National

ପୁନଃ ଅବସ୍ଥାପିତ ପରେ ଆଲୋକ ବର୍ମାଙ୍କ ବଡ଼ ନିଷ୍ପତ୍ତି – ପ୍ରଥମ ଦିନରେ ଅନେକ ବଦଳିକୁ କଲେ ବାତିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମୁଖ୍ୟ ପଦରେ ପୁନଃ ଅବସ୍ଥାପିତ ହୋଇଥିଲେ ଆଲୋକ ବର୍ମା। ବୁଧବାର ଦାୟିତ୍ୱ ଗ୍ରହଣ କରିବା ପରେ କେତେକ ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବ ଅନ୍ତରୀଣ ମୁଖ୍ୟ ଏମ....

ଭାରତୀୟ ପୁରୁଷ ହକି କୋଚ୍ ପଦରୁ ହଟିଲେ ହରେନ୍ଦ୍ର ସିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ପୁରୁଷ ହକି ଦଳର କୋଚ୍ ହରେନ୍ଦ୍ର ସିଂଙ୍କୁ ପଦବୀରୁ ହଟାଇ ଦିଆଯାଇଛି। ୨୦୧୮ରେ ପୁରୁଷ ହକି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଏପରି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି। ମାତ୍ର...

ରାହୁଲ-ସୋନିଆଙ୍କୁ ଆୟକର ବିଭାଗ ଦେଲା ୧୦୦ କୋଟିର ଟିକସ ନୋଟିସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟାସନାଲ ହେରାଲ୍ଡ ମାମଲାରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଲାଗିଛି ଶକ୍ତ ଝଟକା। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଟିକସ ପୈଠ...

୨୦୧୯ ପାଇଁ କସରତ – ରାମଲୀଳା ମଇଦାନରେ ମୋଦି ଦେବେ ଗୁରୁମନ୍ତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାର ଦିଲ୍ଲୀର ରାମଲୀଳା ମଇଦାନରେ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଦିଲ୍ଲୀ ସିଂହାସନ ପୁଣି ଅକ୍ତିଆର କରିବାକୁ ବିଜେପି ଶିବିରରେ ଚାଲିଛି ଜୋରଦାର ପ୍ରସ୍ତୁତି।...

ରାଜ୍ୟସଭାରେ ପାସ୍ ହେଲା ସବର୍ଣ୍ଣ ସଂରକ୍ଷଣ ବିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦ ଘଣ୍ଟାର ଘମାଘୋଟ ଆଲୋଚନା ପରେ ରାଜ୍ୟସଭାରେ ପାସ୍ ହୋଇଛି ସବର୍ଣ୍ଣ ସଂରକ୍ଷଣ ବିଲ୍। ସାରା ଦିନ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେବା ପରେ ଭୋଟିଂ ହୋଇଥିଲା। ଭୋଟିଂରେ...

ପାଣ୍ଡ୍ୟା ଓ ରାହୁଲଙ୍କୁ ବିସିସିଆଇର କାରଣ ଦର୍ଶାଅ ନୋଟିସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିସିସିଆଇ। ଏକ ଟିଭି ଶୋ'ରେ ମହିଳାଙ୍କ ଉପରେ ଟିପ୍ପଣୀ କରିଥିବା କାରଣରୁ କାରଣ ଦର୍ଶାଅ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରିମୋଟ କଣ୍ଟ୍ରୋଲ କିଏ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକଟରେ ୫ରାଜ୍ୟର ବିଧାନସଭା ନିର୍ବାଚନ ସରିଛି। ଏଥିରେ ବିଜେପିକୁ ସେତେଟା ସଫଳତା ମିଳିନାହିଁ। ଅନ୍ୟପଟେ ୩ଟି ରାଜ୍ୟରେ କଂଗ୍ରେସ ସରକାର ବନାଇବାରେ ସଫଳ ହୋଇଛି। ତେବେ ଏହି ନିର୍ବାଚନ ଫଳାଫଳ ଆସିବା...

କିନ୍ନର ଭୋଟବ୍ୟାଙ୍କ ଉପରେ ରାହୁଲଙ୍କ ନଜର, କଂଗ୍ରେସରେ ସାମିଲ ହେଲେ ଅପ୍ସରା ରେଡ୍ଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହେଲେ କିନ୍ନର ଅପ୍ସରା ରେଡ୍ଡି। ପାଖେଇ ଆସୁଛି ୨୦୧୯ ଲୋକସଭା ନିର୍ବାଚନ। ସବୁ ବର୍ଗର ଭୋଟରଙ୍କ ଭୋଟ ପାଇବା ପାଇଁ ବିଭିନ୍ନ ରାଜନୀତିକ ଦଳ ଅଙ୍କ...

ମୋଦିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରୀ ୧୫ରେ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାତ୍ର କିଛି ଦିନ ବ୍ୟବଧାନରେ ଓ ବାରିପଦା ଗସ୍ତର ପରେ ପରେ ଏହା ତାଙ୍କ ଦ୍ୱିତୀୟ ଗସ୍ତ ରହିବ। ଏଥର ସେ...

ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ୍

ଓଡ଼ିଶାଲାଇଭ ବ୍ୟୁରୋ ସଂସଦର ମଧ୍ୟବର୍ତ୍ତୀକଳୀନ ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ସଂସଦର ମଧ୍ୟବର୍ତ୍ତୀକଳୀନ ବଜେଟ୍ ଅଧିବେଶନ ପାଇଁ ତାରିଖ ଘୋଷଣା ହୋଇଛି। ଏହି ବଜେଟ୍‌ ଅଧିବେଶନ ଜାନୁଆରୀ...