ପବ୍ଲିକ ସ୍କାନରରେ ପୋଲିସ ଓ ସରକାରୀ ଗାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଲିସ ଓ ସରକାରୀ ଗାଡ଼ି ଯାଞ୍ଚ କରିବାକୁ ଦାବି କଲେ ସାଧାରଣ ଲୋକେ। ପୋଲିସ ସବୁବେଳେ ପବ୍ଲିକ ଗାଡ଼ିକୁ ଚେକିଂ କରି ଜରିମାନା ଆଦାୟ କରିଥାଏ। କିନ୍ତୁ ଆଜି ଓଲଟା ଚିତ୍ର ଦେଖିବାକୁ...

ମୟୁରଭଞ୍ଜ – ମହିଳାଙ୍କୁ ନିର୍ମମ ହତ୍ୟା, ଗଣ୍ଡିରୁ ମୁଣ୍ଡକୁ ଅଲଗା କଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ପାଟୁଳିଡ଼ିହି ବନ୍ଧସାହି ଗ୍ରାମର ଜିରାମଣି ସୋଏ ନାମକ ଜଣେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ...

ଜୟପୁର : ଡକାୟତି ଯୋଜନା ପଣ୍ଡ କଲା ପୋଲିସ, ୫ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ  କୋରାପୁଟ ଜିଲ୍ଲା ଜୟପୁର କୋଟପାଡ଼ ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି। ଡକାୟତି ଯୋଜନାର ସୁରାକ ପାଇ କୋଟପାଡ଼ ପୋଲିସ ଚଢାଉ କରିଥିଲା। ପୋଲିସ ଚଢାଉ କରି...

ପୋଲିସ-ମାଓବାଦୀ ଗୁଳିବିନିମୟ ଘଟଣା – ନିର୍ଦ୍ଦୋଶରେ ଖଲାସ ହେଲେ ମାଓନେତା ସବ୍ୟସାଚୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡା:  ୨୦୦୨ ମସିହା ପୋଲିସ-ମାଓବାଦୀ ଗୁଳିବିନିମୟ ମାମଲାରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ଅଧିକ ସାକ୍ଷ୍ୟ ପ୍ରମାଣ ଅଭାବରୁ ରାୟଗଡ଼ା ଜିଲ୍ଲା ଦୌରା ଜଜ୍‌ କୋର୍ଟ ତାଙ୍କୁ ନିର୍ଦ୍ଦୋଶରେ...

ପ୍ରତିଶ୍ରୁତି ଦେଇ ପ୍ରତାରଣା କଲା ପ୍ରେମିକ  

ଓଡ଼ିଶାଲାଇଭ ବ୍ୟୁରୋ ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରିରୀକ ସମ୍ପର୍କ ରଖିଲେ ଯୁବକ। ବର୍ତ୍ତମାନ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ଜୟପୁର ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଅଭିଯୁକ୍ତ କୈଳାସ...

ଖୋର୍ଦ୍ଧା ପୋଲିସର ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ରାଜଧାନୀ ପରେ ଖୋର୍ଦ୍ଧା ପୋଲିସ ମଧ୍ୟ ଆକ୍ସନ ମୋଡରେ। ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ନିକଟରେ ବୁଧବାର ରାତିରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାଁ ଆହତ ହୋଇଛି। ତା...

ନ୍ୟୁଜ୍‌ ଅପ୍‌ଡେଟ୍‌ @ 11AM (୦୫ ସେପ୍ଟେମ୍ବର, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର… ଆଜି ହେଉଛି ଗୁରୁଦିବସ। ଗୁରୁଙ୍କ ଉଦ୍ଦେଶ୍ୟରେ ସାରା ଦେଶ ପାଳୁଛି...

ରାଜଧାନୀରେ ଏନକାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ଗୋଟିଏ ପରେ ଗୋଟିଏ ଅପରାଧୀକୁ ସାବାଡ଼ କରିବାକୁ ଲାଗିଛି ରାଜଧାନୀ ପୋଲିସ। କିଛିଦିନର ବିରତୀ ପରେ ଆଜି ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି କମିସନରେଟ ପୋଲିସ। ଡକାୟତି ଉଦ୍ଦେଶ୍ୟରେ...

ଗଣେଶ ପୂଜାରେ ଚାନ୍ଦା ଆଦାୟ କଲେ, ୧୩ ବନ୍ଧା ହେଲେ

ଓଡ଼ିଶାଲାଇଭ ବ୍ୟୁରୋ ଜବରଦସ୍ତ ଚାନ୍ଦା ଆଦାୟ କରିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ୧୩ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ଵର, ଢେଙ୍କାନାଳ, ସୁନ୍ଦରଗଡ଼ ଓ ରାୟଗଡ଼ାରେ ୫ ମାମଲା ରୁଜୁ ହୋଇଛି। ଏହାସହ ପାର୍ବଣରେ ବେଆଇନ ଚାନ୍ଦା...

ମୟୂରଭଞ୍ଜ : ରାଗରେ ପୁଅକୁ କଚାଡ଼ି ମାରିଲା ବାପା

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରୋଧରେ ଉତ୍‌କ୍ଷିପ୍ତ ହୋଇ ନିଜର ୬ ବର୍ଷର ପୁଅକୁ ହତ୍ୟା କରିଛି ବାପା। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗାଁରେ। ମଙ୍ଗଳବାର ଲାବଣ୍ୟଦେଇପୁର ଗାଁର...