ରାମରେ ସୁନାଦର ୪୦ ହଜାର ଟପିଛି। ସେହିପରି ରୁପା ଦର ମଧ୍ୟ ଏକ କିଲୋ ଗ୍ରାମକୁ...

ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ୫ଟି ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ମିଳିଛି ୫ଟି ପୁରସ୍କାର। ନିକଟରେ ସିଙ୍ଗାପୁରରେ ଆୟୋଜିତ ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓ ୩ଟି ଟେଲିକମ୍‍ ବିଭାଗରେ ଉତ୍କର୍ଷତା ଏବଂ ଅନ୍ୟ ଦୁଇଟି ଡିଜିଟାଲ ମାର୍କେଟିଂ...

XIMBରେ ବାର୍ଷିକ ସମ୍ମିଳନୀ ଫିନୋମିକ୍ସ -୨୦୧୯

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍‌ବିର ଅର୍ଥଶାସ୍ତ୍ର ସଙ୍ଗଠନ ‘ଏକ୍ସ-ଫିନ୍’ର ବାର୍ଷିକ ସମ୍ମିଳନୀ ‘ଫିନୋମିକ୍ସ’ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ସମ୍ମିଳନୀର ବିଷୟବସ୍ତୁ ଥିଲା, ‘‘ଋଣ ପରିଶୋଧ ଅକ୍ଷମତା - ଏକ ନୂଆ ଆରମ୍ଭ ନା ଅନ୍ତ?’’। ଏହି...

‘ଏମ୍ଆଇ ଏ୩’ ଓ ‘ରିୟଲମି ୫ ପ୍ରୋ’କୁ ଟକ୍କର ଦେବ ‘ମୋଟୋରଓଲା ୱାନ ଆକ୍ସନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତକାଲି ମୋଟୋରଓଲା କମ୍ପାନି ଭାରତରେ ଏକ ନୂଆ ସ୍ମାର୍ଟଫୋନ ‘ମୋଟୋରଓଲା ୱାନ ଆକ୍ସନ' ଲଞ୍ଚ କରିଛି। ତେବେ ପୂର୍ବରୁ ବଜାରରେ ଥିବା ସାଓମୀ ଏମ୍‌ଆଇ ଏ୩ ଏବଂ ରିୟଲମି ୫ ପ୍ରୋ...

ଭାରତରେ ଲଞ୍ଚ୍‌ ହେଲା Motorola One Action ସ୍ମାର୍ଟଫୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ୍‌ ଫୋନ ନିର୍ମାତା କମ୍ପାନି ମୋଟୋରୋଲା ଭାରତରେ ଲଞ୍ଚ କରିଛି ଏକ ନୂଆ ସ୍ମାର୍ଟଫୋନ୍‌ ‘ମୋଟୋରଓଲା ୱାନ ଆକ୍ସନ'। ନୂଆ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ କରାଯାଇଥିଲା।...

ନାଲ୍‌କୋକୁ ମିଳିଲା ଡନ୍ ଆଣ୍ଡ୍ ବ୍ରାଡଷ୍ଟ୍ରିଟ୍ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ନବରତ୍ନ କମ୍ପାନି ନାଲ୍‌କୋକୁ ରପ୍ତାନି କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ନିମନ୍ତେ ୨୦୧୯ ବର୍ଷ ପାଇଁ ଡନ୍ ଆଣ୍ଡ୍ ବ୍ରାଡଷ୍ଟ୍ରିଟ୍ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ପିଏସ୍ୟୁ ପୁରସ୍କାର ପ୍ରଦାନ ଉତ୍ସବରେ...