National

ଭାଙ୍ଗିବ ଏସପି-ବିଏସପି ମେଣ୍ଟ! ଉପନିର୍ବାଚନରେ ଏକାକୀ ଲଢ଼ିବ ମାୟାବତୀଙ୍କ ଦଳ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ଉତ୍ତର ପ୍ରଦେଶରେ ଏସପି(ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି)ବିଏସପି ମହାମେଣ୍ଟକୁ ନେଇ ଏବେ ରାଜନୀତି ଜୋର ଧରିଛିା ଖୁବଶୀଘ୍ର ମେଣ୍ଟ ଭାଙ୍ଗିବ ବୋଲି ମଧ୍ୟ କୁହାଯାଉଛିା କାରଣ ୨୦୧୯...

କିଏ ହେବେ ଲୋକସଭାର ବାଚସ୍ପତି? ମେନକା ନା ଏସ.ଏସ ଅହଲୁୱାଲିଆ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଐତିହାସିକ ବିଜୟ ସହ ବିଜେପି କେନ୍ଦ୍ରରେ ସରକାର ଗଢ଼ିଲା। ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ, ମୋଦିଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ୫୮ଜଣ ମନ୍ତ୍ରୀବି ଶପଥ ନେଲେ।...

ଦାୟିତ୍ୱ ନେଲେ ପ୍ରତାପ ଷଡ଼ଙ୍ଗୀ

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ। MSME, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ପାଳନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ପ୍ରତାପ ଷଡ଼ଙ୍ଗୀ। ପ୍ରତାପ ରାଷ୍ଟ୍ରମନ୍ତ୍ରୀ ଭାବେ...

୨୦ ଘଣ୍ଟା ପରେ ବି ଏନ-୩୨ର ବିମାନର ମିଳୁନି ପତ୍ତା

ଓଡ଼ିଶାଲାଇଭ ବ୍ୟୁରୋ ସୋମବାରଠୁ ନିଖୋଜ ଥିବା ବାୟୁସେନାର ବିମାନ ଆଣ୍ଟୋନୋଭ ଏଏନ-୩୨ର ଏଯାଏଁ ପତ୍ତା ମିଳୁନି। ନିଖୋଜ ପରଠୁ ବାୟୁସେନା ପକ୍ଷରୁ ବିମାନକୁ ଖୋଜିବାକୁ ପ୍ରୟାସ ଜାରି ରହିଛିା ବିମାନ ସନ୍ଧାନରେ ସି୧୩୦ ଜେ, ସି...

ଜୁନ୍ ୮ରେ ମୋଦିଙ୍କ ମାଳଦ୍ଵୀପ୍ ଗସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୮ରେ ଦୁଇଦିନିଆ ମାଳଦ୍ବୀପ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରାଣାଳୟର ସୂଚନାନୁସାରେ ଜୁନ ୮ରେ ମୋଦି ମାଳଦ୍ଵୀପରେ ପହଞ୍ଚିବେ। ସେଠାରେ ମୋଦି ପାର୍ଲାମେଣ୍ଟରେ ଉଦବୋଧନ ଦେବେ। ଏହା ସହିତ...

ଏଣିକି ଦିଲ୍ଲୀ ମେଟ୍ରୋ ଏବଂ ବସ୍‌ରେ ମାଗଣା ଯାତ୍ରା କରିବେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ପରେ ଦିଲ୍ଲୀ ନିର୍ବାଚନର ୮ ମାସ ପୂର୍ବରୁ ମହିଳାମାନଙ୍କ ପାଇଁ ବଡ଼ ଉପହାର ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଣିକି ଦଲ୍ଲୀ ମେଟ୍ରୋ ଏବଂ ଡିଟିସି ବସ୍‌ରେ ମହିଳାମାନେ...

ମୋଦିଙ୍କୁ ପ୍ରଶଂସା କରିବାରୁ ଦଳରୁ ବିଦା ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶଂସା କରି ଦଳରୁ ବିଦା ହେଲେ କଂଗ୍ରେସର ପୂର୍ବତନ ବିଧାୟକ। ଏଭଳି ଏକ ଘଟଣା ଘଟିଛି କେରଳରେ। କେରଳର ପୂର୍ବ ବିଧାୟକ ତଥା ବରିଷ୍ଠ ନେତା ଏପି ଅବଦୁଲ୍ଲା...

ଏଣିକି ସାଇବାବାଙ୍କ ଦର୍ଶନ ବେଳେ ଭକ୍ତଙ୍କୁ ଲାଗିବନି ଗରମ, ଲାଗିଲା ୧୬୦ଟନର ଏସି

ଓଡ଼ିଶାଲାଇଭ ବ୍ୟୁରୋ ସାଧାରଣତଃ ଯେତେବେଳେ ଆପଣ କୌଣସି ବଡ଼ ମନ୍ଦିରକୁ ଦର୍ଶନ ପାଇଁ ଯାଇଥାନ୍ତି, ସେଠାରେ ଲାଗୁଥିବା ଲମ୍ବା ଲାଇନ୍, ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଆପଣଙ୍କୁ ଭଗବାନଙ୍କ ଦର୍ଶନ ମିଳିପାରିଥାଏ। ବିଶେଷ କରି ଖରାଗରମରେ...

ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ତ୍ତମାନର ସବୁଠାରୁ ବଡ଼ ଖବର। ଭାରତୀୟ ବାୟୁସେନାର ବିମାନ ଏଏନ୍‌-୩୨ ନିଖୋଜ ହୋଇଥିବାର ଖବର ସାମ୍ନାକୁ ଆସିଛି। ପ୍ରାୟ ୨ ଘଣ୍ଟା ହେବ ବିମାନର କୌଣସ ଖୋଜଖବର ମିଳୁନଥିବା ସୂଚନା ମିଳିଛି। ଏଏନ୍‌-୩୨...

ସିଆଚେନରେ ଯବାନଙ୍କୁ ଭେଟିଲେ ରାଜନାଥ, ସହିଦଙ୍କୁ କଲେ ସଲାମ

ଓଡ଼ିଶାଲାଇଭ ବ୍ୟୁରୋ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଜମ୍ମୁ କଶ୍ମୀରର ସିଆଚେନ ଗ୍ଲେସିଅର ଗସ୍ତ କରିଛନ୍ତିା ପ୍ରତିକୂଳ ପରିବେଶରେ ବି ଯବାନମାନେ ସାହସିକତାର ସହ କାର୍ଯ୍ୟ କରୁଥିବାରୁ ରାଜନାଥ ସିଂହ ଯବାନଙ୍କୁ ପ୍ରଂଶସା...