କନଫର୍ମ ହେଲା ‘ପତି ପତ୍ନୀ ଅର ୱ’ର ରିଲିଜ୍‌ ଡେଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ୨୦୧୮ ଭଳି ୨୦୧୯ ବି ଖାସ୍‌ ରହିଛି। ପ୍ରଥମେ ତାଙ୍କ ଅଭିନୀତ ଫିଲ୍ମ ଲୁକା ଛୁପି ବକ୍ସ ଅଫିସ୍‌ରେ କମାଲ କରିଥିଲାବେଳେ ଦର୍ଶକଙ୍କୁ ପସନ୍ଦ...

ରଣବୀର, ଆଲିୟାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆୱାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇରେ ଶନିବାର ଫିଲ୍ମଫେୟାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି। ବଲିଉଡ କଳାକାରଙ୍କ ପାଇଁ ଏହି ସମାରୋହ ବହୁତ ଖାସ। ଏହି ସମାରୋହରେ କଳାକାରଙ୍କୁ ବିଭିନ୍ନ ବର୍ଗରେ ପୁରୁସ୍କୃତ କରାଯାଇଥାଏ। ଫିଲ୍ମ ଫେୟାର...

ବିଗ୍‌ବସ୍‌ ମୁକୁଟ ପିନ୍ଧିବା ପରେ ଏବେ କିଏ କେଉଁଠି?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବିଗ୍‌ବସ୍‌ ପରି ଶୋ'ରେ ସୁଯୋଗ ପାଇବାର ଅର୍ଥ ଲୋକପ୍ରିୟତା ହାତପାହାନ୍ତରେ। ବିଗ୍‌ବସ୍‌ ମଞ୍ଚରେ ସୁଯୋଗ ପାଇବାର ମାନେ ରାତାରାତି ସେଲିବ୍ରିଟି ପାଲଟି ଯାଆନ୍ତି। ବିଗ୍‌ବସ୍‌ ୧୨ର ବିଜୟିନୀ ଦୀପିକା କକ୍କଡ...

ପିଏମ୍‌ ନରେନ୍ଦ୍ର ମୋଦି ଫିଲ୍ମର ପ୍ରଥମ ଗୀତ ‘ସୌଗନ୍ଧ ମୁଝେ ଇସ୍‌ ମିଟିକୀ’ ରିଲିଜ

 ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ପିଏମ୍‌ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ଟ୍ରେଲର ନିକଟରେ ରିଲିଜ ହୋଇଛି। ଟ୍ରେଲର ରିଲିଜ ହେବାପରେ ଦର୍ଶକ ଏହାକୁ ଖୁବ୍‌ ପସନ୍ଦ କରିଥିଲେ। ଏବେ ଏହି ଫିଲ୍ମର ପ୍ରଥମ ଗୀତକୁ ମଧ୍ୟ...

ଜାଣନ୍ତୁ ‘ନୋଟବୁକ୍‌’ରେ ଅଭିନୟ କରୁଥିବା ଜାହିର ଓ ପ୍ରନୂତନ ବିଷୟରେ କିଛି ଅଜଣା କଥା  

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସଲମାନ ଖାନ୍‌ ପ୍ରଡକସନ୍‌ ହାଉସ୍‌ରେ ନିର୍ମାଣ ହେଉଥିବା ଫିଲ୍ମ ‘ନୋଟବୁକ୍‌’ ନେଇ ଏବେ ସବୁଠି ଚର୍ଚ୍ଚା। ଫିଲ୍ମଟିର କାହାଣୀକୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାହାଠୁ ଅଧିକ ଚର୍ଚ୍ଚା ହେଉଛି...

