ମାର୍ଚ୍ଚ ୧୬ରୁ କୋଭିଡ ଟିକା ନେବେ ୧୨ରୁ ୧୪ ବର୍ଷର ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯିବ କୋଭିଡ଼ ଟିକା। ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ୧୨ରୁ ୧୪ ବର୍ଷର ପିଲାଙ୍କ ଟିକାକରଣ କରାଯିବ। ଏହା ସହ ୬୦ ବର୍ଷରୁ...

ବିଶ୍ୱ ବୃକକ ଦିବସ ଅବସରରେ ହେଲଥ୍ ଆପ୍‌ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ   ବିଶ୍ୱ ବୃକକ୍ ଦିବସ ଅବସରରେ ଆଲନିଚ୍ ଲାଇଫ୍‌ସାଇନ୍ସ ପକ୍ଷରୁ ୟୁଜର୍‌-ଫ୍ରେଣ୍ଡଲି ହେଲଥ୍ ଆପ୍‌ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ସିକେଡି(କ୍ରୋନିକ୍ କିଡ୍‌ନୀ ଡିଜିଜ୍‌) ରୋଗୀଙ୍କୁ ଡାକ୍ତରମାନଙ୍କ ସହାୟତାରେ ଉପଯୁକ୍ତ...

କେବେ ଅନୁତାପ କରିଛନ୍ତି କି? କ’ଣ କହୁଛନ୍ତି ମନସ୍ତତ୍ଵବିତ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=lsSRqaBPfwU] ‘ଅନୁତାପ’ ଏପରି ଏକ ଶବ୍ଦ ଯାହା ପ୍ରତି ମଣିଷ ଜୀବନରେ ଆସିଥାଏ ଏବଂ ପ୍ରଭାବ ମଧ୍ୟ ପକାଇଥାଏ। ଅନୁତାପ କାହାକୁ ନକରାତ୍ମକ ପଥ ଦେଖାଏ ତ କାହାକୁ ସକରାତ୍ମକ ଅନୁଭୂତି...

ମାର୍ଚ୍ଚ ୭ରୁ ସୁନ୍ଦରଗଡ଼ ଜିଲ୍ଲାରେ ବାତଜ୍ୱର ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଗର୍ଭବତୀ ମା’ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ ଫାଇଲେରିଆ ବା ବାତ ଜ୍ୱର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ...

ମେଦ ବହୁଳତା: କେମିତି କମିବ ଓଜନ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=8AKxYk1l980] ବଦଳୁଥିବା ସମୟ ସହ ଲୋକଙ୍କ ଖଦ୍ୟପେୟରେ ପରିବର୍ତ୍ତନ ଆସିଛି। ଯାହା ଦ୍ଵାରା ବିଭିନ୍ନ ରୋଗ ଦେଖା ଦେଉଛି। ବର୍ତ୍ତମାନ ସମୟରେ ମେଦ ବହୁଳତା ଏକ ବଡ଼ ସମସ୍ୟା ହୋଇଛି। ମେଦ...

ଗର୍ଭନିରୋଧକ : କେଉଁଟିକୁ ବାଛିବେ ମହିଳା ?

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=dkTLMnmbJM4] ମହିଳାମାନଙ୍କ ପାଇଁ ଗର୍ଭନିରୋଧକ କେତେ ଲାଭ ଦାୟକ? ସ୍ଥାୟୀ ଏବଂ ଅସ୍ଥାୟୀ ଗର୍ଭନିରୋଧକ ମଧ୍ୟରୁ କେଉଁଟି ମହିଳାମାନେ ବାଛିବେ ସେନେଇ ଡିଜିଟାଲ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ସ୍ୱାସ୍ଥ୍ୟପ୍ଲସ ଓଡ଼ିଆକୁ ସ୍ତ୍ରୀ ଓ...

ଆପଣଙ୍କ ପିଲା ମୋବାଇଲ ଦେଖୁଥିଲେ ସତର୍କ ହୋଇଯାଆନ୍ତୁ : ବିଗିଡ଼ି ପାରେ ମାନସିକ ସନ୍ତୁଳନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vSdNEcsRzcU] ବର୍ତ୍ତମାନ ସ୍ମାର୍ଟଫୋନ କବଳରେ ପଡ଼ିଛନ୍ତି କୋମଳମତି ଶିଶୁ। ମୋବାଇଲ ପିଲାଙ୍କ ମାନସିକ, ଶାରୀରିକ ଏବଂ ବୌଦ୍ଧିକ ବିକାଶ ପ୍ରଭାବିତ କରୁଛି। ମୋବାଇଲ ଯୋଗୁଁ ପିଲାଙ୍କର କ’ଣ ସବୁ କ୍ଷତି ହୁଏ...

କଟକଣାରେ ମହାଶିବରାତ୍ରୀ : ଏଥରବି ନିରାଶ ଶ୍ରଦ୍ଧାଳୁ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ମନ୍ଦିର ପୂଜକଙ୍କଠାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଜାଗର ପାଇଁ ମନ୍ଦିରଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଥର କୋଭିଡ କଟକଣା ମଧ୍ୟରେ ମହାଦେବଙ୍କ...

ମହାଶିବରାତ୍ରୀ : ଆଡ଼କାଠ ପାଖରୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିପାରିବେ ନାହିଁ ଭକ୍ତ। ଲିଙ୍ଗରାଜ ମନ୍ଦିରରେ ଜାଗର ଦିନ ଆଡ଼କାଠ ପାଖରୁ ହିଁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ଭକ୍ତ। ଚଳିତ ଥର ସାହାଣମେଲା ଦର୍ଶନ ଓ...

ରାଜ୍ୟରେ କମୁଛି କୋଭିଡ ସଂକ୍ରମଣ : ୫୩୪ ନୂଆ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣ କମିବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୩୪ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ...