National

ସାବରିମାଲା ମନ୍ଦିରରେ ୨ ମହିଳା ପ୍ରବେଶ – କେରଳ ବନ୍ଦ, କଳା ଦିବସ ପାଳନ

ଓଡ଼ିଶାଲାଇଭ୍ ବ୍ୟୁରୋ ସାବରିମାଲା ମନ୍ଦିରରେ ବର୍ଷ ବର୍ଷର ପରମ୍ପରା ଭାଙ୍ଗି ବୁଧବାର ଦୁଇ ମହିଳା ମନ୍ଦିରରେ ପ୍ରବେଶ କରିଥିଲେ। ଏହାକୁ ବିରୋଧ କରି ରାଜ୍ୟରେ ବନ୍ଦ ପାଳନ ହେଉଛି। କେରଳର ସାବରିମାଲା ମନ୍ଦିରରେ ବର୍ଷ ବର୍ଷ...

ସିଡନୀରେ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ବିରାଟ ବାହିନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠାରୁ ଖେଳାଯିବ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ପଡ଼ିଆକୁ...

୧୯ ମେଟ୍ରିକ୍ ଟନ୍ ଆଳୁ ବିକି ୪୯୦ ଟଙ୍କା ଲାଭ, ପ୍ରଧାନମନ୍ତ୍ରୀଙ୍କୁ ମନିଅର୍ଡର କରିଦେଲା ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ସବୁଠୁ ଅଧିକ ଆଳୁ ଉତ୍ପାଦନ କ୍ଷେତ୍ରରେ ସୁନାମ ଅର୍ଜନ କରିଛି ଆଗ୍ରା। କିନ୍ତୁ ଏଠାକାର ଚାଷୀ ଫସଲର ଉଚିତ୍ ମୂଲ୍ୟ ପାଉ ନଥିବାରୁ ଚିନ୍ତାରେ ରହିଛନ୍ତି। ଆଗ୍ରାର ବରେଲି ଅହିର...

୨୦୧୯ରେ କିଏ ଦଖଲ କରିବ ଦିଲ୍ଲୀ ସିଂହାସନ – ରାହୁଲ ନା ମୋଦି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧି ଏବଂ ନରେନ୍ଦ୍ର ମୋଦିଙ୍କ ଭିତରେ ହେବ ଅସଲ ଲଢ଼େଇ। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ପାଇଁ ୨୦୧୯ ଅନେକ ଗୁରୁତ୍ୱ ବହନ କରୁଛି। ନିର୍ବାଚନକୁ...

ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ଦୁଇ ମହିଳା କଲେ ସମଲିଙ୍ଗୀ ବିବାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅପରାଧ ଶ୍ରେଣୀରୁ ଧାରା ୩୭୭କୁ ସୁପ୍ରିମକୋର୍ଟ ଉଚ୍ଛେଦ କରିବା ପରେ ଏବେ ସମଲିଙ୍ଗୀମାନେ ଖୁଲମଖୁଲା ଆଗକୁ ବାହାରିଛନ୍ତି। ପ୍ରେମରେ ପାଗଳ ଦୁଇ ମହିଳା ସେମାନଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ପରସ୍ପରକୁ ବିବାହ...

ପୁରୀରୁ ଠିଆହେବା ଖବରକୁ ମୋଦି କହିଲେ ମିଡିଆର ‘ମନଗଢ଼ା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ  ତାଙ୍କର ପୁରୀରୁ ପ୍ରାର୍ଥୀ ହେବା ଖବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମର କଳ୍ପନା ବୋଲି କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ମୋଦିଙ୍କ ସ୍ପଷ୍ଟୀକରଣ...

୩ ବ୍ୟାଙ୍କର ମିଶ୍ରଣ – ବ୍ୟାଙ୍କ ଅଫ ବରୋଦା ସହ ମିଶିଲେ ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଙ୍କ ଅଫ ବରୋଦା ସହ ମିଶିଲା ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କ। କେନ୍ଦ୍ର କ୍ୟାବିନେଟର ମଞ୍ଜୁରି। ବ୍ୟାଙ୍କ ଅଫ ବରୋଦାରେ ମିଶିଲେ ଆଉ ୨ ବ୍ୟାଙ୍କ। ବୁଧବାର ବ୍ୟାଙ୍କର ଏହି ମିଶ୍ରଣକୁ...

ଗୁଗୁଲ୍‌ ସର୍ଚ୍ଚରେ ଅମିତ ଶାହଙ୍କୁ କାଟିଲେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଗୁଲ୍‌ରେ ଅମିତ ଶାହଙ୍କଠୁ ବେଶୀ ସର୍ଚ୍ଚ କରାଯାଇଛି ରାହୁଲଙ୍କୁ। କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ଲଗାତାର ବଢ଼ିବାରେ ଲାଗିଛି। ଏହା ଦେଖିବାକୁ ମିଳିଛି ଗୁଗୁଲ୍‌ରେ। ଗୁଗୁଲ୍‌ରେ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କଠାରୁ...

ଲୋକସଭାରୁ ୫ କାର୍ଯ୍ୟଦିବସ ପାଇଁ ନିଲମ୍ବିତ ହେଲେ ୨୬ ସାଂସଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୨୬ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁମିତ୍ରା ମହାଜନ। ୫ଟି କାର୍ଯ୍ୟଦିବସ ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି। ୩୭୪ ଏ' ର ନିୟମ ଅନୁସାରେ...

ମଧ୍ୟପ୍ରଦେଶ ସଚିବାଳୟରେ ‘ବନ୍ଦେ ମାତରମ୍’ ଉପରେ ଲାଗିଲା ରୋକ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶରେ କଂଗ୍ରେସ ଗତ ନିର୍ବାଚନରେ ବିଜେପିକୁ ହରାଇ ଶାସନକୁ ଆସିଛି। ମଧ୍ୟପ୍ରଦେଶରେ ଏବେ କମଲନାଥଙ୍କ ସରକାର ଚାଲିଛି। ଗତ ୧୩ବର୍ଷ ଧରି ରାଜ୍ୟରେ ଯେଉଁ ପରମ୍ପରା ରହିଆସିଥିଲା ତାହା ଉପରେ ରୋକ...