ସୀତାରମଣ କହିଲେ – ଓଲା, ଉବର ପାଇଁ କାର ବେପାର ମାନ୍ଦା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଚାରି ଚକିଆ ଯାନ ବିକ୍ରି କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ତାର କାରଣ ଓଲା ଏବଂ ଉବର ଭଳି କାର ଏଗ୍ରିଗେଟରଙ୍କ ପ୍ରଭାବ। ତାଛଡ଼ା ବିଏସ -୬ ନିୟମ ମଧ୍ୟ...

ସିଟିଟିସିରେ ବିଭିନ୍ନ କୋର୍ସ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଣ୍ଟରାଲ ଟୁଲ ରୁମ୍ ଆଣ୍ଡ ଟ୍ରେନିଙ୍ଗ ସେଣ୍ଟର(ସିଟିଟିସି)ର ଆଡମିସନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏହିସବୁ କୋର୍ସ ପାଇଁ ଆବେଦନ କରିପାରିବେ। ୧- ପୋଷ୍ଟ ଡିପ୍ଲୋମା ଇନ ଟୁଲ ଆଣ୍ଡ ଡାଇ...

ସିଙ୍ଗଲ ୱିଣ୍ଡୋ ବୈଠକରେ ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସଚିବାଳୟରେ ବସିଥିବା ସିଙ୍ଗଲ ୱିଣ୍ଡୋ ବୈଠକରେ ୫ଟି ସେକ୍ଟରର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ୧ ହଜାର ୩୬ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି...

ସିଏସ୍‌ଆର୍‌ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ଏମ୍‌ସିଏଲ୍‌କୁ ଜାତୀୟ ପୁରସ୍କାର

ଓଡ଼ିଶାଲାଇଭ୍ ବିଜନେସ୍‌ ବ୍ୟୁରୋ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ ପରିମଳରେ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ କେନ୍ଦ୍ର କର୍ପୋରେଟ୍‌ ଆଫାୟର୍ସ ମନ୍ତ୍ରାଳୟ ପକ୍ଷରୁ ଏମ୍‌ସିଏଲ୍‌କୁ ନ୍ୟାସନାଲ ସିଏସ୍‌ଆର୍‌ ଆୱାର୍ଡ। ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌...

ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ୫ଟି ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ମିଳିଛି ୫ଟି ପୁରସ୍କାର। ନିକଟରେ ସିଙ୍ଗାପୁରରେ ଆୟୋଜିତ ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓ ୩ଟି ଟେଲିକମ୍‍ ବିଭାଗରେ ଉତ୍କର୍ଷତା ଏବଂ ଅନ୍ୟ ଦୁଇଟି ଡିଜିଟାଲ ମାର୍କେଟିଂ...

ସିଆଇଆଇ ପକ୍ଷରୁ ନଭେମ୍ବର ୧୩ରୁ ଏଣ୍ଟରପ୍ରାଇଜ ଓଡିଶା-୨୦୧୯

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=aOAmZF8hBEc ନଭେମ୍ବର ୧୩ରୁ ୨୨ତମ ଏଣ୍ଟରପ୍ରାଇଜ ଓଡ଼ିଶା-୨୦୧୯ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନ ହେବ ୨୦୦ରୁ ଅଧିକ କମ୍ପାନି ଓ ଏହାର ସେବା ନଭେମ୍ବର ୧୩ ରୁ ୧୬...

ସିଆଇଆଇ ଓଡ଼ିଶାର ବାର୍ଷିକ ସମ୍ମିଳନୀ: ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ଆଲୋଚନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶାର ବାର୍ଷିକ ସମ୍ମିଳନୀ ବୁଧବାର ଭୁବନେଶ୍ଵରେ ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ଓଡ଼ିଶାରେ କ୍ଷୁଦ୍ର, ମଧ୍ୟମ ଓ ଲଘୁ ଉଦ୍ୟୋଗ (ଏମଏସଏମଇ) ଏବଂ ଅନ୍ୟାନ୍ୟ ଶିଳ୍ପ...

ସିଆଇଆଇ ‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା–୨୦୧୯’ ଉଦ୍‌ଘାଟିତ : ‘‘ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯାଉଛି’’

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଏଣ୍ଟରପ୍ରାଇଜ୍‌ ଓଡ଼ିଶା – ୨୦୧୯’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘‘ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଆଗକୁ ଯାଇଛି। ବିଶେଷକରି ଶିଳ୍ପ କ୍ଷେତ୍ରକୁ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଶିଳ୍ପ...

ସାରି ଦିଅନ୍ତୁ ଜରୁରୀ କାମ – ଆସୁଛି ଲମ୍ବା ବ୍ୟାଙ୍କ ଛୁଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ବାକି ରହିଛି ତେବେ ଶୀଘ୍ର ସାରି ଦିଅନ୍ତୁ। କାହିଁକି ନାଁ ଆଗକୁ ଲମ୍ବା ବ୍ୟଙ୍କ ଛୁଟି ହେବାର ସମ୍ଭାବନା ରହିଛି। ଚଳିତ ମାସର ତୃତୀୟ...

ସାରା ବିଶ୍ଵରେ ଅର୍ଥନୈତିକ ଅଭିବୃଦ୍ଧିରେ ସବୁଠୁ ଆଗରେ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୭୨.୪୧ ଲକ୍ଷ ଟଙ୍କା ଛୁଇଁଲା ସାରା ବିଶ୍ଵରେ ଭାରତର ଅର୍ଥନୈତିକ...