ଏଥର ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋରୋନା ଭାଇରସ ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ପୁର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
ଭୁବନେଶ୍ଵରସ୍ଥିତ ଏମ୍କେ କନ୍ଷ୍ଟ୍ରକ୍ସନ୍ରେ ବିଭିନ୍ନ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ଏମ୍କେ କନ୍ଷ୍ଟ୍ରକ୍ସନ୍ରେ ଇଞ୍ଜିନିୟର, ସୁପର୍ଭାଇଜର୍ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମାର୍ଚ୍ଚ ୮ରେ ଓ୍ଵାକ୍ ଇନ୍ ଇଣ୍ଟରଭ୍ୟୁ ହେବ।
ପଦବୀ ଓ ଯୋଗ୍ୟତା:
କନ୍ଷ୍ଟ୍ରକ୍ସନ୍...
ମିଳିଲେ ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସସିବିରୁ ଚମ୍ପଟ୍ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ଠିକଣା ମିଳିଛି। ମେଡିକାଲରୁ ଛୁ ହୋଇଥିବା ସନ୍ଦିଗ୍ଧ ଆୟାର୍ଲାଣ୍ଡର ନାଗରିକ ଭୁବନେଶ୍ୱରରେ ଏକ ହୋଟେଲରେ ଥିବା ଜଣାପଡ଼ିଛି।
ଗୁରୁବାର ସେ ବିମାନବନ୍ଦରରେ ପହଞ୍ଚିବା ପରେ କ୍ୟାପିଟାଲ...
ସମ୍ ନର୍ସିଂ କଲେଜରେ ପ୍ରଫେସର ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ସମ୍ ନର୍ସିଂ କଲେଜ୍ର ବିଭିନ୍ନ ବିଭାଗରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର୍ ଏବଂ ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ।...
ପୁଣି ଖାକିରେ କଳଙ୍କ – ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ହାବିଲଦାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଖାକିରେ ଲାଗିଲା କଳଙ୍କ। ଦୁଷ୍କର୍ମ ଅଭିଯୋଗ ପରେ ଗିରଫ ହେଲେ ହାବିଲଦାର। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵରରେ। ହାବିଲଦାର ଜଣକ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ବିଜୟ ସେଠୀ ବୋଲି...
IMS ଏବଂ SUM ହସ୍ପିଟାଲ୍ରେ ବିଭିନ୍ନ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
IMS ଏବଂ SUM ହସ୍ପିଟାଲ୍ର ସିନିୟର ରେସିଡେଣ୍ଟ, ଲାବୋରେଟୋରୀ ଟେକ୍ନିସିଆନ୍, ଷ୍ଟାଫ୍ ନର୍ସ ଆଦି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ୮ ଦିନ...
ରାଜଧାନୀରେ ପୁଣି ଗର୍ଜିଲା ବନ୍ଧୁକ – ରେଷ୍ଟୁରାଣ୍ଟରେ ଗୁଳିମାଡ଼, ଯୁବକ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ଵରରେ ପୁଣି ଗୁଳିମାଡ଼। ଚନ୍ଦକା ଥାନା ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ ଗୁଳିମାଡ଼ ହୋଇଛି। ରେଷ୍ଟୁରାଣ୍ଟରେ ମଦ ପିଇବାକୁ ନେଇ ପାଟିତୁଣ୍ଡ ହେବାରୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଜଣେ ଯୁବକ...
ରାଜଧାନୀରେ ଲୁଟେରା ରାଜ – ଅତିଥି ହୋଇ ଆସିଲେ, ଗିଫ୍ଟ ଚୋରି କରି ଛୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅତିଥି ହୋଇ ବାହାଘରରେ ଯୋଗ ଦେଇଥିଲେ। ଭୋଜି ବି ଖାଇଲେ। ବାହାଘର ଦେଖିବା ପାଇଁ କିଛି ସମୟ ଅପେକ୍ଷା କରିବା ପରେ ସୁଯୋଗ ପାଇ ଗିପ୍ଟ ବ୍ୟାଗ ନେଇ ଛୁ ହୋଇଗଲେ...
ମାର୍ଚ୍ଚ ୫ରେ ‘ବିଜୁ ପଟ୍ଟନାୟକ ମିନି ମାରାଥନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୫ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଭୁବନେଶ୍ୱରରେ ଏକ ମିନି ମାରାଥନ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୩୫୦୦ ଲୋକ ଅଂଶ ଗ୍ରହଣ...
ଡରାଉଛି କୋରୋନା – ଭୁବନେଶ୍ଵର ଏୟାରପୋର୍ଟରେ କଡ଼ାକଡ଼ି ଯାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରୋନା ପାଇଁ ଭୁବନେଶ୍ଵର ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍ଵାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ...





















