ଭୁବନେଶ୍ଵରରେ ହାଣ୍ଡଲୁମ୍ର ନିଆରା ବୁଟିକ୍ ‘ପରମ୍ପରା’ – ଗ୍ରାହକଙ୍କୁ ଆକର୍ଷିତ କରୁଛି ବିଭିନ୍ନ ଡିଜାଇନର ଶାଢ଼ି ଓ ଡ୍ରେସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=WQd2mc7jDiI
ଭୁବନେଶ୍ୱର ନୂଆ ଏୟାରପୋର୍ଟ ରାସ୍ତାରେ ‘ପରମ୍ପରା’
ଗାଉଁଲି ପରିବେଶର ନିଆରା ଅନୁଭୂତି ଦେଉଛି ଏହି ବୁଟିକ୍
ଗ୍ରାହକଙ୍କୁ ଆକର୍ଷିତ କରୁଛି ହାଣ୍ଡଲୁମ୍, ସିଲିକ୍, କଟନ୍ ଶାଢ଼ି
ନୂଆ ଡିଜାଇନର ଡ୍ରେସ୍...
ଜୟଦେବ ଭବନରେ ‘ହେ ଚକାନୟନ – ଜଗନ୍ନାଥଙ୍କ ଭଜନରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାନ୍ତିଲତା ବାରିକ ଛୋଟରାୟ କଲଚରାଲ ଟ୍ରଷ୍ଟ ତରଫରୁ ଭୁବନେଶ୍ୱର ଜୟଦେବ ଭବନରେ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ହେ ଚକାନୟନ’।
ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ…, ତୋ ଦେହେ କଳା କି ବଳିଲା...
ଭାରତୀୟ ବାୟୁସେନାରେ ଚାକିରି ସୁଯୋଗ – ନଭେମ୍ଵର ୧୨ରେ ଭୁବନେଶ୍ଵରରେ ହେବ ନିଯୁକ୍ତି ରାଲି
ଓଡ଼ିଶାଲାଇଭ ବ୍ୟୁରୋ
ଭାରତୀୟ ବାୟୁ ସେନାରେ ଚାକିରି ସୁଯୋଗ। ୧୨ ନଭେମ୍ଵରରୁ ଭୁନେଶ୍ଵରରେ ହେବ ନିଯୁକ୍ତି ରାଲି।
ଭାରତୀୟ ବାୟୁସେନାରେ ବାହାରିଲା ଚାକିରି ସୁଯୋଗ। ଏନେଇ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟୁଡିଓ ଛକଠାରେ ୧୨ ନଭେମ୍ଵର ସକାଳ...
ଦୀପାବଳିରେ ଲିଭିଗଲା ଜୀବନ ଦୀପ – ଭୁବନେଶ୍ୱରରେ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀପାବଳି ରାତିରେ ଫିଲ୍ମ ଷ୍ଟାଇଲେ ଜଣେ ଯୁବକକୁ ହାଣିଲେ ଦୁର୍ବୃତ୍ତ।
ଆଲୋକର ପର୍ବ ଦୀପାବଳିରେ ସାରା ରାଜ୍ୟ ହୋଇ ଉଠିଥିଲା ଉତ୍ସବମୁଖର। ଦୀପ ଜାଳି ବାଣ ଫୁଟାଇ ଲୋକେ ଉତ୍ସବ ପାଳୁଥିବା ବେଳେ...
ଆମ ଲୋକକଳା ଆମ ସଂସ୍କୃତି – ସିଂଘ ବାଦ୍ୟ ଓ ଘୁମୁରା ନୃତ୍ୟରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଶନିବାର ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଲୋକକଳାକୁ ପ୍ରଚାର ପ୍ରସାର କରିବା...
ଭୁବନେଶ୍ୱର ନୂଆଗାଁ ଦିବ୍ୟାଶ୍ରମରେ ସ୍ଥାପନା ହେଲା ୭ ହଜାର ଶାଳଗ୍ରାମ, ଦର୍ଶନ କଲେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନେପାଳରୁ ଆସିଥିବା ୭ ହଜାରରୁ ଅଧିକ ଶାଳଗ୍ରାମକୁ ଭୁବନେଶ୍ୱର ଉପକଣ୍ଠ ନୂଆଗାଁର ଆଧ୍ୟାତ୍ମିକ ଦିବ୍ୟାଶ୍ରମ ପରିସରରେ ସ୍ଥାପନା କରାଯାଇଛି। ସାଧରଣ ଲୋକ ଓ ଭକ୍ତମାନେ ଏଣିକି ଏହାକୁ ପୂଜା କରିବା ସହିତ...
ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ପଦବୀ ପାଇଁ ବିଜ୍ଞପ୍ତି, ୧୫ ନଭେମ୍ଵର ସୁଦ୍ଧା କରିପାରିବେ ଆବେଦନ
ଓଡ଼ିଶାଲାଇଭ ବ୍ୟୁରୋ
ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଲିସ କମିସନରେଟ ଅନ୍ତର୍ଗତ କଟକ-ଭୁବନେଶ୍ଵରରେ ଛାତ୍ରଛାତ୍ରୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନେ ୧୫ ନଭେମ୍ଵର ୨୦୧୯...
ସୁରକ୍ଷିତ ଦୀପାବଳି ପାଳିବା ଲାଗି ପରାମର୍ଶ ଦେଲେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର ଆଲୋକର ପର୍ବ ଦୀପାବଳି। ଏହି ଖୁସିର ପର୍ବକୁ କେମିତି ସୁରକ୍ଷିତ ପାଳିବେ ସେନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।
ଲୋକମାନଙ୍କୁ ପରାମର୍ଶ ଦେଇ ସୁଧାଂଶୁ...
ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଅନଲାଇନ ଉପସ୍ଥାନ
ଓଡ଼ିଶାଲାଇଭ ବ୍ୟୁରୋ
ଏଣିକି ସ୍କୁଲରେ ଆଉ ଛାତ୍ରଛାତ୍ରୀ ହାତ ଟେକି କହିବେନି ‘ପ୍ରେସେଣ୍ଟ ସାର୍’। ଏନେଇ ସରକାର ଆଣୁଛନ୍ତି ନୂଆ ଯୋଜନା। ରାଜ୍ୟର ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁ ହେବ...
ଓଡ଼ିଶାର ସଂସ୍କୃତି ସହ ଯୋଡ଼ି ହେବେ ମରିସସ୍ର ‘ଓଡ଼ିଆ ବଂଶୋଦ୍ଭବ’ ଗିର୍ମିଟିୟା ସଂପ୍ରଦାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାସିକ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ଗିର୍ମିଟିୟା ସଂପ୍ରଦାୟଙ୍କ ସମ୍ପର୍କରେ ଉପସ୍ଥାପନ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ...





















