National

ଜାନୁଆରି ପହିଲାରୁ ଭାରତ ଆସୁଥିବା ୬ଟି ଦେଶର ଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏନେଇ ସତର୍କ ହୋଇଛନ୍ତି। ଜାନୁଆରି ୧ ତାରିଖରୁ ଚାଇନା, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଥାଇଲାଣ୍ଡରୁ...

ପୁରୁଷ ହକି ବିଶ୍ଵକପ୍: ଭାରତୀୟ ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ନଗଦ ପୁରସ୍କାର ଘୋଷଣା କଲା ହକି...

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ପୁରୁଷ ହକି ବିଶ୍ଵକପ୍ ପୂର୍ବରୁ ହକି ଇଣ୍ଡିଆ ଭାରତୀୟ ଦଳର ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ନଗଦ ପୁରସ୍କାର ଘୋଷଣା କରିଛି। ବିଶ୍ଵକପରେ ଭାରତୀୟ ଖେଳାଳିଙ୍କ ମନୋବଳ ଆହୁରି...

ଭୁବନେଶ୍ୱର ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ – ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ରୂପ ନେବାକୁ ଯାଉଛି ଭୁବନେଶ୍ୱର ରେଳ ଷ୍ଟେସନ। ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ହେବା ସହ ଏହାକୁ ବିଶ୍ୱସ୍ତରୀୟ କରିବା ଲାଗି ଗୁରୁବାର ଦିନ ଭୂମି ପୂଜନ କରିଛନ୍ତି କେନ୍ଦ୍ର...

ହକି ବିଶ୍ଵକପ ଉଦଘାଟନୀ ଉତ୍ସବରେ ପ୍ରେମାନନ୍ଦଙ୍କ ସଙ୍ଗୀତ ସଂଯୋଜନାରେ ଝୁମିବ ସାରା ବିଶ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ପୁଅଙ୍କ କମ୍ପୋଜିସନରେ ଝୁମିବ ବିଶ୍ଵ, କମ୍ପିବ ବାରବାଟୀ। ଆସନ୍ତା ୧୧ତାରିଖରେ କଟକରେ ଆୟୋଜିତ ହେବ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ। ଏଥିପାଇଁ ହକି ଆନଥେମର କମ୍ପୋଜିସନ ପ୍ରସ୍ତୁତ କରିଛନ୍ତି ଓଡ଼ିଶାର...

ଭାରତରେ କୋଭିଡ୍‌ ମୁକାବିଲା ପାଇଁ ଡାକ୍ତରଖାନାରେ ଆରମ୍ଭ ହେଲା ମକ୍ ଡ୍ରିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଇନା ସମେତ ବିଶ୍ଵର ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ବେଳେ ଭାରତ ଏହାର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ...

ଘରୋଇ ଡାକ୍ତରଖାନାରେ ୮୦୦ ଓ ସରକାରୀ ଡାକ୍ତରଖାନାରେ ୩୨୫ ଟଙ୍କାରେ ମିଳିବ କୋଭିଡ ନାଜଲ ଭ୍ୟାକ୍ସିନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ୧୯ର ମୁକାବିଲା ଲାଗି ସରକାର ଭାରତ ବାୟୋଟେକର ନାଜାଲ ଭ୍ୟାକ୍ସିନର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହାକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯିବ। ବର୍ତ୍ତମାନ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।...

ପୁରୀରେ ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା। ସ୍ୱର୍ଣ୍ଣାଭ ବେଳାଭୂମିରେ ଟ୍ରଫି ରଖି ପ୍ରଦର୍ଶିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା...

କର୍ଣ୍ଣାଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନ ଏବଂ ଜାପାନ ଭଳି ୫ଟି ଦେଶରେ କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିବାବେଳେ ଆଗୁଆ ପଦକ୍ଷେପ ନେବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ମାସ୍କ ପରିଧାନ ସହ...

ବୌଦ୍ଧରେ ପହଞ୍ଚିଲେ ଜାତିପ୍ରଥା ଉଚ୍ଛେଦ ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରୁଥିବା ଧୀରଜ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରିଛନ୍ତି ବିହାରର ଯୁବକ ଧୀରଜ କୁମାର। ଏକ ନିର୍ଦିଷ୍ଟ ଲକ୍ଷ୍ୟ ନେଇ ତାଙ୍କର ଏହି ଯାତ୍ରା। ସମାଜରୁ ଜାତିଆଣ ଭେଦଭାବ ଦୂର...

କୋଭିଡ୍ ମୁକାବିଲା ପାଇଁ ଆସିଲା ନାଜାଲ୍ ଭ୍ୟାକ୍ସିନ୍ ‘ଇନକୋଭ୍ୟାକ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କୋଭିଡ୍ ଟୀକାକରଣ ଲାଗି କେନ୍ଦ୍ର ସରକାର ଭାରତ ବାୟୋଟେକ୍‌ର ନାଜାଲ୍ ଭ୍ୟାକ୍ସିନ୍ ‘ଇନକୋଭ୍ୟାକ୍’କୁ ମଞ୍ଜୁରୀ ଦେଇଛନ୍ତି। କୋ-ୱିନ ଆପରେ ବୁକିଂ ପାଇଁ ଏହି ନାଜାଲ୍ ଭ୍ୟାକ୍ସିନକୁ ସାମିଲ କରାଯାଇଛି। ଏହା...