କାହିଁକି ଫ୍ଲଫ୍‌ ହେଲା ‘ଟ୍ୟୁବ୍‌ଲାଇଟ୍‌’, ଜାଣନ୍ତୁ ସଲମାନ୍‌ଙ୍କ ମୁହଁରୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଦବଙ୍ଗ ସଲମାନ୍‌ ଖାନ ବର୍ତ୍ତମାନ ତାଙ୍କ ଅଗାମୀ ଫିଲ୍ମ ‘ଭାରତ’ର ସୁଟିଙ୍ଗ୍‌ରେ ବ୍ୟସ୍ତ ଅଛନ୍ତି। ‘ଭାରତ’ ଫିଲ୍ମକୁ ନେଇ ଏବେଠୁ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ସାଧାରଣତଃ ସଲମାନ୍‌ ଖାନଙ୍କ...

ଓଡ଼ିଶାଲାଇଭର ୟୁଟ୍ୟୁବ୍ ଚ୍ୟାନେଲ୍ ୫ଲକ୍ଷ ସବସ୍କ୍ରାଇବର୍ ଟପିଲା, ୧୧ କୋଟିରୁ ଅଧିକ ଭିଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍ ନିକଟରେ ୫ଲକ୍ଷ  ସବସ୍କ୍ରାଇବର୍ ଟପିଯାଇଛି। ତା’ ସାଙ୍ଗକୁ ବର୍ତ୍ତମାନ ସୁଦ୍ଧା ଏହା ୧୧ କୋଟି ୫୦ ଲକ୍ଷରୁ ଅଧିକ ଭିଉଜ୍ ହାସଲ କରି ଓଡ଼ିଶାରେ ଏକ ଆଗଧାଡିର...

ବାବୁସାନଙ୍କ ତିନିଟି ରେକର୍ଡ-ବ୍ରେକିଂ ସିନେମା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡ ସୁପରଷ୍ଟାର ବାବୁସାନ୍‌ ‘ରୋମିଓ – ଦ ଲଭର ବୟ’ରୁ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଯାଏଁ ଅନେକ ସିନେମାରେ ନାୟକ ଭାବେ ନଜର ଆସିଛନ୍ତି। ହେଲେ ଜାଣନ୍ତି କି ଏହିସବୁ ଫିଲ୍ମ ମଧ୍ୟରୁ ତାଙ୍କର ତିନିଟି ସିନେମା ରେକର୍ଡ–ବ୍ରେକିଂ ଥିଲା। ଆସନ୍ତୁ ଜାଣିବା ସେହି ସିନେମାଗୁଡ଼ିକ ସମ୍ପର୍କରେ… ଓଲିଉଡ ସୁପରଷ୍ଟାର୍ ବାବୁସାନ ବ୍ରଜରାଜ ମୁଭିଜ୍‌ ନିବେଦିତ ତଥା ହର ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ସିନେମା ‘ରୋମିଓ- ଦ ଲଭର ବୟ’ରୁ କ୍ୟାରିଅର ଆରମ୍ଭ କରିଥିଲେ।...

ମଣିଷପଣିଆ ଦେଖାଇଲେ ସାଉଥ ସୁପରଷ୍ଟାର ମହେଶ ବାବୁ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ କୁହାଯାଇଥାଏ କୌଣସି ଅସୁସ୍ଥ ଲୋକକୁ ଖୁସି କରିବାଠୁ ବଡ଼ କିଛି ପୂଣ୍ୟ ନଥାଏ। ବିଶେଷକରି ସେତେବେଳେ ଯେତେବେଳେ ରୋଗୀ ପ୍ରତିମୁହୂର୍ତ୍ତରେ ମୃତ୍ୟୁର ଡରରେ ବଞ୍ଚିଥାଏ। ଏମିତି ପରିସ୍ଥିତିରେ ସେହି ବ୍ୟକ୍ତିର...

ବଲିଉଡରେ ‘ବଲମ୍‌ ପିଚ୍‌କାରୀ’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ହୋଲି ରଙ୍ଗରେ ମତୁଆଲା ହୋଇଛନ୍ତି ଅନେକ ଅଭିନେତା ଓ ଅଭିନେତ୍ରୀ। ବିଗ୍‌-ବି ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କ ପର୍ଯ୍ୟନ୍ତ ସେଲିବ୍ରିଟି ପରଦାରେ ଖିବ୍ ନିଆରା ଢଙ୍ଗରେ...