ଓ-ହବକୁ ଏକ ବର୍ଷ: ବାର୍ଷିକ ଉତ୍ସବରେ ଶିଳ୍ପ ମନ୍ତ୍ରୀଙ୍କ ଆହ୍ଵାନ – ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା...

ଓଡ଼ିଶାଲାଇଭ୍ ବ୍ୟୁରୋ ଓ-ହବ ପୂର୍ଣ୍ଣ କରିଛି ଏକ ବର୍ଷ। ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପରିଚିତ ଏବଂ ପ୍ରତିଷ୍ଠିତ କରିବାକୁ ଯୁବବର୍ଗ ଆଗେଇ ଆସନ୍ତୁ ବୋଲି ଓ-ହବର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି...

ଓଡ଼ିଆ ଉଇକିମିଡିଆ ୟୁଜର ଗ୍ରୁପର ଚିନ୍ତନ ଶିବିର ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ସ୍ଥିତ ଫର୍ଚୁନ୍ ପାର୍କ ସିସ୍ମୋଠାରେ ଓଡ଼ିଆ ଉଇକିମିଡିଆ ୟୁଜର ଗ୍ରୁପ୍‌ର ଚିନ୍ତନ ଶିବିର ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ଓଡ଼ିଆ ଉଇକିଆଳିଙ୍କ ସମେତ କିଛି ସାନ୍ତାଳୀ...

ଖାରଜ ହେଲା ରିମାଣ୍ଡ ଆବେଦନ, ଜେଲ ଗଲେ ଅର୍ଚ୍ଚନା   

ଓଡ଼ିଶାଲାଇଭ୍ ବ୍ୟୁରୋ ଜେଲ୍ ଗଲେ ଅର୍ଚ୍ଚନା ନାଗ। ୬ ଦିନିଆ ରିମାଣ୍ଡରେ ଯାଇଥିବା ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଆଜି ଅର୍ଚ୍ଚନାଙ୍କୁ କୋର୍ଟର ହାଜର କରିବା ସହ ଆଉ ଦୁଇ ଦିନ...

ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଅଖିଳ ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ସମାରୋହ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ସାହିତ୍ୟର ଅନ୍ୟତମ ନିର୍ମାତା ଅଖିଳ ମୋହନ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏକ ସାରସ୍ଵତ ସମାରୋହ ପାଳିତ ହୋଇଯାଇଛି। ରବିବାର ଭୁବନେଶ୍ୱରସ୍ଥିତ ପାନ୍ଥ ନିବସରେ ଅଖିଳ ମୋହନ ଫାଉଣ୍ଡେସନ ପକ୍ଷରୁ ଏହି...

ଛାତ୍ରଙ୍କ ବେକରୁ ବାହାରିଲା ଜାଭେଲିନ, ସଦାନନ୍ଦଙ୍କ ପାଇଁ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଚାଲିଥିବାବେଳେ ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶିଯାଇଥିଲା ଜାଭେଲିନ। ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଅସ୍ତ୍ରୋପଚାର...

ରାଜଧାନୀରେ ମଶା ଦମନ ପାଇଁ ଆରମ୍ଭ ହେଲା ଡ୍ରୋନ ପରୀକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ମଶା ଦମନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଛି ଡ୍ରୋନର ପ୍ରଥମ ପରୀକ୍ଷଣ। କୋଲକାତା ମଡେଲରେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ପକ୍ଷରୁ ଭୁବନେଶ୍ଵରରେ ଡ୍ରୋନ ସହାଯ୍ୟରେ ମଶା ମାରିବାକୁ...

ରାମୋଜୀ ଫିଲ୍ମ ସିଟି ମଡେଲରେ ହେବ କଳିଙ୍ଗ ଷ୍ଟୁଡିଓ – କୁନା ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ଷ୍ଟୁଡିଓର ନବକଳେବର ପାଇଁ ରାଜ୍ୟ ସରକାର ୧୫୦କୋଟିର ଅନୁଦାନ ପ୍ରଦାନ କରିଛନ୍ତି। ୨୬ ଏକର ଜମିରେ ୪ଟି ଷ୍ଟେଜରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ। ୨୦୨୩ ଜୁନ୍ ମାସ ସୁଦ୍ଧା...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଅର୍ଥ ହେରଫେର ମାମଲାରେ ଦୁଇଥର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଶନିବାର ଦିନ ତୃତୀୟ ଥର ପାଇଁ ହାଜର ହୋଇଛନ୍ତି।...

ଭୁବନେଶ୍ଵରରେ ମଶା ପ୍ରାଦୁର୍ଭାବକୁ ନେଇ ବିଏମସି କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ମଶା ଉପଦ୍ରବକୁ ନେଇ ଶୁକ୍ରବାର ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ମାଶାରି ପକାଇ, ଧୂଆଁ ଲଗାଇ ଅଭିନବ ଉପାୟରେ...

ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ତଥ୍ୟ ପାଇଁ ଖଣ୍ଡଗିରି ଥାନାରେ ପହଞ୍ଚିଲା ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ଅର୍ଥ ହେରଫେର ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ କରିବାକୁ ଶୁକ୍ରବାର ଦିନ ଖଣ୍ଡଗିରି ଥାନାରେ ପହଞ୍ଚିଥିଲା ଇଡିର ତଦନ୍ତକାରୀ ଟିମ୍। ଖଣ୍ଡିଗିରି ଥାନାରୁ ଗୋଟିଏ ଫାଇଲ...